Upasarga Odia - Information That You Want

Tuesday 29 May 2018

Upasarga Odia

ଉପସର୍ଗ
(Odia Upasarga)

           ଶବ୍ଦ ଓ ଧାତୁ ସହ ପ୍ରତ୍ୟୟ ଯୋଗ କରାଯାଇ ଯୌଗିକ ବା ବ୍ୟୁତ୍ପନ ଶବ୍ଦ ଗଠିତ ହୁଏ ଶବ୍ଦ ଓ ଧାତୁର ପୂର୍ବରୁ କିମ୍ବା ପରେ ପ୍ରତ୍ୟୟ ଯୋଗ କରାଯାଇଥାଏ ପ୍ରତ୍ୟୟ ଶବ୍ଦର ପୂର୍ବରୁ ଯୋଗ କରାଗଲେ ତାକୁ ପୂର୍ବପ୍ରତ୍ୟୟ କୁହାଯାଏ ଏହାର ଅନ୍ୟନାମ ଉପସର୍ଗ ଏହାକୁ ତିନିଭାଗରେ ବିଭକ୍ତ କରାଯାଇଅଛି ଯଥା - ସଂସ୍କୃତ, ଓ ବୌଦେଶିକ ପୂର୍ବପ୍ରତ୍ୟୟ କୁହାଯାଏ । ଏହାର ଅନ୍ୟନାମ ଉପସର୍ଗ । ଏହାକୁ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା – ସଂସ୍କୃତ, ଓଡିଆ ଓ ବୈଦେଶିକ ପୂର୍ବପ୍ରତ୍ୟ।ୟ ।

(କ) ସଂସ୍କୃତ ପୂର୍ବପ୍ରତ୍ୟୟ : ସଂସ୍କୃତରେ “ ପ୍ର, ପରା, ଅପ୍, ସମ ” ଇତ୍ୟାଦି ୨୦ ଗୋଟି ଉପସର୍ଗ ରହିଅଛି । ସେଗୁଡିକୁ ନେଇ ଶବ୍ଦରେ କିପରି ପୂର୍ବ ପ୍ରତ୍ୟୟ ଗୋଗ ହେଉଛି ଦେଖାଯାଉ –
(ଖ) ଓଡିଆ ପୂର୍ବ ପ୍ରତ୍ୟୟ :
(ଗ) ବୈଦେଶିକ ପୂର୍ବପ୍ରତ୍ୟୟ :


ପ୍ର-ପ୍ର (pra) + କାର୍ଯ୍ୟ (karjya) = ପ୍ରକାର୍ଯ୍ୟ (prakarjya)
ପ୍ର (pra) + କାଶ (kasa) = ପ୍ରକାଶ (prakasa)
ପ୍ର (pra) + ଚଳନ (chalana) = ପ୍ରଚଳନ (prachalana)
ପ୍ର (pra) + ଘଟ (ghata) = ପ‌୍ରଘଟ (praghata)
ପ୍ର (pra) + ଭାବ (bhaba) = ପ୍ରଭାବ (prabhaba)
ପ୍ର (pra) + ଧାନ (dhana) = ପ୍ରଧାନ (pradhana)
ପ୍ର (pra) + ଚଣ୍ଡ (chanda) = ପ୍ରଚଣ୍ଡ (prachanda)
ପ୍ର (pra) + ବଚନ (bachana) = ପ୍ରବଚନ (prabachana)
ପରା-ପରା (para) + କ୍ରମ (krama) = ପରାକ୍ରମ (parakrama)
ପରା (para) + ଜୟ (jaya) = ପରାଜୟ (parajaya)
ପରା (para) + ଭବ (bhaba) = ପରାଭବ (paramarsa)
ପରା (para) + ମର୍ଶ (marsa) = ପରାମର୍ଶ (paramarsa)
ପରା (para) + ପର (para) = ପରାପର (parapara)
ଅପ-ଅପ (apa) + କର୍ମ (karma) = ଅପକର୍ମ (apakarma)
ଅପ (apa) + ଚେଷ୍ଟା (chesta) = ଅପଚେଷ୍ଟା (apachesta)
ଅପ (apa) + ବାଦ (bada) = ଅପବାଦ (apabada)
ଅପ (apa) + ମାନ (mana) = ଅପମାନ (apamana)
ଅପ (apa) + ସଂସ୍କୃତି (sanskruti) = ଅପସଂସ୍କୃତି (apasanskruti)
ଅପ (apa) + କାର (kara) = ଅପକାର (apakara)
ଅପ (apa) + ନିନ୍ଦା (ninda) = ଅପନିନ୍ଦା (apaninda)
ଅପ (apa) + ଭାଷା (bhasa) = ଅପଭାଷା (apabhasa)
ଅପ (apa) + ଯଶ (jasa) = ଅପଯଶ (apajasa)
ଅପ (apa) + ହରଣ (harana) = ଅପହରଣ (apaharana)
ନିନି (ni) + ଖୋଜ (khoja) = ନିଖୋଜ (nikhoja)
ନି (ni) + ଗ୍ରହ (graha) = ନିଗ୍ରୋହ (nigroha)
ନି (ni) + ଘଞ୍ଚ (ghancha) = ନିଘଞ୍ଚ (nighancha)
ନି (ni) + ଥର (thara) = ନିଥର (nithara)
ନି (ni) + ଦାରୁଣ (daruna) = ନିଦାରୁଣ (nidaruna)
ନି (ni) + ମଗ୍ନ (magna) = ନିମଗ୍ନ (nimagna)
ନି (ni) + ରବ (raba) = ନିରବ (niraba)
ନି (ni) + ସର୍ତ୍ତ (sarta) = ନିସର୍ତ୍ତ (nisarta)
ସମ୍-ସମ୍ (som) + ଆଚାର (achara) = ସମାଚାର (samachara)
ସମ୍ (som) + କର (kara) = ସଙ୍କର (sankara)
ସମ୍ (som) + ଗୀତ (gita) = ସଂଗୀତ (sangita)
ସମ୍ (som) + ଉଚିତ (uchita) = ସମୁଚିତ (samuchita)
ସମ୍ (som) + ଗତି (gati) = ସଂଗଚି (sangati)
ସମ୍ (som) + ବାଦ (bad) = ସଂବାଦ (sambada)
ସମ୍ (som) + ଭାଷଣ (bhasana) = ସମ୍ଭାଷଣ (sambhasana)
ସମ୍ (som) + ଯୋଗ (joga) = ସଂଯୋଗ (sanjoga)

Read More

1 comment:

  1. ବିଦ୍ଯାର୍ଥୀମାନଙ୍କ ପାଇଁ ଉପାଦେୟ। ଓଡିଆ ଭାଷାରେ ଥିବା ତତ୍ସମ୍ ଓ ଦେଶଜ ଉପସର୍ଗ ବା ପୂର୍ବପ୍ରତ୍ଯୟଗୁଡିକର ତାଲିକା ସହ ତାହାର ପ୍ରୟୋଗ ପ୍ରଦର୍ଶିତ ହୋଇଛି।

    ReplyDelete