Samarthobodhaka Sabda Odia - Information That You Want

Thursday 15 June 2017

Samarthobodhaka Sabda Odia

ସମାର୍ଥବୋଧକ ଶବ୍ଦ
(Samarthobodhaka Sabda)
(Synonyms of Odia word)


ଅଙ୍କ (Anka)କୋଳ (Kola), ସଂଖ୍ୟା (Sankhya), ନାଟକର ବିଭାଗ (Nataka Bibhaga)
ଅଜା (aja)ମା'ଙ୍କର ବାପା (Mankara bapa), ଛେଳି (Cheli)
ଅର୍ଥ (artha)ମୁଦ୍ରା (Mudra), ମାନେ (Mane), ଉଦ୍ଦେଶ୍ୟ(Udeshya), ଅଭିଳାଷ (Abhilasa)
ଆଶା (asha)ଦିଗ (Diga), ପାଇବାର ଇଚ୍ଛା (Paibara Ichha)
ଉତ୍ତର (uttara)ଉତ୍ତର ଦିଗ (Uttara diga), ପ୍ରଶ୍ନର ଉତ୍ତର (Prasnara Uttara), ଅତୀତ (Atita), ପରବର୍ତ୍ତୀ (Parabarti)
ଉଦୟ (udaya)ଉଇଁବା (uinba), ଉତ୍ପତ୍ତି (Utpati), ଉନ୍ନତି (Unnati), ଆବିର୍ଭାବ (Abirbhaba)
ଏକ (eka)ସଂଖ୍ୟାବିଶେଷ (Sankhyabisesa), ପୂର୍ଣ୍ଣ (Purna), ମିଳିତ ହେବା (Milita Heba), କୌଣସି (Kounasi)
ଓଝା (ojha)ମାଟିବଂଶଅବଧାନ (Mati bansa abadhana),ଗୁଣିଆ (Gunia), କମାର (Kamara)
କଟକ (cuttack)ଓଡ଼ିଶାର ଏକ ପ୍ରାଚୀନ ସହର (Odishara eka prachina sahara), ଦୁର୍ଗ (Durga), ରାଜଧାନୀ (Rajadhani), କଙ୍କଣ (Kankana), ସେନା ଶିବିର (Sena sibira)
କର (kara)ହାତ (hata), ଖଜଣା (Khajana), କିରଣ (Kirana), ହାତୀର ଶୁଣ୍ଢ (Hatira Sundha)
କଳା (kala)ରଙ୍ଗବିଶେଷ (Ranga bisesa), ଉଜ୍ଜ୍ଵଳ (Ujwala),ସାହିତ୍ୟକଳା (Sahitya kala), ଚିତ୍ରକଳା (Chitrakala), ଲକ୍ଷଣ (Lakhyana)
କଳି (kali)ଝଗଡ଼ା (Jhagada), କଳିଯୁଗ (kalijuga),ଫୁଲକଢ଼ି (phulakadhi)
ଖାଇ (khai)ପ୍ରସ୍ତୁତ ଖାଲ (Prastuta khala) , ପରିଖା ( Parikha ),ଗଡଖାଇ ( Gadakhai ),ଆଖୁଘଣା (Akhughana)
ଗଣ୍ଡ (ganda)ଗଭୀର ପାଣି (Gabhirapani), ଗଣ୍ଡ (Ganda),ଗଣ୍ଡ ଜନଜାତି (Ganda janajati), ନିର୍ବୋଧ ଲୋକ (Nirbodha loka), ଗାଲ (Gala)
ଗୁଣ (guna)ଧନୁର ଗୁଣ (Dhanura guna), ଗୁଣନ (Gunana), ଉତ୍ତମ ଗୁଣ (uttama guna),ଥର ବା ବାର (Thara ba bara)
ଗୁରୁ (guru)ଶିକ୍ଷକ (Sikhyaka), ଓଜନିଆ (Ojania), ବଡ଼ (Bada), ଶ୍ରେଷ୍ଠ (Srestha), ବୃହସ୍ପତି (Bruhaspati)
ଦଣ୍ଡ (danda)ନୃତ୍ୟବିଶେଷ (Nrutyabisesa), ସମୟର ମାପ (Samayara Mapa), ଠେଙ୍ଗା (Thenga), ଶାନ୍ତି (Santi)
ଛାନ୍ଦ (chanda)କପଟ (kapata), ପଦ୍ୟର ବୃତ୍ତ (Padyara Bruta), ବାନ୍ଧିବା କାର୍ଯ୍ୟ (Bandhiba Karjya), ଗାଈ ପାଇଁ ଛନ୍ଦ ଦଉଡ଼ି (Gai pain chanda daudi)
ଜାଳ (jala)ସମୂହ (Samuha), ଜାଳେଣି (jaleni), କଦମ୍ଵ (kadamba),ପ୍ରତାରଣା (Pratarana), କଢ଼ (Kadha)
ପାଟ (pata)ଲୁଣାବିଶେଷ (luna bisesa), ଖାଲୁଆ ଗହୀରଜମି (khalua gahirajami), ପ୍ରଧାନ (Pradhana)
ପାଗ (paga)ପାଣିପାଗ (panipaga),ପଗଡି (Pagadi), ହାଣ୍ଡିପାଗ (handipaga), ମିଠେଇ ପାଗ (mitheipaga)
ବର (bara)ବରଗଛ (Baragacha), ସ୍ଵାମୀ (Swami), ଶ୍ରେଷ୍ଠ (Srestha), ଆଶୀର୍ବାଦ (Ashirbada), ତପସ୍ୟାଫଳ (Tapasyafala)
ଭୂତ (bhuta)ଅତୀତ (Atita), ପ୍ରେତ (Preta), ପଞ୍ଚ ମହାଭୂତ (Pancha mahabhuta), ଜାତ (jata)
ରାଗ (raga)ସ୍ଵର (Swara), କ୍ରୋଧ (Krodha), ଲଙ୍କାର ରାଗ (Lankara raga), ରଙ୍ଗ (ranga), ଅନୁରାଗ (Anuraga)
ବାସ (baas)ବାସନା (Basana), ଘର (ghara), ବସ୍ତ୍ର (bastra), ସ୍ଥାନ (sthana)
ଫଳ (phala)ଫଳିବିଶେଷ (Falabisesa), ପରିଣାମ (Parinama), ଗାଈର ଗର୍ଭ (gaira garbha), ହିତ (hita), ମୀମାଂସା (Mimansa)
ନାରାୟଣୀ (narayani)ଗଙ୍ଗା (Ganga), ଦୁର୍ଗା (Durga), ଲକ୍ଷ୍ମୀ (Laxmi)
ନାଗ (naga)ସାପ (Sapa), ନାଗଜାତି (nagajati), ହାତୀ (hati), ମେଘ (megha), ନାଗେଶ୍ଵର (nageswara), ନାବଲୋକ (ପାତାଳ) (Nabalaka (patala))
ହରି (hari)ବିଷ୍ଣୁ (Bishnu), ଶ୍ରୀକୃଷ୍ଣ ( Sri krushna ), ଇନ୍ଦ୍ର ( Indra ), ଅଗ୍ନି (Agni), ସୂର୍ଯ୍ୟ ( Surya ), ସର୍ପ (Sarpa),ମୟୁର (Mayura), ସିଂହ (Sinha), ମାଙ୍କଡ଼ (mankada), କୋଇଲି (Koili), ଶୁଆ (Sua), ହରଣକରି (Harana kari)
ଶ୍ରୁତି (sruti)କାନ (Kana), ବେଦ (beda) ,ଶୁଣିବା କଥା (Suniba Katha)
ସର/ଶର (sara)ପୋଖରୀ ( Pokhari ), ଦୁଧସର (dudhasara), ବାଣ (bana), ଏକଜାତୀୟ ଘାସ (ekajatiya ghasa)
ଶିଖୀ (sikhi)ମୟୂର (mayura), କୁକୁଡା (Kukuda), ଅଗ୍ନି (Agni), ଅଶ୍ଵ (Aswa), ଷଣ୍ଢ (sandha), ପର୍ବତ (parbata)
ଷଣ୍ଢ (sandha)ମହାଦେବଙ୍କ ବାହନ ( Mahadevanka Bahana), ଗୋପାଳ ଜାତିର ସାଙ୍ଗିଆ (gopala Jatira sangia), ସମୂହ (Samuha), ବୃକ୍ଷ (Brukhya)
ହଂସ (hansa)ଜଳଚର ପକ୍ଷୀ (jalachara pakhi), ପ୍ରାଣବାୟୁ (Pranabayu), ପରଂବ୍ରହ୍ମ (Parong bramha), ଶିବ (Siba), ଶ୍ରେଷ୍ଠ (Srestha)
ଲକ୍ଷ (lakhya)ସଂଖ୍ୟାବିଶେଷ (sankhya bisesa), ଶିକାର (Sikara), ତୁଳନୀୟ (Tulaniya)

13 comments:

  1. nice work done keep it up :)

    ReplyDelete
  2. ଓଡିଆ ଭାଷାର ପ୍ରଚାର ଓ ପ୍ରସାର ତଥା ଜ୍ଞାନ ବାଣ୍ଟିବାର ଏ ସୁନ୍ଦର ପ୍ରୟାସ ର ପ୍ରଶଂସା ନ କରି ରହିପାରୁନି। ଭଗବାନ ଆପଣମାନଙ୍କର ଉନ୍ନତି କରୁନ୍ତୁ ଏହାହିଁ କାମନା।

    ReplyDelete
  3. Thanks for giving your important feedback

    ReplyDelete
  4. ମୟୁର ର ପ୍ରତିଶବ୍ଦ

    ReplyDelete
  5. You are great sir.you are save my day. 😇😇😇

    ReplyDelete
  6. ଦିଗ ର ପ୍ରତିଶବ୍ଦ??

    ReplyDelete
  7. ସୌଦାମିନୀ ର ପ୍ରତିଶବ୍ଦ

    ReplyDelete