Ekapadikarana Odia - Information That You Want

Tuesday 18 July 2017

Ekapadikarana Odia

ଏକପଦୀକରଣ
(Ekapadikarana Odia)
(One word substitution)


ଅଧାରୁ ବେଶୀ (adharu besi)ଅର୍ଦ୍ଧାଧିକ (ardhadhika)
ଅଧିକ ଘଞ୍ଚ (adhika ghancha)ନିଘଞ୍ଚ (nighancha)
ଅଧିକ ନିଦ୍ରା ଯିବା ସ୍ଵଭାବ ଯାହାର (adhika nidra jiba swabhaba jahara)ନିଦ୍ରାଳୁ (nidralu)
ଅଧିକ ଉକ୍ତି (adhika ukti)ଅତ୍ୟୁକ୍ତି (achyuta)
ଅଧ୍ୟୟନ କାର୍ଯ୍ୟରେ ପ୍ରବର୍ତ୍ତାନ୍ତି ଯେ (adhyayana karjyare prabartanti je)ଅଧ୍ୟାପକ (adhyapaka)
ଆଗରେ ଜନ୍ମ ନେଇଛି ଯେ (agare janma neichi je)ଅଗ୍ରଜ (agraja)
ଆଗରେ ଯେ ଯାଏ (agare je jay)ଅଗ୍ରସର (agrasara)
ଅକ୍ଷିର ପର (akhira para)ପରୋକ୍ଷ (parokhya)
ଆଳସ୍ୟ କରିବା ସ୍ଵଭାବ ଯାହାର (alasya kariba swabhaba jahara)ଅଳସୁଆ (alasua)
ଅଳ୍ପ ବୟଃ ଯାହାର (alpa baya jahara)ଅଳ୍ପବୟସ୍କ (alpabayaska)
ଆନନ୍ଦର ଅଭାବ (anandara abhaba)ନିରାନନ୍ଦ (nirananda)
ଅନେକଙ୍କ ମଧ୍ୟରେ ବୃହତ୍ (anekanka madhyare bruhat)ବୃହତ୍ତମ (bruhatama)
ଅନେକଙ୍କ ମଧ୍ୟରେ କ୍ଷୁଦ୍ର (anekanka madhyare khyudra)କ୍ଷୁଦ୍ରତମ (khyudratama)
ଅନ୍ତରେ ବାସ କରେ ଯେ (antare basa kare je)ଅନ୍ତେବାସୀ (antebasi)
ଅନ୍ୟ ରୂପ (anya rupa)ରୂପାନ୍ତର (rupantara)
ଅନ୍ୟ ଉପାୟ ନାହିଁ ଯାହାର (anya uparaya nahi jahara)ଅନନ୍ୟୋପାୟ (ananyapaya)
ଅନ୍ୟମାନଙ୍କ କାର୍ଯ୍ୟକୁ ଦେଖି କରିବା (anyamananka karjyaku dekhi kariba)ଅନୁକରଣ (anukarana)
ଆପଣା ଉପରେ ନିର୍ଭର କରିବା ଶୀଳ ଯାହାର (apana upare nirbhara kariba sila jahara)ଆତ୍ମନିର୍ଭରଶୀଳ (atmanirbharasila)
ଏପରି ଦେଖାଯାଏ (apari dekhajay)ଇଦୃଶ (edrusha)
ଅପ ଅଟେ ସଂସ୍କୃତି (apo ate sankruti)ଅପସଂସ୍କୃତି (apasankruti)
ଅଶ୍ରୁ ଅଛି ଯାହାର (asru achi jahara)ଅଶ୍ରୁଳ (asrula)
ଅଠର ନଳାର ସମାହାର (athara nalara samahara)ଅଠରନଳା (Atharanala)
ଅତିକଷ୍ଟରେ ଯାହାକୁ ଲାଭ କରାଯାଏ (Ati kastare jahaku labha karajay)ଦୁର୍ଲ୍ଲଭ (Durlabha)
ଅତିଶୟ ଭାବରେ ଦୀପ୍ତ ହେଉଥିବା (atisaya bhabare dipta heuthiba)ଦେଦୀପ୍ୟମାନ (bedipyamana)
ଅତିଶୟ ମଧୁର (Atisaya Madhura)ମଧୁରିଆ (Madhuria)
ଅତିଶୟ ମୁନ (Atisaya Muna)ମୁନିଆ (Munia)
ଆତ୍ମାର ବିଶ୍ଵାସ (atmara biswas)ଆତ୍ମବିଶ୍ଵାସ (atmabiswasa)
ବାବୁର ଆଚରଣ (babura acharana)ବାବୁଗିରି (babugiri)
ବାଡ଼ି ବାଡ଼ି ଦ୍ଵାରା ଯୁଦ୍ଧ (badi badi dwara judha)ବାଡାବାଡି (badabadi)
ବଜ୍ରପରି କଠୋର (bajra pari kothara)ବଜ୍ରକଠୋର (bajrakathora)
ବନର ପତି (banara pati)ବନସ୍ପତି (banaspati)
ବଣରୁ ଜାତ (banaru jata)ବଣ୍ୟ (banya)
ବାଙ୍କଚୂଳ ଯାହାର ସେ (bankachula jahara se)ବାଙ୍କଚୁଳିଆ (bankachulia)
ବସ୍ତୁକୁ ଯିଏ ଧାରଣ କରେ (bastuku jia dharana kare)ବସୁନ୍ଧରା (basundhara)
ବେତନ ଦେବାକୁ ପଡୁ ନଥିବା ଶିକ୍ଷା (betana debaku padu nathiba sikhya)ଅବୈତନିକ (oboitanika)
ଭଗିନୀର ପୁତ୍ର (bhaginira putra)ଭାଗିନେୟ (bhagineya)
ଭଲ କରିବାକୁ ଇଚ୍ଛା (bhala karibaku ichha)ଲିପ୍ସା (lipsa)
ଭରଦ୍ଵାଜଙ୍କ ପୁତ୍ର (bharadwaganka putra)ଭାରଦ୍ଵାଜ (bharadwaj)
ଭାଷାର ସଦୃଶ (bhasara sadrusa)ଉପଭାଷା (upabhasa)
ଭୟ ହୁଏ ଯାହାଠାରୁ (bhaya hua jahatharu)ଭୟାନକ (bhayanaka)
ଭୟ ନ ଥିଲେ (bhaya na thile)ନିର୍ଭୟ (nirbhaya)
ଭିକ ମାଗିବା ବୃତ୍ତି ଯାହାର (bhika magiba bruti jahara)ଭିକାରୀ (bhikari)
ଭିକ୍ଷାର ଅଭାବ (bhikhyara abhaba)ଦିର୍ଭିକ୍ଷ (dirbhikhya)
ଭୃଗୁଙ୍କ ପୁତ୍ର (bhrugunka putra)ଭାର୍ଗବ (bhargaba)
ଭୂଗୋଳ ସମ୍ଵନ୍ଧୀୟ (bhugala sambandhiya)ଭୌଗଳିକ (bhougolika)
ଭୂତମାନଙ୍କର ଆଡ଼ଡ଼ା ଯେଉଁଠି (bhuta mankara adda jeunthi)ଭୂତଖାନା (bhutakhana)
ବିଦେଶରୁ ଆଗତ (bidesaru agata)ବିଦେଶାଗତ (bidesagata)
ବିଦ୍ୟା ଅଧ୍ୟୟନ କରେ ଯେ (bidya adhyana kare je)ବିଦ୍ୟାର୍ଥୀ (bidhyarthi)
ବିଗତ ପତ୍ନୀ ଯାହାର ସେ (bigata patni jahara se)ବିପତ୍ନୀକ (bipatnika)
ବିଜ୍ଞାନ ଗବେଷଣା କରନ୍ତି ଯେ (bigyana gabesana karanti je)ବୈଜ୍ଞାନିକ (boigyanika)
ବିହାୟସରେ ଗମନ କରେ ଯେ (bihayasare gamana kare je)ବିହଙ୍ଗ (bihanga)
ବିମାନ ଚାଳନା କରନ୍ତି ଯେ (bimana chalana karanti je)ବୈମାନିକ (boimanika)
ବିନୟର ସହିତ ବର୍ତ୍ତମାନ (binayara sahita bartamana)ସବିନୟ (sabinaya)
ବିନିତାଙ୍କ ପୁତ୍ର (binitanka putra)ବୈନତେୟ (boinateya)
ବିରୂପ ଆକ୍ଷି ଯାହାର ସେ (birupa akhi jahara se)ବିରୁପାକ୍ଷ (birupakhya)
ବିଶାଳ ଆକ୍ଷି ଯାହାର ସେ (bisala akhi jahara se)ବିଶାଳାକ୍ଷ (bisalakhya)
ବିଶେଷ ଭାବରେ ଦର୍ଶନ (bisesa bhabare darsana)ସଂଦର୍ଶନ (sadarsana)
ବିଶ୍ରବାଙ୍କର ପୁତ୍ର (bishrababankara putra)ବିଶ୍ରବଣ (bishrabana)
ବିଶ୍ଵର ମିତ୍ର (biswara mitra)ବିଶ୍ଵାମିତ୍ର (biswamitra)

Read More

53 comments:

  1. ପିଇବା ଯୋଗ୍ୟ ଏକ ପଦ ରେ କଣ ହେବ

    ReplyDelete
  2. Sivankara Upasakara kana heba

    ReplyDelete
  3. ରାବଣ ର ପୁତ୍ର
    ପବନ ର ପୁତ୍ର

    ReplyDelete
  4. Jahaku damana kari heba nahin kn heba

    ReplyDelete
  5. Ganesh ku pooja karuthiba loka

    ReplyDelete
  6. Jaha purusa dwara sambhav nuha (eka padare kan heba)

    ReplyDelete
  7. jaha ayata kariba sambhaba para nuhe in odia

    ReplyDelete
  8. Mukti ku kamana kare jia. Kan heba

    ReplyDelete
  9. ଯାହାକୁ ସ୍ବାଗତ କରା ଯାଇ ନ ଥାଏ।

    ReplyDelete
  10. ଭୁଲ ବୁଝାମଣା

    ReplyDelete
  11. ଯେଉଁ ନାରୀ ନିଜେ ପଢ଼େ

    ReplyDelete
  12. Je rasta dekhae?
    Chitra banaibara kala
    Jaha hajama hoi nahi?

    ReplyDelete