Aluk Samas Odia - Information That You Want

Monday 17 October 2016

Aluk Samas Odia

ଅଲୁକ ସମାସ
( Aluk Samas )

          ସାଧାରଣତଃ ସମାସ ହେଲେ ସମସ୍ତ ପଦର ପୂର୍ବପଦଗୁଡିକର ବିଭକ୍ତି ଲୋପପାଏ । ମାତ୍ର ଯେଉଁସ୍ଥଳରେ ବିଭକ୍ତିର ଲୋପ ହୁଏ ନାହିଁ, ତାହାକୁ ଅଲୁକ୍ ସମାସ (Aluk samas) କହନ୍ତି । ଏହା ସ୍ୱତନ୍ତ୍ର ସମାସ ନୁହେଁ । ବିଭିନ୍ନ ସମାସରେ ଅଲୁକର ଉଦାହରଣ ଅଛି ।
         ଯଥା – ଯୁଧି (ଯୁଦ୍ଧରେ) ସ୍ଥିର (judisthira) – ଯୁଧିଷ୍ଠିର (Judhisthira)
              ବନେ (ବନରେ) ଚର (banare chara)( ଯେ ବିଚରଣ କରେ) – ବନେଚର(Banechara)
              ଅନ୍ତେ (ଭିତରେ) ବାସକରେ ଯେ – ଅନ୍ତେବାସୀ (Antebasi)
              ସେହିପରି ଖେଚର (ଖ = ଆକାଶ, ଖେ – ଆକାଶରେ )
              ପରାତ୍ପର (ପରାତ୍ ¬¬– ଶ୍ରେଷ୍ଠରୁ, ପର¬ – ଶ୍ରେଷ୍ଠ ଅର୍ଥାତ ଶ୍ରେଷ୍ଠରୁ ଶ୍ରେଷ୍ଠ)
              ସରସିଜ – [ ସରସି (ସରୋବରେ) + ଜ (ଯିଏ ଜନ୍ମେ) – ସରସିଜ / ପଦ୍ମ ]

No comments:

Post a Comment