Sadharan Asudhi Odia - Information That You Want

Monday 17 October 2016

Sadharan Asudhi Odia

ସାଧାରଣ ଅଶୁଦ୍ଧି
(Sadharan Asudhi)

ସଂସ୍କୃତକୁ ମାନଦଣ୍ଡ ରୁପେ ଧରିଲେ କଥିତ ଓ ଲିଖିତ ଓଡିଆ ଭାଷାରେ ସାଧାରଣତଃ କେତେକ ଶବ୍ଦର ଅଶୁଦ୍ଧ ବିବେଚିତ ହୁଏ। ଛାତ୍ରଛତ୍ରୀମାନେ ସଚେତନ ହୋଇ ସଂସ୍କୃତ ଅନୁସାରେ ସେଗୁଡିକର ଶୁଦ୍ଧରୁପ ଜାଣିବା ଦରକାର । କେତେକ ଉଦାହରଣ ଦିଆଗଲା।
ଅଶୁଦ୍ଧି ଶୁଦ୍ଧରୁପ
ଉଜ୍ଵଳ (ujwala)ଉଜ୍ଜ୍ୱଳ (ଉଦ୍+ଜଳ) Ujwala
( Ud+Jala )
ଦୁରାବସ୍ତା/ଦୁରାବସ୍ଥା (Durabasta/Durabastha)ଦୁରବସ୍ଥା (ଦୁଃ+ଅବସ୍ଥା)
Durabastha(Duh+Abastha)
ଦିଗାମ୍ବର (Digambara)ଦିଗମ୍ବର (ଦିକ୍+ଅମ୍ବର)
Digambara( Dik+Ambara )
ସନ୍ୟାସ (Sanyasa)ସନ୍ନ୍ୟାସ (ସମ୍+ନ୍ୟାସ)
Sanyasa( Sam+Nyasa )
ସାଣ୍ମାସିକ (Sanmasika)ଷାଣ୍ମାସିକ (ଷଟ୍+ମାସିକ)
Sanmasika ( Sat+masika )
ଗଣେଷ (Ganesha)ଗଣେଶ (ଗଣ+ଇଶ)
Ganesa ( Gana+Esa )
ନୀର୍ଜନ (Nirjana)ନିର୍ଜନ (ନିଃ+ଜନ) ( Nih+Jana )
ପ୍ରତ୍ୟେହ (pratyaha)ପ୍ରତ୍ୟହ (ପ୍ରତି+ଅହ) ( Prati+Aha )
ପ୍ରତ୍ୟକ (pratyeka)ପ୍ରତ୍ୟେକ (ପ୍ରତି+ଏକ)
( Prati+Aka )
- ବିଶେଷ୍ୟ/ବିଶେଷଣ
ଅଶୁଦ୍ଧି (Asudhi)ଶୁଦ୍ଧରୁପ (Suddharupa)
ଉତ୍କର୍ଷତା (Utkarsata)ଉତ୍କର୍ଷ( Utkarsa)
ମହାନତା (Mahanata)ମହତ୍ତା/ମହତ୍ତ୍ଵ( Mahata/Mahatwa)
ପାଟବତା (Patabata)ପାଟବ/ପଟୁତା( Pataba/Patuta)
ପୂଜ୍ୟାସଦ (Pujaspada)ପୂଜ୍ୟ/ପୂଜାସ୍ପଦ (Pujya/Pujaspada)
ସୌଜନ୍ୟତା (Soujanyata)ସୌଜନ୍ୟ (Soujanya)
ସଂକ୍ଷିପ୍ତରେ (Sankhiptare)ସଂକ୍ଷେପରେ( Sankhepare)
ସାବଧାନ ସହିତ (Sabadhan Sahita)ସାବଧାନତା ସହିତ (Sabadhanata Sahita)
ସବିନୟ ପୂର୍ବକ (Sabinaya Sahita)ସବିନୟ ବା ବିନୟପୂର୍ବକ (Sabinaya / Binayapurbaka)
କାର୍ପଣ୍ୟତା (Karpanyata)କାର୍ପଣ୍ୟ/କୃପଣତା (Karpanya / Krupanata)
- ପ୍ରତ୍ୟୟଗତ
ଅଶୁଦ୍ଧି (Asudhi)ଶୁଦ୍ଧରୁପ (Suddharupa)
ଉଜ୍ଜଳମୟ (Ujjwalamaya)ଉଜ୍ଜ୍ଵଳ (Ujjwala)
ଭୌଗଳିକ (Bhougalika)ଭୌଗୋଳିକ( Bhougalika)
ପୌରହିତ୍ୟ (Pourahitya)ପୌରୋହିତ୍ୟ (Pourahitya)
ମହତ୍ଵ (Mahatwa)ମହତ୍ତ୍ଵ (Mahatwa)
ହୃଷ୍ଟପୃଷ୍ଟ (Hrustapusta)ହୃଷ୍ଟପୁଷ୍ଟ (Hrustapusta)
ଦାଶରଥୀ (Dasarathi)ଦାଶରଥି (Dasarathi)
ପାବନୀ (Pabani)ପାବନି (ପୁରାଣୋକ୍ତ ହନୁମାନ୍) (Pabani)
ସମ୍ମାନୀୟ (Sammananiya)ସମ୍ମାନନୀୟ( Sammananiya)
- ବଚନଗତ
ଅଶୁଦ୍ଧି (Asudhi)ଶୁଦ୍ଧରୁପ (Suddharupa)
ଗୋଟିଏ ପିମ୍ପୁଡିଟିଏ
(Gotiye Pimpuditiye)
ଗୋଟିଏ ପିମ୍ମୁଡି/ପିମ୍ମଡିଟିଏ
(Gotia Pimpudi / Pimuditia)
ପ୍ରତ୍ୟେକ ପିଲାମାନେ (Pratyeka Pilamane)ପ୍ରତ୍ୟେକପିଲା/ପିଲାମାନେ
(Pratyeka Pila / Pilamane)
ଅଧିକାଂଶ ଲୋକମାନେ
(Adhikansa Lokamane)
ଅଧିକାଂଶ ଲୋକ (Adhikansa Loka)
ଜନତାମାନଙ୍କର
(Janatamanakara)
ଜନତାର (Janatara)
ସବୁ ପୃଷ୍ଠାଗୁଡିକ
(Sabu Prusthagudika)
ସବୁପୃଷ୍ଠା/ପୃଷ୍ଠାଗୁଡିକ
(Sabu Prustha / Prusthagudika)
ସବୁ ଲୋକମାନେ
(Sabu Lokamane)
ଲୋକମାନେ/ସବୁଲୋକ
(Lokamane / Sabuloka)
- ବନାନଗତ

ଅଶୁଦ୍ଧ (Asudha)

ଶୁଦ୍ଧରୂପ (Sudhharupa)

ଅକ୍ଷୁର୍ଣ୍ଣ (Akhyurna) ଅକ୍ଷୁଣ୍ଣ (Akhyurna)
ଅଙ୍ଗିକାର (Angikara) ଅଙ୍ଗୀକାର (Angikara)
ଅଜାଣିତ (Ajanita) ଅଜାଣତ (Ajanita)
ଅଞ୍ଜଳୀ (Anjali) ଅଞ୍ଜଳି (Anjali)
ଅତିଶଯ୍ୟତା (Atisarjyata) ଆତିଶଯ୍ୟ (aatisarjya)
ଅଦ୍ଭୁତ (adbhuta) ଅଭୁତ (adbhuta)
ଅଦ୍ୟାପିମଧ୍ୟ (adyapimandhya) ଅଦ୍ୟାପି/ଆଜିମଧ୍ୟ (adyapimandhya)
ଅଧକ୍ଷ (adhyakhya) ଅଧ୍ୟକ୍ଷ (adhyakhya)
ଅଧର୍ଯ୍ୟ (adharjya) ଅଧୈର୍ଯ୍ୟ (adheirjya)
ଅଧିନ (Adhina) ଅଧୀନ (Adhina)
ଅଧିନସ୍ଥ (Adhinasta) ଅଧୀନ (adhina)
ଅଧିନୀ (adhini) ଅଧୀନା (adhina)
ଅଧୀନରେ (adhinare) ଆଧୀନ୍ୟରେ (aadhinyare)
ଅଧୋପତନ (adhopatana) ଅଧଃପତନ (adhopatana)
ଅନ୍ତସ୍କରଣ (antaskarana) ଅନ୍ତଃକରଣ (antahkarana)
ଅନ୍ତେଷ୍ଟି (Antesti) ଅନ୍ତ୍ୟେଷ୍ଚି (antyesti)
ଅନ୍ଧତ୍କାର (andhatkara) ଅନ୍ଧକାର (andhakara)
ଅନ୍ୟସ୍ତା (anyasta) ଅନ୍ୟଥା (anyatha)
ଅନ୍ୟୁନ (anyuna) ଅନ୍ୟୂନ୍ୟ (anyunya)
ଅନାଟନ (anatana) ଅନଟନ (anatana)
ଅନାଥିନୀ (anathini) ଅନାଥା (anatha)
ଅନାବଶ୍ୟକୀୟ (anabasyakiya) ଅନାବଶ୍ୟକ (anabasyaka)
ଅନାସ୍ତା (Anasta) ଅନାସ୍ଥା (anastha)
ଅନିର୍ବାର୍ଯ୍ୟ (anibarjya) ଅନିବାର୍ଯ୍ୟ (anibarjya)
ଅନୁଗୃହ (anugraha) ଅନୁଗ୍ରହ (anugraha)
ଅନୁଚିତ୍ (anuchit) ଅନୁଚିତ (anuchit)
ଅନୁଦିତ (anudita) ଅନୂଦିତ (anudita)
ଅନୁବାଦିତ (anubadita) ଅନୁଦିତ (anudita)
ଅନୁସୂୟା (Anusaya) ଅନସୂୟା (anasuya)
ଅନେକଗୁଡିଏ (anekagudia) ଅନେକ,ଗୁଡିଏ (aneka, gudia)
ଅନୈକ (aneika) ଅନେକ/ଅନୈକ୍ୟ (aneka / aneika)
ଅପଦସ୍ତ (apadasta) ଅପଦସ୍ଥ (apadastha)
ଅପରାହ୍ନ (aparanha) ଅପରାହ୍ଣ (aparanha)
ଅପ୍‌ସରୀ (apsari) ଅପ୍‌ସରା (apsara)
ଅପୁତ୍ରିକ (aputrika) ଅପୁତ୍ରକ (aputraka)
ଅବସର୍ଣ୍ଣ (Abasarna) ଅବସନ୍ନ (abasanna)
ଅଭିନେତାଗଣ (abhinetagana) ଅଭିନେତୃଗଣ (abhinetrugana)
ଅଭିଳାସ (abhilasa) ଅଭିଳାଷ (abhilasa)
ଅଭିଶାପ୍ୟ (abhisapya) ଅଭିଶାପ (abhisapa)
ଅଭିସେକ (abhishek) ଅଭିଷେକ (abhishek)
ଅମ୍ରୁତ (amruta) ଅମୃତ (amruta)
ଅମୀୟ (amiya) ଅମିୟ (amiya)
ଅର୍ଣ୍ଣପୂର୍ଣ୍ଣା (annapurna) ଅନ୍ନପୂର୍ଣ୍ଣା (annapurna)
ଅର୍ଥନୈତିକ (arthaneitika) ଆର୍ଥନୀତିକ (aarthanitika)
ଅର୍ଦ୍ଧରାତ୍ରୀ (ardharatri) ଅର୍ଦ୍ଧରାତ୍ର (ardharatra)
ଅର୍ଦ୍ଧାଙ୍ଗିନୀ (ardhangini) ଅର୍ଦ୍ଧାଙ୍ଗୀ (ardhangini)
ଅର୍ବାଚିନ (arbachina) ଅର୍ବାଚୀନ (arbachina)
ଅଳିକ (alika) ଅଳୀକ (alika)
ଅଶ୍ୱୀ (aswi) ଅଶ୍ୱା (aswa)
ଅଶୃ (ashru) ଅଶ୍ରୁ (ashru)
ଅଷ୍ଟବକ୍ର (astabakra) ଅଷ୍ଟାବକ୍ର (astabakra)
ଅସୀ (asi) ଅସି (asi)
ଅହନିର୍ଶି (aharnisi) ଅହର୍ନିଶ (aharnisa)
ଆକଣ୍ଠପର୍ଯ୍ୟନ୍ତ (akanthaparjanta) ଆକଣ୍ଠ, କଣ୍ଠପର୍ଯ୍ୟନ୍ତ (akantha, kanthaparjanta)
ଆକାଂକ୍ଷା (akankhya) ଆକାଙ୍‌କ୍ଷା (akankhya)
ଆଗତକଲ୍ୟ (agatakalya) ଆଗାମୀ କଲ୍ୟ (agami kalya)
ଆଜନ୍ମରୁ (ajanmaru) ଆଜନ୍ମ/ଜନ୍ମରୁ (aajanma / janmaru)
ଆତ୍ମାରାଜ୍ୟ (atmarajya) ଆତ୍ମରାଜ୍ୟ (aatmarajya)
ଆଧିକ୍ୟତା (adhikyata) ଆଧିକ୍ୟ (aadhikya)
ଆନୁସଙ୍ଗିକ (Aanusangika) ଆନୁଷଙ୍ଗିକ (anusangika)
ଆବଶ୍ୟକୀୟ (abasyakiya) ଆବଶ୍ୟକ (abasyaka)
ଆବାଲ୍ୟରୁ (abalyaru) ଆବାଲ୍ୟ/ବାଲ୍ୟରୁ (abalya / balyaru)
ଆୟଷ୍କାନ (ayaskana) ଆୟୁଷ୍କାନ (aayuskana)
ଆରକ୍ତିମ (araktim) ଆରକ୍ତ (aarakta)
ଆରତୀ (Arati) ଆରତି (arati)
ଆଶ୍ରିପାଦ/ଆର୍ଶୀବାଦ (asripada / asirbada) ଆଶୀର୍ବାଦ (aashirbad)
ଆଶ୍ରୀବାଦ (Ashirbada) ଆଶୀର୍ବାଦ (Ashirbada)
ଆଶୀଷ (Ashisa) ଆଶଷ (Ashis)
ଆସ୍ତାନ (Astana) ଆସ୍ଥାନ (Aasthana)
ଇଚ୍ଛିକ (ichhika) ଇଷ୍ଟ (Esta)
ଇତଃସ୍ତତ (etahstata) ଇତସ୍ତତଃ (Etastatah)
ଇତିମଧ୍ୟରେ (etimadhyare) ଇତୋମଧ୍ୟେ (Etomadhye)
ଇତିପୂର୍ବେ (etipurbe) ଇତଃର୍ପୂବେ (etohpurbe)
ଇର୍ଷ୍ୟା (ershya) ଇର୍ଷା (Ersa)
ଇଷତ୍‌ (esat) ଈଷତ୍ (Esat)
ଉଚ୍ଛବ (uchhaba) ଉତ୍ସବ (Utsaba)
ଉଚିତ୍ (uchit) ଉଚିତ (uchit)
ଉଜ୍ଜଳ/ଉଜ୍ୱଳ (ujwala) ଉଜ୍ୱଳ (utkala)
ଉଣ୍ଣତି (unnati) ଉନ୍ନତି (unnati)
ଉତ୍କର୍ଷତା (utkarsata) ଉତ୍କର୍ଷ / ଉତ୍କୃଶଷ୍ଚତା (utkarsh / utkarsachata)
ଉତ୍ୟକ୍ତ (uttyakta) ଉତ୍ତ୍ୟକ୍ତ (uttyakta)
ଉଦ୍‌ଗୀରଣ (udgirina) ଉଦ୍‌ଗିରଣ (udgirina)
ଉଧୃତ (udhruta) ଉଦ୍ଧୃତ (udhruta)
ଉନ୍ନିତ (unnita) ଉନ୍ନୀତ (unnita)
ଉପକରୀତା (Upakarita) ଉପକାରିତା (Upakarita)
ଉପବିତ (upabita) ଉପବୀତ (upabita)
ଉପଯୋଗୀତା (upajogita) ଉପଯୋଗିତା (upajogita)
ଉପରଲିଖିତ (udparalikhita) ଉପରିଲିଖିତ (udparalikhita)
ଉପରିକ୍ତ (uparikta) ଉପରିସ୍ଥ (uparikta)
ଉପରୋକ୍ତ (uparokta) ଉପର୍ଯ୍ୟୁକ୍ତ (uparokta)
ଉପୋଯୋଗୀତା (Upojogita) ଉପଯୋଗିତା (Upajogita)
ଉର୍ଦ୍ଧ (Urdha) ଉର୍ଦ୍ଧ୍ଵ (Urdhwa)
ଉର୍ଧ (Urdha) ଉର୍ଦ୍ଧ୍ୱ (urdhwa)
ଉର୍ମି (urmi) ଊର୍ମି (urmi)
ଉହ୍ୟ (uhya) ଊହ୍ୟ (uhya)
ଋଣ (runa) ଋଣ (runa)
ଏକଛତ୍ର (akachatra) ଏକଚ୍ଛତ୍ର (akachatra)
ଏକତ୍ରିତ (akatrita) ଏକତ୍ର (akatra)
ଏତଦ୍ୱାରା (atadwara) ଏତଦ୍ଦ୍ୱାରା (atadwara)
ଏବେବିମଧ୍ୟ (abebimadhya) ଏବେବି/ଏବେମଧ୍ୟ (Abebi / abemadhya)
ଐକ୍ୟତା (aikyata) ଏକତା/ ଐକ୍ୟ (akata / aikya)
ଐକ୍ୟତାନ (aikyatana) ଐକତାନ (aikyatana)
ଐତିହ (aitiha) ଐତିହ୍ୟ (aitiha)
ଓଜସ୍ୱୀ (ojaswi) ଓଜସ୍ୱିନୀ (ojaswini)
ଓତଃପ୍ରୋତ (otahprota) ଓତପ୍ରୋତ (otaprota)
କଠିଣ (kathina) କଠିନ (kathina)
କବିନୀ (kabini) କବୀ/ନାରୀକବି (kabi / narikabi)
କର୍ତ୍ତାଗଣ (kartagana) ଖର୍ତ୍ତୃଗଣ (khartugana)
କର୍ତ୍ତୁକ (kartuka) କର୍ତ୍ତୃକ (kartruka)
କର୍ପୁର (karpura) କର୍ପୂର (karpura)
କ୍ରୁର (krura) କ୍ରୂର (krura)
କ୍ଷୁର୍ଣ୍ଣ (khyurna) କ୍ଷୁଣ୍ଣ (khyurna)
କାଳନ୍ଦୀ (kalandi) କାଳିନ୍ଦୀ (kalinidi)
କାଳୀଦାସ (kalidas) କାଳିଦାସ (kalidas)
କିମ୍ଭୁତକିମ୍ଭାକାର (kimbhutkimbhakar) କିମ୍ଭୁତକିମାକାର (kimbhutkimakara)
କିଶୋରଚନ୍ଦ୍ରାନନଚମ୍ପୂ (kishorchandrananachampu) କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ (kishore chandrananda champu)
କୁରଗ (kurag) କୁରଙ୍ଗ (kuranga)
କୁରଙ୍ଗିନୀ (kurangini) କୁରଙ୍ଗୀ (kurangi)
କୁଶଲବ (kushalaba) କୁଶୀଲବ (kushilaba)
କୃତୀତ୍ୱ (krutitwa) କୃତିତ୍ୱ (krutitwa)
କୃର୍ଷ୍ଣ (krushna) କୃଷ୍ଣ (krushna)
କେତେଗୁଡାଏ (ketegudai) କେତେ,ଗୁଡାଏ (kete, gudai)
କେବଳମାତ୍ର (kebalmatra) କେବଳ,ମାତ୍ର (kebala, matra)
ଖଣିଜ (khanija) ଖନିଜ (khanija)
ଗଡ୍ଡାଳିକା (gaddalika) ଗଡ୍ଡଳିକା (gaddalika)
ଗଣେଷ (ganesh) ଗଣେଶ (ganesa)
ଗଦ୍‌ଗଦ୍‌ (gadgad) ଗଦ୍‌ଗଦ (gadgad)
ଗର୍ଧବ (gandharba) ଗର୍ଦ୍ଦଭ (gaddarbh)
ଗୁଣୀବୃନ୍ଦ (gunibrunda) ଗୁଣିବୃନ୍ଦ (gunibrunda)
ଗୋପିନୀ (gopini) ଗୋପୀ (gopi)
ଗୋମେଷାଦିପଶୁସକଳ (gomesadipasusakala) ଗୋମେଷାଦି ପଶୁ (gomesadi pasu)
ଗୋଲକ (golaka) ଗୋଲୋକ (golaka)
ଗୋଲକବିହାରୀ (Golakabihari) ଗୋଲୋକ ବିହାରୀ (golaka bihari)
ଘଟଣା (ghatana) ଘଟନା (ghatana)
ଚକ୍ଷୁଲଜ୍ଜା (chakhyulajja) ଚକ୍ଷୁର୍ଲଜ୍ଜା (chakyurlajja)
ଚକ୍ଷୁଶ୍ରବା (chakhyusraba) ଚକ୍ଷୁଃଶ୍ରବା (chakhyusraba)
ଚତୁରତାପଣ (chaturatapana) ଚତୁରପଣ/ ଚତୁରତା (chaturpana / chaturata)
ଚନ୍ଦ୍ରବନ୍ଦନା (chandrabadana) ଚନ୍ଦ୍ରବନ୍ଦନୀ (chadrabandani)
ଚଳଚିତ୍ର (chalachitra) ଚଳଚ୍ଚିତ୍ର (chalachitra)
ଚାକଚିକ୍ୟ (chakachikya) ଚାକଚକ୍ୟ (chakachakya)
ଚାକିରୀ (chakiri) ଚାକିରି (chakiri)
ଚାପଲ୍ୟତା (chapalyata) ଚାପଲ୍ୟ/ ଚପଳତା (chapalya / chapalata)
ଜଗତ୍‌ବନ୍ଧୁ (jagatbandhu) ଜଗଦ୍‌ବନ୍ଧୁ (jagatbandhu)
ଜଗତ୍ର (jagatra) ଜଗତ୍‌ (jagat)
ଜଗତାନନ୍ଦ (jagatananda) ଜଗଦାନନ୍ଦ (jagadananda)
ଜଗମୋହନ (jagmohan) ଜଗନ୍ମୋହନ (jaganmohan)
ଜଗର୍ନ୍ନାଥ (Jagannatha) ଜଗନ୍ନାଥ (jagannath)
ଜାଗତାବସ୍ଥା (jagatabasta) ଜାଗ୍ରଦବସ୍ଥା (jagradbasta)
ଜାତ୍ୟାଭିମାନୀ (jatyabhimani) ଜାତ୍ୟଭିମାନୀ (jatyabhimani)
ଜୀବୀତ (Jibita) ଜୀବିତ (jibita)
ଜେଷ୍ଠ (jyestha) ଜ୍ୟେଷ୍ଠ (jyestha)
ଟିପ୍ପଣୀ (tippani) ଟିପ୍ପନ୍ନୀ (tippani)
ଠକିଯିବା (thakijiba) ଠିକିଯିବା/ଠକିହେବା (thakijiba / thakiheba)
ଠିକ୍ଅବ୍ୟବହିତପୂବେ (thikabyabhitpurbe) ଠିକ୍‌ପୂର୍ବେ/ ଅବ୍ୟବହିତପୂର୍ବେ (thikpurbe / abyabahitpurbe)
ଡାକ୍ତରୀ (daktari) ଡାକ୍ତରି (daktari)
ତଥାପିସୁଦ୍ଧା (tathapisudha) ତେବେସୁଦ୍ଧା (tebesudha)
ତଦ୍ୱାରା (tatwara) ତଦ୍ଦ୍ୱାରା/ତାଦ୍ୱାରା (tadwara / tadwara)
ତଦୃପ (tadrup) ତଦ୍ରୁପ (tadrup)
ତମସା/ତାମସ (tamasa / tamas) ତମସ (tamasa)
ତ୍ୟଜ୍ୟ (tyajya) ତ୍ୟାଜ୍ୟ (tyajja)
ତ୍ରିଭୂଜ (Tribhuja) ତ୍ରିଭୁଜ (tribhuja)
ତାତ୍କାଳୀନ (tatkalina) ତତ୍କାଳୀନ (tatkalina)
ତୀର୍ଯ୍ୟକ (tirjaka) ତିର୍ଯ୍ୟକ (tirjaka)
ତୃଟି (Truti) ତ୍ରୁଟି (Truti)
ତୃପ୍ତୀ (trupti) ତୃପ୍ତି (trupti)
ଦ୍ରୂତଗାମୀ/ଦୃତଗାମୀ (Drutagami) ଦ୍ରୁତଗାମୀ (Drutagami)
ଦ୍ୱନ୍ଦ (dwanda) ଦ୍ୱନ୍ଦ୍ୱ (dwanda)
ଦାର୍ଢ୍ୟତା (dardhyata) ଦାର୍ଢ଼ତା,ଦୃଢ଼ତା (daardhata, dhurdata)
ଦାରିଦ୍ର୍ୟତା (daridrata) ଦାରିଦ୍ର୍ୟ,ଦରିଦ୍ରତା (daridya, daridrata)
ଦିଗାମ୍ୱର (digambara) ଦିଗମ୍ୱର (digambara)
ଦିପ୍ତୀ (dipti) ଦୀପ୍ତି (dipti)
ଦିବାରାତ୍ରି (dibaratri) ଦିବାରାତ୍ର (dibaratra)
ଦିଲ୍ଲୀପ (dillip) ଦିଲୀପ (dillip)
ଦୀପ୍ତୀ (Dipiti) ଦୀପ୍ତି (dipti)
ଦୁଖ (dukha) ଦୁଃଖ (dukha)
ଦୁବା (Durba) ଦୂର୍ବା (ଦୂବ ) (durba (duba))
ଦୁର୍ଗାଣୀ (durgani) ଦୁର୍ଗା (durga)
ଦୁର୍ଘଟଣା (durghatana) ଦୁର୍ଘଟନା (durghatana)
ଦୁସ୍ଥ (dustha) ଦୁଃସ୍ଥ (dustha)
ଦୂର୍ଗ (durga) ଦୁର୍ଗ (durga)
ଦୂର୍ଗା (Durga) ଦୁର୍ଗା (Durga)
ଦୂରାଦୃଷ୍ଟ (duradusta) ଦୂରଦୃଷ୍ଚ (duradrusta)
ଦୂରାବସ୍ଥା (durabasta) ଦୂରବସ୍ଥା (durabastha)
ଦୂରାଭିଳାଷ (durabhilasa) ଦୂରଭିଳାଷ (durabhilasa)
ଦୃଜନ (drugana) ଦୁର୍ଜନ (durjana)
ଦୃତ (druta) ଦ୍ରୁତ (druta)
ଧନୀକ (dhanik) ଧନିକ (dhanika)
ଧର୍ମାତ୍ମାଗଣ (dharmatagana) ଧର୍ମାତ୍ମଗଣ (dharmatmagana)
ଧୀନକ (Dhinaka) ଧନିକ (dhanika)
ଧୂମ୍ରପାନ (Dhumrapana) ଧୂମପାନ (dhumapana)
ଧୃବ (Dhruba) ଧ୍ରୁବ (dhruba)
ନଅଣ୍ଟିଆ (naantia) ନିଅଣ୍ଟିଆ (niaantia)
ନର୍କ (narka) ନରକ (naraka)
ନିଃସଙ୍ଗୀ (nisangi) ନିଃସଙ୍ଗ (nisanga)
ନିଃସ୍ୱାର୍ଥପର (nirswarthapara) ନିଃସ୍ୱାର୍ଥ (niswartha)
ନିର୍ଦ୍ଧନୀ (nirdhani) ନିର୍ଦ୍ଧନ (nirdhana)
ନିର୍ଦୋଷୀ (nirdhosi) ନିର୍ଦୋଷ (nirdosa)
ନିରପରାଧୀ (niraparadhi) ନିରପରାଧ (niraparadha)
ନିର୍ଲୋଭୀ (nirlobha) ନିର୍ଲୋଭ (nirlobha)
ନିରାପେକ୍ଷ (nirapekhya) ନିରପେକ୍ଷ (nirapekhya)
ନିରାଶା (nirasa) ନୈରାଶ୍ୟ (neirasya)
ନିରୁତ୍ସାହିତ (nirutsahita) ନିରୁତ୍ସାହ (nirutsaha)
ନିରୁପଣ (Nirupana) ନିରୂପଣ (nirupana)
ନିରୁର୍ଦ୍ଧିଷ୍ଟ (nirudista) ନିରୁଦ୍ଦେଶ (niruddesha)
ନିରୂପମା (nirupama) ନିରୁପମା (nirupama)
ନିରୋଗୀ (nirogi) ନିରୋଗ (nirog)
ନିଷ୍ପତି (nispati) ନିଷ୍ପତ୍ତି (nispati)
ନିଷ୍ପ୍ରୟୋଜନୀୟ (nisprayojaniya) ନିଷ୍ପ୍ରୟୋଜନ (nisprayojana)
ନିହୀତ (nihita) ନିହିତ (nihita)
ନୀଚ୍ଚ (Nicha) ନୀଚ (nicha)
ନୀର୍ଜନ (nirjana) ନିର୍ଜନ (nirjana)
ପଣ୍ଡୁ (pandu) ପାଣ୍ଡୁ (pandu)
ପତିତପାବିନୀ (Patitapabani) ପତିତପାବନୀ (patitapabani)
ପ୍ରଚୂର (Prachura) ପ୍ରଚୁର (prachura)
ପ୍ରଜ୍ଜ୍ୱଳିତ (prajwalita) ପ୍ରଜ୍ୱଳିତ (prajwalitta)
ପ୍ରତିଘରେଘରେ (pratighareghare) ପ୍ରତିଘରେ/ଘରେଘରେ (pratighare / ghareghare)
ପ୍ରତିଟିଗୃହ (pratitigruha) ପ୍ରତିଗୃହ (patigruha)
ପ୍ରତିଦ୍ୱନ୍ଦୀ (pratidwandi) ପ୍ରତିଦ୍ୱନ୍ଦୀ (pratidwandi)
ପ୍ରତିଯୋଗୀତା (Pratijogita) ପ୍ରତିଯୋଗିତା (pratijogita)
ପ୍ରଫୁଲ/ପ୍ରଫୁଲିତ (prafulla/prafullita) ପ୍ରଫୁଲ୍ଲ (prafulla)
ପ୍ରମାଣ୍ୟ (pramanya) ପ୍ରାମାଣିକ (pramanika)
ପରଷ୍ପର (paraspara) ପରସ୍ପର (paraspara)
ପ୍ରାବଲ୍ୟତା (prabalyata) ପ୍ରାବଲ୍ୟ/ପ୍ରବଳତା (prabalya / prabalata)
ପ୍ରାୟାଶ୍ଚିତ (prayaschita) ପ୍ରୟଶ୍ଚିତ (prayaschita)
ପରିତ୍ୟଜ୍ୟ (parityajya) ପରିତ୍ୟାଜ (parityaaja)
ପରିସ୍କାର (pariskara) ପରିଷ୍କାର (pariskara)
ପାଟବତା (patabata) ପାଟବ/ ପାଟୁତା (pataba / patuta)
ପାବନୀ (pabani) ପାବନି (pabani)
ପାରସିକ (parasika) ପାରସୀକ (paarsika)
ପାରିଷଦ (parasida) ପାରିଷଦ (paarisada)
ପାଶବିକ (pasabika) ପାଶବ (paasaba)
ପାଷାଣ୍ଡ (pasanda) ପାଷଣ୍ଡ (paasandha)
ପିତାପିତାମହ (pitapitamaha) ପିତୃପିତାମହ (pitrupitamaha)
ପିତାମାତା (pitamata) ମାତାପିତା (matapita)
ପିଶାଚିନୀ (pisachini) ପିଶାଚୀ (pisachi)
ପୀଡ଼ିଆ (pidia) ପିଡ଼ିଆ (pidia)
ପୁରଷ୍କାର (puraskara) ପୁରସ୍କାର (puraskara)
ପୂଜ୍ୟାସ୍ପଦ (pujyaspada) ପୂଜ୍ୟ/ପୂଜାସ୍ପଦ (pujya / pujyaspada)
ପୂର୍ବାହ୍ନ (purbanha) ପୂବାହ୍ଣ (purbanha)
ପୃଷ୍ଚିହୀନ (prustihina) ପୁଷ୍ଚିହୀଲ (pusti)
ପୌରହିତ୍ୟ (pourahitya) ପୌରୋହିତ୍ୟ (pourahitya)
ଫେବୃଆରୀ (february) ଫେବ୍ରୁଆରୀ (february)
ବଡ଼ିମାପଣ (badimapana) ବଡ଼ିମା/ ବଡ଼ପଣ (badima / badapana)
ବୟଃଜ୍ୟେଷ୍ଠ (bayahjyestha) ବୟୋଜ୍ୟେଷ୍ଠ (bayojyestha)
ବ୍ୟବହାରିକ (Byabaharika) ବ୍ୟାବହାରିକ (Byabaharika)
ବୟାକରଣିକ (bayakaranika) ବୈୟାକରଣିକ (baiyakaranika)
ବ୍ୟାପୀଗଲା (byapigala) ବ୍ୟାପିଗଲା (byapigala)
ବ୍ୟାପୀଯିବା (Byapijiba) ବ୍ୟାପିଯିବା (byapijiba)
ବଳତ୍କାର (balatkara) ବଳାତ୍କାର (balatkara)
ବଳିଷ୍ଟ (balistha) ବଳିଷ୍ଠ (balistha)
ବଶଦ୍‌ (basad) ବିଶଦ (bisada)
ବହୁତଗୁଡ଼ିଏ (bahutgudia) ବହୁତ, ଗୁଡ଼ିଏ (bahut, gudia)
ବହୁଲ୍ୟତା (bahulyata) ବାହୁଲ୍ୟ/ ବହୁଳତା (bahulya / bahulata)
ବାବୁଗିରୀ (babugiri) ବାବୁଗିରି (babugiri)
ବାସ୍ତବିକ୍‌ (bastabik) ବାସ୍ତବିକ (bastabika)
ବାହ୍ୟିକ (bahyika) ବାହ୍ୟ (bahya)
ବାହାନ (Bahana) ବାହନ (bahana)
ବିକୀରଣ (bikirana) ବିକିରଣ (bikirana)
ବିଧର୍ମୀ (bidharmi) ବିଧର୍ମା (bidharma)
ବିପଦ୍‌ଜନକ (bipadjanaka) ବିପଜ୍ଜନକ (bipajannaka)
ବିପଦ୍‌ସଙ୍କୁଳ (bipadsankula) ବିପତ୍‌ସଂକୁଳ (bipatsankula)
ବିବଧପ୍ରକାର (bibidhaprakara) ବିବିଧ/ ବିଭିନ୍ନ ପ୍ରକାର (bibidha / bibhinna prakar)
ବିମ୍ୱାଧରୀ (bimbadhari) ବିମ୍ୱାଧରା (bimbadhara)
ବିମ୍ୱୋଷ୍ଠୀ (bimbosthi) ବିମ୍ୱୋଷ୍ଠା (bimbostha)
ବିରୁଦ୍ଧରେ (birudhare) ବିରୋଧରେ (birodhare)
ବିଲୋପପ୍ରାୟ (bilopapraya) ବିଲୁପ୍ତପ୍ରାୟ (biluptapraya)
ବିଶ୍ୱାସନୀୟ (biswasniya) ବିଶ୍ୱସନୀୟ (biswasniya)
ବିଷର୍ଜନ (bisarjana) ବିସର୍ଜନ (bisarjana)
ବିଷର୍ଣ୍ଣ (Bisarna) ବିଷଣ୍ଣ (bisarana)
ବିସ୍ଫୋରଣ (bisforana) ବିସ୍ଫରଣ (bisforana)
ବୁଦ୍ଧିମତା (budhimata) ବୁଦ୍ଧିମତ୍ତା (budhimata)
ବୁଦ୍‌ବୁଦ୍ (budbud) ବୁଦ୍‌ବୁଦ (budbud)
ବେଷ୍ଠନୀ (besthani) ବେଷ୍ଚନୀ (beschani)
ବୈରତା (bairata) ବୈର/ ବୈରିତା (baira / bairita)
ବୈଷମ୍ୟତା (baisamyata) ବୈଷମ୍ୟ/ବିଷମତା (baisamya / bisamata)
ଭଙ୍ଗୀମା (bhangima) ଭଙ୍ଗିମା (bhangima)
ଭଙ୍ଗୀଳ (bhangila) ଭଙ୍ଗିଳ (bhangila)
ଭ୍ରାତାଗଣ (bhratagana) ଭ୍ରାତୃଗଣ (bhatrugana)
ଭ୍ରାମ୍ୟମାଣ (bhramyamana) ଭ୍ରାମମାଣ (bhramamana)
ଭିକାରୀ (bhikari) ଭିକାରି (bhikari)
ଭୁଜଙ୍ଗିନୀ (bhujagini) ଭୁଜଙ୍ଗୀ (bhujangi)
ଭୂବନେଶ୍ୱର (Bhubaneswar) ଭୁବନେଶ୍ୱର (bhubaneswar)
ଭୂମ୍ୟାଧିକାରୀ (bhumyadhikari) ଭୂମ୍ୟଧିକାରୀ (bhumyadhikari)
ଭୂମିସ୍ଥ (bhumistha) ଭୂମିଷ୍ଠ (bhumistha)
ଭୂଲ (Bhula) ଭୁଲ (bhul)
ଭୌଗଳିକ (bhougalika) ଭୌଗୋଳିକ (bhougalika)
ମଦ୍ୟପୀ (madyapi) ମଦ୍ୟ (madya)
ମଧ୍ୟରାତ୍ରି (madhyaratri) ମଧ୍ୟରାତ୍ର (madhyaratra)
ମଧୂସୂଦନ (madhusudan) ମଧୁସୂଦନ (madhusudan)
ମନକାମନା (mankamana) ମନସ୍କାମନା (manaskamana)
ମନ୍ତ୍ରୀମଣ୍ଡଳ (mantrimandala) ମନ୍ତ୍ରିମଣ୍ଡଳ (mantrimandala)
ମନଦୁଃଖ (manadukha) ମନୋଦୁଃଖ (manodukha)
ମନବାଞ୍ଛା (manbanchha) ମନୋବାଞ୍ଛା (manobancha)
ମନମାଳିନ୍ୟ (mamalinya) ମନୋମାଳିନ୍ୟ (manomalinya)
ମନମୁଗ୍‌ଧକର (manamugdhkar) ମନୋମୁଗ୍‌ଧକର (manomugdhakara)
ମନଯୋଗ (manojoga) ମନୋଯୋଗ (manojoga)
ମନରଞ୍ଜନ (manoranjana) ମନୋରଞ୍ଜନ (manoranjana)
ମନାନ୍ତର (manantara) ମନୋନ୍ତର (manantara)
ମନୀଷୀଗଣ (manisigana) ମନୀଷିଗଣ (manisigana)
ମନୋକଷ୍ଟ (manokasta) ମନଃକଷ୍ଟ (manohkasta)
ମନୋପୀଡ଼ା (manopida) ମନଃପୀଡ଼ା (manahpida)
ମର୍ମନ୍ତୁଦ (marmanduta) ମର୍ମତୁଦ (marmatuda)
ମହତ୍ୱ (mahatwa) ମହତ୍ତ୍ୱ (mahatwa)
ମହାବଳୀ (mahabali) ମହାବଳ (mahabala)
ମହାରାଜା (maharaja) ମହାରାଜ (maharaj)
ମହିମାମୟ (mahimamaya) ମହିମମୟ (mahimmaya)
ମାତଙ୍ଗିନୀ (matangini) ମାତଙ୍ଗୀ (matangi)
ମାନ୍ୟସ୍ପଦ (manyaspada) ମାନାସ୍ପଦ (manaspada)
ମାମୁଁ (mamu) ମାମୁ (mamu)
ମାର୍ଗଶୀର (Margasira) ମାର୍ଗଶିର (margasira)
ମାସନ୍ତ (masanta) ମାସାନ୍ତ (masanta)
ମିନତୀ (Minati) ମିନତି (minati)
ମୁକ (Muka) ମୂକ (muka)
ମୁଖସ୍ତ (mukhasta) ମୁଖସ୍ଥ (mukhasta)
ମୁହ୍ୟମାନ (muhyamana) ମୋହ୍ୟମାନ (mohyamana)
ମୂଖ୍ୟ (Mukhya) ମୁଖ୍ୟ (mukhya)
ମୂର୍ତ୍ତିକା (murtika) ମୃତ୍ତିକା (mrutika)
ମୃଗୁଣୀ (mruguni) ମୃଗୀ (mrugi)
ମୃତ୍ୟୁଞ୍ଜୟୀ (mrutyunjayi) ମୃତ୍ୟୁଞ୍ଜୟ (mrutyunjaya)
ଯଦ୍ୟପିମଧ୍ୟ (jadyapimadhya) ଯଦ୍ୟପି (jadyapi)
ଯଦ୍ୱାରା (jadwara) ଯଦ୍ଦ୍ୱାରା (jadwara)
ଯଦିଓ (jadio) ଯଦିଚ/ଯଦ୍ୟପି (jadicha / jadhyapi)
ଯଶବନ୍ତ (jasabanta) ଯଶୋବନ୍ତ (jasobanta)
ଯାଚକୀ (jachaki) ଯାଚିକା (jachika)
ଯାତାଯତ (Jatayata) ଯାତାୟାତ (jatayata)
ଯାତାୟତ (Jatayata) ଯାତାୟାତ (jatayata)
ଯାନବାହାନ (janabahana) ଯାନବାହନ (janabahana)
ଯାମଳାର୍ଜୁନ (jamalarjuna) ଯମଳାର୍ଜୁନ (jamalarjuna)
ଯୁଧ (judha) ଯୁଦ୍ଧ (judha)
ଯୋଗ୍ନୀ (jogni) ଯୋଗିନୀ (jogini)
ଯୋଗୀଶ୍ରେଷ୍ଠ (jogisrestha) ଯୋଗିଶ୍ରେ (jogishre)
ରଙ୍ଗିଲା (rangila) ରଙ୍ଗିଆ (rangia)
ରଜଗୁଣ (rajaguna) ରଜୋଗୁଣ (rajeguna)
ରବିନ୍ଦ୍ର (Rabindra) ରବୀନ୍ଦ୍ର (rabindra)
ରାଜାଗଣ (rajagana) ରାଜଗଣ (rajagana)
ରୂପାୟନ (rupayana) ରୂପାୟଣ (rupayana)
ରୋଗାଗ୍ରସ୍ତ (rogagrasta) ରୋଗଗ୍ରସ୍ତ (rogagrasta)
ଲକ୍ଷ୍ମୀମନ୍ତ (laxmimanta) ଲକ୍ଷ୍ମୀବନ୍ତ (laxmibanta)
ଲଜ୍ଜା (lajja) ଲଜ୍ଜ୍ୟା/ଲଜ୍ଜା (lajja / lajja)
ଲଜ୍ୟା (Lajya) ଲଜ୍ଜା ( Lajja)
ଶତାବ୍ଦି (satabdi) ଶତାବ୍ଦୀ (satabdi)
ଶତୃଘ୍ନ (satrughna) ଶତ୍ରୁଘ୍ନ (satrughna)
ଶ୍ୟାମାଙ୍ଗିନୀ (shyamangini) ଶ୍ୟାମାଙ୍ଗୀ (shyamangi)
ଶ୍ୱସ୍ତି (swasti) ସ୍ୱସ୍ତି (swasti)
ଶଶୀଭୂଷଣ (sasibhusana) ଶଶିଭୂଷଣ (sasibhusana)
ଶାୟିତ (sayita) ଶୟିତ (sayita)
ଶାରିରୀକ (Saririka) ଶାରୀରିକ (Saririka)
ଶିକ୍ଷଯତ୍ରୀ (Sikhyayitri) ଶିକ୍ଷୟିତ୍ରୀ (Sikhyayitri)
ଶିରଚ୍ଛେଦ (siracheda) ଶିରଚ୍ଛେଦ (siracheda)
ଶିରବ୍ୟଥା (sirabyatha) ଶିରୋବ୍ୟଥା (sirobyotha)
ଶିର୍ଷ (Sirsa) ଶୀର୍ଷ (sirsha)
ଶିରୋନାମା (sironama) ଶିରୋନାମ (sironama)
ଶୀକାର (Sikara) ଶିକାର (sikara)
ଶୀକୃର୍ଷ୍ଣ (srikrushna) ଶ୍ରୀକୃଷ୍ଣ (srikrushna)
ଶୁଦ୍ର (Sudra) ଶୂଦ୍ର (sudra)
ଷଡ଼ଋତୁ (sadarutu) ଶଡ୍ଋତୁ (sadrutu)
ଷଡ଼ଗ୍ରହକୂଟ (sadagrahakuta) ଷଡ଼ଗ୍ରହକୂଟ (sadgrahakuta)
ଷଡ଼ଧା (Sagadha) ଷଡ୍‌ଧା (sadadha)
ଷଣ୍ମାସିକ (sanmasika) ଷାଣ୍ମାସିକ (sanmasika)
ଷଷ୍ଟମୀ (Sastami) ଷଷ୍ଠୀ (sasti)
ଷଷ୍ଠତମ (sasthatama) ଷଷ୍ଠିତମ (sasthitama)
ସଂକ୍ଷିପ୍ତରେ (sankhiptare) ସଂକ୍ଷେପରେ/ ସଂକ୍ଷିପ୍ତ ଭାବରେ (sankhyepare / sankhipta bhabare)
ସଂନ୍ଧ୍ୟା (sandhya) ସନ୍ଧ୍ୟା/ ସଂଧ୍ୟା (sandhya / sandhya)
ସଂସାରିକ (sansarika) ସାଂସାରିକ (sansarika)
ସକ୍ଷମ (sakhyama) କ୍ଷମ (khyama)
ସଘନ (saghana) ଘନ (ghana)
ସଞ୍ଚମ (sanchama) ସଂଯମ (sanjama)
ସଞ୍ଜତ (sanjata) ସଂଯତ (sanjat)
ସତ୍ତ୍ୱାଧିକାର (satwadhikara) ସତ୍ୱାଧିକାର (satwadhikar)
ସତ୍ତ୍ୱେଓ (satweo) ସତ୍ତ୍ୱେ (satwe)
ସଦ୍ୟଜାତ (sadyajata) ସଦ୍ୟୋଜାତ (sadyojata)
ସଧୀରେ (sadhire) ଧୀରେ (dhire)
ସନ୍ୟାସ (sanyasa) ସନ୍ନ୍ୟାସ (sansyas)
ସପ୍ତାହିକ (saptahika) ସାପ୍ତାହିକ (saptahika)
ସପରିବାରସହିତ (saparibarasahita) ସପରିବାର/ ପରିବାର ସହିତ (saparibara / saparibara sahita)
ସବିନୟପୂର୍ବକ (sabinayprubaka) ସବିନୟ/ ବିନୟ ପୂର୍ବକ (sabinaya / binaya purbaka)
ସମତୁଲ୍ୟ (samatulya) ସମତୁଲ,ସମ,ତୁଲ୍ୟ (samatul, sama, tulya)
ସମ୍ମାନୀୟ (sammananiya) ମମ୍ମାନନୀୟ (manmmanniya)
ସମ୍ୟକ୍‌ଭାବରେ (samyakbhabare) ସମ୍ୟଗ୍‌ଭାବରେ (samyagbhabre)
ସମରାଙ୍ଗନ (samrangana) ସମରାଙ୍ଗଣ (samarangana)
ସମ୍ରାନ୍ତଶାଳୀ (samrantasali) ସମ୍ଭ୍ରମଶାଳୀ/ ସମ୍ଭ୍ରାନ୍ତ (sambhramsali / sambhranta)
ସମସାମୟିକ (samasamayika) ସାମସମୟିକ (samasmayika)
ସମାସ୍ୟା (samashya) ସମସ୍ୟା (samashya)
ସର୍ବଜନୀନ (sarbajanina) ସାର୍ବଜନୀନ (sarbojanina)
ସର୍ବୋଷଧି (sarbosodhi) ସର୍ବୌଷଧି (sarbosodhi)
ସରିସୃପ (sarisrupa) ସରୀସୃପ (sarisrupa)
ସଲାଜ (salaj) ସଲଜ/ସଲଜା (salaj/ salaja)
ସ୍ୱାଚ୍ଛନ୍ଦ୍ୟତା (Swachhandyata) ସ୍ୱାଚ୍ଛନ୍ଦ୍ୟ (swachhandya)
ସ୍ୱାଧୀନତ୍ତର (swadhinatarra) ସ୍ୱାଧୀନତୋତ୍ତର (swadhinatotara)
ସଶଙ୍କିତ (sasankita) ସଶଙ୍କ/ ଶଙ୍କିତ (sasanga / sankita)
ସାକ୍ଷୀଗୋପାଳ (sakhigopala) ସାକ୍ଷିଗୋପାଳ (sakhigopala)
ସାଣ୍ମାସିକ (sanmasika) ଷାଣ୍ମାସିକ (sanmasika)
ସାଧ୍ୟବହିର୍ଭୂତ (sadhyabahirbhuta) ସାଧନବହିର୍ଭୁତ (Sadhanabahirbhuta)
ସାଧ୍ୟାତିରିକ୍ତ (sadhyatirikta) ସାଧନାତିରିକ୍ତ (sadhanatirikta)
ସାଧ୍ୟାତୀତ (sadhyatita) ସାଧନାତୀତ (sadhanatita)
ସାଧ୍ୟାୟତ୍ତ (sadhyayatta) ସାଧ୍ୟ/ଆୟତ୍ତ (sadhya / ayata)
ସାବଧାନସହିତ (sabadhanasahita) ସାବଧାନତା ସହିତ (sabadhanata sahita)
ସାମଗ୍ରୀକ (samagrika) ସମଗ୍ର (samgra)
ସାମନ୍ତରିକ (samantarika) ସାମାନ୍ତରିକ (samantarika)
ସାମ୍ରାଜ୍ଞୀ (samrangi) ସାମ୍ରାଜୀ/ ସଂରାଜ୍ଞୀ (samagri / sangragyni)
ସାରାଜୀବନଯାକ (sarajibanajaka) ସାରାଜୀବନ (sarajibana)
ସାହାର୍ଯ୍ୟ (Saharja) ସାହାଯ୍ୟ (sahajya)
ସାହାସ (Sahasa) ସାହସ (Sahasa)
ସିଂଘ (singha) ସିଂହ (singha)
ସିଞ୍ଚନ (sinchhana) ସେଚନ (sechana)
ସୁକେଶିନୀ (sukesini) ଶୁକେଶୀ (sukeshi)
ସୁଗନ୍ଧପୁଷ୍ପ (sugandhapuspa) ସୁଗନ୍ଧିପୁଷ୍ପ (sugandhipuspa)
ସୁଲକ୍ଷଣୀ (sulakhyani) ସୁଲକ୍ଷଣା (sulakhyana)
ସୁସୁପ୍ତି (susupti) ସୁଷୁପ୍ତି (susupti)
ସୂର୍ଯ୍ୟପରାଗ (suryaparaga) ସୂର୍ଯ୍ୟୋପରାଗ (surjoparaga)
ସୃଜନ (srujana) ସର୍ଜନ, ସୃଷ୍ଟି (sarjana, srusti)
ସେବକୀ (sebaki) ସେବିକ (sebika)
ସୌଜନ୍ୟତା (soujanyata) ସୌଜନ୍ୟ/ ସୁଜନତା (soujanya / sujanata)
ହତଭାଗା (hatbhaga) ହତଭାଗ/ ହତଭାଗ୍ୟ (hatabhaga / hatabhagya)
ହତଭାଗିନୀ (hatabhagini) ହତଭାଗା/ ହତଭାଗ୍ୟା (hatabhaga / hatabhagya)
ହସ୍ତାନ୍ତରଣ (hastantarana) ହସ୍ତାନ୍ତରକରଣ (hastantakarana)
ହାଲକା (halka) ହାଲୁକା (haluka)
ହୃଷ୍ଟପୃଷ୍ଟ (hrustapusta) ହୃଷ୍ଟପୁଷ୍ଟ (hrustapusta)

No comments:

Post a Comment