Krudanta Odia - Information That You Want

Wednesday 6 June 2018

Krudanta Odia

କୃଦନ୍ତ
(Krudanta Odia)


                     ଧାତୁ ବା କ୍ରିୟାର ପରେ ପ୍ରତ୍ୟୟ ଯୋଗ କରି ଯେଉଁ ଶବ୍ଦ ଗଠିତ ହୁଏ, ତାହାକୁ କୃଦନ୍ତ କୁହାଯାଏ । ସଂସ୍କୃତରେ ଏହି ପ୍ରତ୍ୟୟଗୁଡିକୁ ‘କୃତ’ ପ୍ରତ୍ୟୟ ବୋଲି କହୁାଯାଉଥିବାରୁ ଏହାର ଏପରି ନାମକରଣ ହୋଇଛି । ଉପସର୍ଗ ପୂର୍ବ ପ୍ରତ୍ୟଯ ଯୁକ୍ତ ହୋଇଥିବା ବେଳେ ଏହା ପରପ୍ରତ୍ୟୟ ।

ଅ-କାନ୍ଦ୍ (kand) + ଅ (a) = କାନ୍ଦ (kanda)
ନାଚ‌୍ (nach) + ଅ (a) = ନାଚ (nacha)
ବୋଲ୍ (bol) + ଅ (a) = ବୋଲ (bola)
ମାତ୍ (mat) + ଅ (a) = ମାତ (mat)
ହାଣ୍ (han) + ଅ (a) = ହାଣ (han)
ଖେଳ୍ (khel) + ଅ (a) = ଖେଳ (khel)
ଫେଡ୍ (fed) + ଅ (a) = ଫେଡ଼ (fed)
ଭିଡ୍ (bhid) + ଅ (a) = ଭିଡ (bhid)
ହସ୍ (has) + ଅ (a) = ହସ (has)
ଆ-କୁହ (kuha) + ଆ (aa) = କୁହା (kuha)
ଗଢ୍ (gadh) + ଆ (aa) = ଗଢ଼ା (gadha)
ପଢ଼୍ (padh) + ଆ (aa) = ପଢ଼ା (padha)
ବିକ୍ (bik) + ଆ (aa) = ବିକା (bika)
ନିଅ (nio) + ଆ (aa) = ନିଆ (nia)
ଖେଳ (khela) + ଆ (aa) = ଖେଳା (khela)
ଘୋଷର (ghosara) + ଆ (aa) = ଘୋଷରା (ghosara)
ବସ୍ (bas) + ଆ (aa) = ବସା (basa)
ମିଳ୍ (mil) + ଆ (aa) = ମେଳା (mela)
ହସ୍ (has) + ଆ (aa) = ହସା (hasa)
ଅଣକାଟ୍ (kat) + ଅଣ (an) = କାଟଣ (katana)
ଝାଡ୍ (jhad) + ଅଣ (an) = ଝାଡ଼ଣ (jhadana)
ତାର୍ (tar) + ଅଣ (an) = ତାରଣ (tarana)
ମାଗ୍ (mag) + ଅଣ (an) = ମାଗଣ (magana)
ଗଢ଼୍ (gadh) + ଅଣ (an) = ଗଢ଼ଣ (gadhana)
ଝୁଲ୍ (jhul) + ଅଣ (an) = ଝୁଲଣ (jhulana)
ମାର୍ (mar) + ଅଣ (an) = ମାରଣ (marana)
ସହ୍ (sah) + ଅଣ (an) = ସହଣ (sahana)
ଅଣାକହ୍ (kah) + ଅଣା (ana) = କହଣା (kahana)
କୋର୍ (kar) + ଅଣା (ana) = କୋରଣା (korana)
ଗଞ୍ଜ୍ (ganj) + ଅଣା (ana) = ଗଞ୍ଜଣା (ganjana)
ମାଜ୍ (maj) + ଅଣା (ana) = ମାଜଣା (majana)
କାନ୍ଦ୍ (kand) + ଅଣା (ana) = କାନ୍ଦଣା (kandana)
ଖେଳ୍ (khhel) + ଅଣା (ana) = ଖେଳଣା (khelana)

Read More

No comments:

Post a Comment