Odia Pratisabda || Odia Grammar || Odia Synonyms Words - Information That You Want

Monday 12 June 2017

Odia Pratisabda || Odia Grammar || Odia Synonyms Words

Odia pratisabda , Odia synonyms word, synonym words in Odia, Odia Synonyms

Odia pratisabda , Odia synonyms word, synonym words in Odia, Odia Synonyms

ପ୍ରତିଶବ୍ଦ
( Odia Pratisabda )
(Synonyms of Odia word)




କୁକୁଡ଼ା (kukuda)କାଳଜ୍ଞ (Kalagyan),ଚରଣାୟୁଧ (Charanayudha), ଯାମଘୋଷ (Jamaghosa), ଯାମନାନ୍ଦୀ (Jamanandi), ରାତ୍ରିବେଦ (Ratribeda)
କୁଆ (kua)କାଉ (kau), କାକ (Kaka), ଘୁକାରି (Ghukari) ,ଧୂଳିଜଂଘ (Dhulijangha), ବାୟସ (Bayasa)
କୁମ୍ଭୀର (kumbhira)ପିଙ୍ଗଚକ୍ଷୁ (Pingachakhyu),ମଗର (matara) , ଶଙ୍କୁମୁଖ (Sankumukha)
କୃଷ୍ଣ (krushna)ଅସିତ (Asita),ଏକନାମ (Akanama), କଳାବର୍ଣ୍ଣ (Kalabarna), ନୀଳଶ୍ୟାମଳ (Nilasyamala), ମୁରଲିଧର (muralidhara), ଶ୍ୟାମ (Shyama)
କୋଇଲି (koili)କୋକିଳ (kokila), ପିକ (pika)
ଅଗ୍ନି (Agni)ଅନଳ (Anala),ଚିତ୍ରଭାନୁ (Chitrabhanu),ନିଆଁ (Nia),ବହ୍ନି (Banhi),ବୈଶାନର (Baisanara),ହୁତାଶନ (hutasana),ପାବକ (Pabaka)
ଅମୃତ (Amruta)ଅମିୟ (Amiya),ପୀୟୁଷ (Piyusa),ସୁଧା (Sudha)
ଅସୁର (Asura)ଦନୁଜ (Danuja),ଦାନବ (Danaba),ଦୈତ୍ୟ (Daitya),ନିଶାଚର (Nishachara),ରାକ୍ଷସ (Rakhyasa)
ଆକାଶ (Akasa)ଅଭ୍ର (Abhra),ଅମ୍ବର (Ambara),ଅନ୍ତରିକ୍ଷ (Antariksa),ଗଗନ (Gagana),ବିହାୟସ (Bihayasa),ବ୍ୟୋମ (Byoma),ନଭ (Nabha)

 

ଆଖି (Akhi)ଚକ୍ଷୁ (Chakhyu),ନୟନ (Nayana),ନେତ୍ର (Netra),ଲୋଚନ (Lochana)
ଆନନ୍ଦ (Ananda)ଆମୋଦ (Amoda),ଆହ୍ଲାଦ (Ahlada),ଉଲ୍ଲାସ (Ullasa),ପ୍ରମୋଦ (Pramoda),ପ୍ରୀତି (Priti),ମୁଦ (Muda),ମୋଦ (Moda),ସୁଖ (Sukha),ହର୍ଷ (Harsa)
ଇଛା (echha)ଅଭିଳାଷ (Abhilasa), ଆକାଂଙକ୍ଷା (Akankhya), ଆଶା (Asha), କାମନା (Kamana), ମନୋରଥ (Manoratha)
ଓଟ (ota)କୁବ୍ୟଜଦେହ (Kabyujadeha), ମରୁପ୍ରିୟ (Marupriya), ଲମ୍ବୋଷ୍ଠ (Lambostha)
କଟକ (cuttack)କଙ୍କଣ (Kankana), ଦୁର୍ଗ (Durga), ନଗର( Nagara), ରାଜଧାନୀ (Rajdhani)
କଢ (kadha)କଳି (Kali) ,କଳିକା (Kalika), କୋରକ (Koraka)
କଥା (katha)ଗୀର (Gira), ବଚନ (Bachana), ବାଣୀ (Bani) , ଭାରତୀ (Bharati)
କନ୍ଦର୍ପ (kandarpa)ଅତନୁ (Atanu), ଅନଙ୍ଗ (Annanga),ମଦନ (Madana), ମନସୀଜ (Manasija), ମାର (Mara)
କର୍ପୂର (karpura)ଘନସାର (Ghanasara),ଚନ୍ଦ୍ର (Chandra), ମୁକ୍ତାଫଳ (Muktaphala),ସଂଜ୍ଞ (Sanghya), ହିମବାଲୁକା (Himabaluka)
କେଶ (kesa)ଚିକୁର (Chikura), ବାଳ (Bala)
ଖବର (khabara)ଉଦନ୍ତ (udanta), ବାର୍ତ୍ତା (Barta) ,ସନ୍ଦେଶ (Sandesa)
ଗଙ୍ଗା (ganga)ଭଗୀରଥି (Bhagirathi),ଜାହ୍ନବୀ (janhabi),ତ୍ରିପଥଗା (Tripathaga), ବିଷ୍ଣୁପଦୀ (Bishnupadi)
ଗଛ (gacha)ତରୁ (Taru),ପାଦପ (Padapa),ବୃକ୍ଷ (Brukhya),ମହୀରୁପ (Mahirupa)
ଗଣେଶ (ganesha)ଗଜାନନ (Gajanana),ଗଣପତି (Ganpati), ଗଣନାଥ (Gananatha), ବିନାୟକ (Binayaka), ଲମ୍ବୋଦର (Lombadara), ହେରମ୍ବ (Heramba)
ଗରୁଡ (garuda)ଖଗେଶ୍ଵର (khageswara),ତାର୍କ୍ଷ (Tarkhya),ପକ୍ଷୀରାଜ (pakhiraja), ବୈନତେୟ (Bainateya),ସୁପର୍ଣ୍ଣ (Suparna)
ଗାଈ (gai)ଗାଭୀ (Gavi),ଗୋ (Go), ଧେନୁ (Dhenu)
ଘର (ghara)ଆଳୟ (Alaya),ଗୃହ (Gruha), ନିବାସ (nibasa), ନିଳୟ (Nilaya)
ଘନ (ghana)ଜଳଦ (jalada), ଜୀମୁତ (jamuta), ନୀରଦ (Nirada), ନଭୋଦ୍ଵହ (nabhodwaha), ବାରିଦ (Barida) ,ବାତଧ୍ଵଜ (Batadhwaja),ବ୍ୟୋମଧୂପ (Byodhadhupa), ମେଘ (Megha)
ଘୋଡ଼ା (ghoda)ଅଶ୍ଵ (Ashwa), ଘୋଚକ (Ghochaka), ତୁରଗ (Turaga), ତୁରଙ୍ଗ (Turanga),ତୁରଙ୍ଗମ (Turangama),ବାଜି (Baji), ହୟ (Haya)
ଚନ୍ଦ୍ର (chandra)ଇନ୍ଦୁ (Indu), ଓଷଧୀଶ (Osadhisa), କଳାନିଧି (kalanidhi), କଳାକର (Kalakara) ,ଚନ୍ଦ୍ରମା (Chandrama), ଜହ୍ନ (Janha), ନିଶାକର (Nishakara), ନିଶାପତି (Nishapati),ବିଧୁ (Bidhu), ମୃଗାଙ୍କ (Mruganka), ଶଶୀ (Sashi), ଶୀତାଂଶୁ (Sitanshu), ସୁଧାଂଶୁ (Sudhansu), ସୁଧାକର (Sudhakara),ହିମାଂଶୁ (Himanshu)
ଚଢେଇ (chadhei)ଖଗ (Khaga),ଖେଚର (Khechara), ଦ୍ଵିଜ (Dwija), ପକ୍ଷୀ (Pakhi), ବିହଗ (Bihaga), ବିହଙ୍ଗ (Bihanga), ବିହଙ୍ଗମ (Bihangama)
ଛେଳି (cheli)ଅଜା (Aja), ଛାଗ (Chaga) , ଛାଗଳ (Chagala)
ଜିଭ (jiva)ଜିହ୍ଵା (jihwa) , ରସନା (Rasana)
ଜଳ (jala)ଅମୃତ (Amruta),ଅମ୍ଵୁ (Ambu) , ଆୟୁ (Ayu) , ଉଦକ (Udaka) , ଜୀବନ (Jibana) ,ତୋୟ (Toya) , ନୀର (Nira) , ପୟ (poya) , ପାଣି (Pani) ,ବାରି (Bari) , ସଲିଳ (Salila)

Read More

271 comments:

  1. ଫଳ ର ପ୍ରତିଶବ୍ଦ କଣ ....?


    ReplyDelete
  2. ପାଖୁଡା ର ପ୍ରଟିସବ୍ଦ

    ReplyDelete
  3. ଗଛ ର pratisabda ଉଦ୍ଭିଦ heba ki

    ReplyDelete
  4. Replies
    1. This comment has been removed by the author.

      Delete
    2. This comment has been removed by the author.

      Delete
    3. ସାଂସାରିକ, ସୁଖୀ

      Delete
    4. ସାଂସାରିକ, ସୁଖୀ

      Delete
    5. ସର୍ପ ଭୋଗୀ ର ପ୍ରତିଶବ୍ଦ

      Delete
  5. Replies
    1. ଚନ୍ଦ୍ରା , ଚନ୍ଦ୍ରାତପ, ସୁଧା, ଶଶିକର

      Delete
    2. ଚନ୍ଦ୍ରା , ଚନ୍ଦ୍ରାତପ, ସୁଧା, ଶଶିକର

      Delete
    3. Kandarpa ra pratisabda kana

      Delete
  6. linga ra pratisabda kn heba

    ReplyDelete
  7. ପାଖୁଡା ର ପ୍ରତି ଶବ୍ଦ କଣ ହେବ 3 ଟି କୁହ

    ReplyDelete
  8. ରଂଜନ ସୂର୍ଯ୍ୟ ର ପ୍ରତି ଶବ୍ଦ କି ନୁହେଁ???

    ReplyDelete
  9. Daminee padma ra pratisabda ki?? I'm little bit confused

    ReplyDelete
  10. Pakhuda ra dita pratisabda kan haba?

    ReplyDelete
  11. Barsha Ra pratisabda kn haba???

    ReplyDelete
  12. ଅରଣ୍ଯ ର ପ୍ରତିଶବ୍ଦ କଣ ?

    ReplyDelete
  13. Dena ro pratisabdo kana hebo..?

    ReplyDelete
  14. Life-ଜୀବନ ର ପ୍ରତିଶବ୍ଦ କଣ ହେବ ?
    ଯେମିତି ଗୋଟିଏ ପ୍ରତିଶବ୍ଦ ହେଲା "ପ୍ରାଣ " ସେମିତି ଆଉ କଣ ହେବ ?

    ReplyDelete
  15. ମୟୁର ର ପ୍ରତିଶବ୍ଦ କଣ

    ReplyDelete
  16. ନିରାପକ୍ଷ୍ୟ

    ReplyDelete
  17. Pada ra pratisabda kana haba? Pada(foot) ok reply me

    ReplyDelete
  18. କର ଶବ୍ଦ ର ପ୍ରତିଶବ୍ଦ

    ReplyDelete
  19. Bhoka ra pratisabda kn haba

    ReplyDelete
  20. ଜୀବନ ର ପ୍ରତିଶବ୍ଦ କଣ ....

    ReplyDelete
  21. ନିଷ୍ଠାପର ର ପ୍ରତିଶବ୍ଦ କଣ

    ReplyDelete
  22. Patra (leaf) ra pratisabda.

    ReplyDelete
  23. ସୁଷମା ପ୍ରତିଶବ୍ଦ ଚନ୍ଦ୍ର ହେବକି?

    ReplyDelete
  24. ପୋଖରୀ ର ପ୍ରତିଶବ୍ଦ କଣ

    ReplyDelete
  25. Ratha ra pratisabda kana?

    ReplyDelete
  26. Shir ra pratishabd kana heba

    ReplyDelete
  27. ପତାକା ର ପ୍ରତି ଶବ୍ଦ କଁ ?

    ReplyDelete
  28. Dwiprahara ra partisabda kn

    ReplyDelete
  29. Replies
    1. ପୁଷ୍ପଜ, ବିଜଧର,ଶସ୍ୟ

      Delete
  30. ଧ୍ୱନି... ra pratisabda?

    ReplyDelete
  31. ଗ୍ରୀଷ୍ମର ପ୍ରତିଶବ୍ଦ କଣ ହେବ ?

    ReplyDelete
  32. ବୁଲି ର ପ୍ରତିଶବ୍ଦ କଣ ହେବ
    ରଜନୀଗନ୍ଧା ର ପ୍ରତିଶବ୍ଦ କଣ ହେବ

    ReplyDelete
  33. ଦିନ ଓ ପିତା ର ପ୍ରତିଶବ୍ଦ କଣ ହେବ

    ReplyDelete
  34. ଜାହାଜ ର ପ୍ରତିଶବ୍ଦ

    ReplyDelete
  35. ସୈନ୍ୟ ର ପ୍ରତିଶବ୍ଦ

    ReplyDelete
  36. Saudamini, anatarhita,abhisapta ,niskarana ra pratisabda dia

    ReplyDelete
  37. Aakasha ra pratisabda tapaswani heipariba ki nahi.any one know plz reply

    ReplyDelete
  38. ପାଦ ର ପ୍ରତିଶବ୍ଦ କଣ କଣ ହୋଇ ପାରିବ

    ReplyDelete
  39. ବହି,ଚଷମା,ପୁରୁଷ,ଗ୍ରହ ର ପ୍ରତିଶବ୍ଦ କଣ ?

    ReplyDelete
  40. ବର୍ଷା ର ପ୍ରତିଶବ୍ଦ କଣ ?

    ReplyDelete
  41. Replies
    1. ଜହ୍ନ ନିଶିକାନ୍ତ ଚନ୍ଦ୍ର

      Delete
  42. Prashna (questions) Ra pratisabda kan
    Dhoba Ra pratisabda kan
    Please send

    ReplyDelete
  43. କଇଁ ଫୁଲ ପ୍ରତିଶବ୍ଦ

    ReplyDelete
  44. Barsha ra pratisabdha kana ??

    ReplyDelete
  45. କୁକୁର 2ଟି ପ୍ରତିଶବ୍ଦ ଶ୍ବାନ ଓ ଆଉ ଗୋଟିଏ କଣ ?

    ReplyDelete
  46. କୁକୁର 2ଟି ପ୍ରତିଶବ୍ଦ ଶ୍ବାନ ଓ ଆଉ ଗୋଟିଏ କଣ ?

    ReplyDelete
  47. ପର ର ପ୍ରତିଶବ୍ଦ କଣ?

    ReplyDelete
  48. ଅନ୍ଧ ର ପ୍ରତିଶବ୍ଦ କଣ

    ReplyDelete
  49. Pallavi Ra pratisabad kana

    ReplyDelete
  50. ସ୍ଵର୍ଗ ର ପ୍ରତିଶବ୍ଦ କଣ ହେବ? ( ନାକ,ବାଙ୍କ,କାକ)

    ReplyDelete
  51. Baanjha ra pratisabda 2ta kana kana heba??

    ReplyDelete
  52. Banjh ra pratisabd kana kana heba?

    ReplyDelete
  53. ପ୍ରାଣ ର ପ୍ରତିଶବ୍ଦ

    ReplyDelete
  54. ଅଙ୍କ, ଇତିହାସ, ଉଦ୍ୟାନ ର ପ୍ରତିଶବ୍ଦ କଣ?

    ReplyDelete
  55. ପତ୍ର ର ପ୍ରତିଶବ୍ଦ କଣ??

    ReplyDelete
  56. ଅନ୍ଧାରର ପ୍ରତିଶବ୍ଦ ??

    ReplyDelete
  57. ଜୀବନ ର ପ୍ରତିଶବ୍ଦ

    ReplyDelete
  58. Parabhuta ra pratispardha kn

    ReplyDelete
  59. ପାଦ ର ପ୍ରତିଶବ୍ଦ

    ReplyDelete
  60. ଭୃତ୍ୟ ର ପ୍ରତିଶବ୍ଦ

    ReplyDelete
  61. ବର୍ଷା ର ପ୍ରତି ଶବ୍ଦ

    ReplyDelete
  62. ଦେବତା, ଶୋଣିତ, ନିକେତନ ର ପ୍ରତିଶବ୍ଦ

    ReplyDelete
  63. ସିନ୍ଧୁ ର ପ୍ରତିଶବ୍ଦ କ'ଣ?

    ReplyDelete
  64. ଭୃତ୍ୟ ର ପ୍ରତିଶବ୍ଦ ?

    ReplyDelete
  65. Swathapara ra prati sabda kn?

    ReplyDelete
  66. Daridra pratisabda in?
    Laudi pratisabda in?

    ReplyDelete
  67. ବସନ୍ତ ର ପ୍ରତିଶବ୍ଦ

    ReplyDelete
  68. ଆରନ ର ପ୍ରତିଶଵଦ

    ReplyDelete
  69. ଝରଣା ର ପ୍ରତିଶବ୍ଦ କଣ?

    ReplyDelete
  70. ରଥ ର ପ୍ରତୀଶଦ୍ଧ???

    ReplyDelete
  71. Bapa ra pratisabda kana jaldi kua

    ReplyDelete
  72. ଲୋଚନ ପ୍ରତିଶବ୍ଦ

    ReplyDelete
  73. ମୂର୍ତ୍ତି ର ପ୍ରତିଶବ୍ଦ

    ReplyDelete