ଅର୍ଥାଳଙ୍କାର
(Artha Alankar)
ଅର୍ଥମୂଳକ ବିଚିତ୍ରତାକୁ ଅର୍ଥାଳଙ୍କାର କୁହାଯାଏ । ଅର୍ଥାଳଙ୍କାର ସ୍ଥଳରେ ଥିବା ଶବ୍ଦକୁ ବଦଳାଇ ସମାନାର୍ଥକ ଶବ୍ଦ ବ୍ୟବହାର କଲେ ମଧ୍ୟ ସେ ଅଳଙ୍କାରର ଅସ୍ତିତ୍ଵରେ କୌଣସି ଆଶଙ୍କା ସୃଷ୍ଟି ହେଉ ନଥିବାରୁ, ଅର୍ଥର ପ୍ରଧାନତା ଥିବାରୁ ଅର୍ଥାଳଙ୍କାର ହୁଏ । ଏହି ଅର୍ଥାଳଙ୍କାର ଅର୍ଥ ସାପେକ୍ଷ । ଆଳଙ୍କାରିକ ଭାଷାରେ ଅର୍ଥାଳଙ୍କାରକୁ ‘ଶବ୍ଦପରିବୃତ୍ତିସହ’ କୁହାଯାଏ । ପ୍ରାସଙ୍ଗିକ (ଉପମେୟ) ଓ ଅପ୍ରାସଙ୍ଗିକ (ଉପମାନ) ମଧ୍ୟରେ ଥିବା ସାମଞ୍ଜସ୍ୟ ହିଁ ଅନେକ ଅର୍ଥାଳଙ୍କାରର ଭିତ୍ତି । ଏହି ସାମଞ୍ଜସ୍ୟର ପ୍ରକାରଭଙ୍ଗୀ ଅନୁସାରେ ବିଭିନ୍ନ ଅଳଙ୍କାରର ନାମକରଣ ହୋଇଥାଏ । ଯଥା -
Links are given below -
(୧) ଉପମା (upama),
(୨) ରୂପକ (rupaka),
(୩) ଉତପ୍ରେକ୍ଷା (utprekhya)
No comments:
Post a Comment