Wednesday, 26 October 2016

Odia Biparita Sabda || Odia Opposite word || Odia grammar

Odia Biparita Sabda , Odia opposite word, Biparita Sabda in Odia, biparita sabda, opposite word

Odia Biparita Sabda , Odia opposite word, Biparita Sabda in Odia, biparita sabda, opposite word

ବିପରୀତ ଶବ୍ଦ
( Odia Biparita Sabda / Odia Opposite Word )

       ପ୍ରତ୍ୟେକ ଭାଷାରେ କେତେକ ନିର୍ଦ୍ଦିଷ୍ଟ ବିପରୀତାର୍ଥବୋଧକ ଶବ୍ଦର ପ୍ରୟୋଗ ଦେଖାଯାଏ । ସେହପରି ଓଡିଆ ଭାଷାରେ ମଧ୍ୟ ଅନେକ ଶବ୍ଦ ରହିଅଛି । କେତେକ ସ୍ଥଳରେ ଆପେକ୍ଷିକ ଶବ୍ଦଗୁଡିକୁ ମଧ୍ୟ ବିପରୀତବୋଧକ ଶବ୍ଦରୂପେ ଗ୍ରହଣ କରାଯାଏ । ଯଥା :- “ ସରଳ “ ର “ ଜଟିଳ ”, ମାତ୍ର “ କୁଟିଳ ” ମଧ୍ୟ ହୋଇପାରେ । ସେହିପରି “ ଆନନ୍ଦ ”ର ବିପରୀତାର୍ଥବୋଧକ ଶବ୍ଦ “ ନିରାନନ୍ଦ ” କିନ୍ତୁ ବିଷାଦ ମଧ୍ୟ ହୋଇପାରେ ।
           ଓଡିଆ ଭାଷାରେ ପ୍ରଚଳିତ କେତେକ ବିପରୀତାର୍ଥବୋଧକ ଶବ୍ଦର ଉଦାହରଣ ଏଠାରେ ଦିଆଯାଇଛି ।


ଅଗ (Aga)ମୂଳ (mula)
ଅଗ୍ର (Agra)ପଶ୍ଚାତ (paschat)
ଅଧିକ (Adhika)ଅନଧିକ/ଊଣା (anadhika / una)
ଅନୁରାଗ (Anuraga)ବିରାଗ (biraga)
ଅନୁକୂଳ (Anukula)ପ୍ରତିକୂଳ (pratikula)
ଅମୃତ (Amruta)ବିଷ/ହଳାହଳ (bisa / halahala)
ଅନୁରକ୍ତ (Anurakta)ବିରକ୍ତ (birakta)
ଅନୁଗ୍ରହ (Anugraha)ନିଗ୍ରହ (nigraha)
ଅପେକ୍ଷା (Apekhya)ଉପେକ୍ଷା (upekhya)
ଅଭିଜ୍ଞ (Abhingya)ଅନଭିଜ୍ଞ (anabhigyan)
ଅସଲ (Asala)ନକଲ (nakala)
ଅଲଣା (Alana)ଲୁଣିଆ (lunia)
ଅବାଧ୍ୟ (Abadhya)ବାଧ୍ୟ (badhya)
ଅପାୟ (Apaya)ଉପାୟ (upay)
ଅସୀମ (Asima)ସସୀମ (sasima)
ଆଗ (Aga)ପଛ (pacha)
ଆଦ୍ୟ (Adya)ପ୍ରାନ୍ତ (pranta)
ଆକାଶ (Akasa)ପାତାଳ (patala)
ଆନନ୍ଦ (Ananda)ନିରାନନ୍ଦ / ବିଷାଦ (nirananda / bisada)
ଆରମ୍ଭ (Arambha)ଶେଷ (sesa)
ଆପଣା (Apana)ପର (para)
ଆଲୁଅ (Alua)ଅନ୍ଧାର (andhara)
ଆସ୍ତିକ (Astika)ନାସ୍ତିକ (nastika)
ଆଶୀର୍ବାଦ (Asirbada)ଅଭିଶାପ (abhisapa)
ଆବିର୍ଭାବ (Abirbhaba)ତିରୋଭାବ / ତିରୋଧାନ (tirobhaba / tirodhana)
ଆବାହନ (Abahana)ବିସର୍ଜନ (bisarjana)
ଆଦାନ (Adana)ପ୍ରଦାନ (pradana)
ଆର୍ଦ୍ର (Adra)ଶୁଷ୍କ (suska)
ଆରୋହ (Aroha)ଅବରୋହ (abaroha)
ଆରୋହଣ (Arohana)ଅବରୋହଣ (aborohana)
ଇହ (Eha)ପର (para)
ଇଷ୍ଟ (Esta)ଅନିଷ୍ଚ (anista)
ଉଦବେଗ (Udbega)ନିରୁଦବେଗ (nirudbega)
ଉତଥାନ (Uthana)ପତନ (patana)
ଉପକାର (Upakara)ଅପକାର (apakara)
ଉଦୟ (Udaya)ଅସ୍ତ (asta)
ଉନ୍ନତି (Unnati )ଅବନତି (abanati)
ଉଠାଣି (Uthani)ଗଡାଣି (gadani)
ଉପଚୟ (Upachaya)ଅପଚୟ (apachaya)
ଉତକର୍ଷ (Utkarsa)ଅପକର୍ଷ (apakarsa)
ଉଦାର (Uddara)ଅନୁଦାର (anudara)
ଉଚ୍ଚ (Uccha)ନୀଚ (nicha)
ଉତ୍ସାହ (Utsaha)ନିରୁତ୍ସାହ (nirutsaha)
ଉର୍ବର (Urbara)ଅନୁର୍ବର (anurbara)
ଐହିକ (Aihika)ପାରତ୍ରିକ (paratrika)
ଓଦା (Oda)ଶୁଖିଲା (sukhila)
କପଟ (kapata)ନିଷ୍କପଟ / ଅକପଟ (niskapta / akapata)
କଠିନ (kathina)କୋମଳ (komala)
କୋମଳ (komala)କର୍କଶ / ରୁକ୍ଷ (karkasa / rukhya)
କୀର୍ତ୍ତି (kirti)ଅପକୀର୍ତ୍ତି / ଅକୀର୍ତ୍ତି (apakirti / akirti)
କୃତଜ୍ଞ (krutagya)କୃତଘ୍ନ (krutaghna)
କୃପଣ (krupana)ବାଦନ୍ୟ (badanya)
କଞ୍ଚା (kancha)ପାଚିଲା (pachila)
କାରଣ (karana)ଅକାରଣ (akarana)
କୁକର୍ମ (kukarma)ସୁକର୍ମ (sukarma)
ଖାଲ (khala)ଢିପ (dhipa)
ଖୋଲା (khola)ମୁଦା (muda)
ଖରାପ (kharap)ଭଲ (bhala)
ଖେଦ (kheda)ହର୍ଷ (harsa)
ଗୁରୁ (guru)ଲଘୁ (laghu)
ଗରିମା (garima)ଲଘିମା (laghima)
ଗମ୍ୟ (gamya)ଅଗମ୍ୟ (agamya)
ଚେତନ (chetan)ଅଚେତନ (achetana)
ଚେମଡା (chemda)ମସକା (maska)
ଚଳ (chola)ଅଚଳ (achala)
ଚଞ୍ଚଳ (chanchala)ମଠ / ଧୀର (matha / dhira)
ଜନ୍ମ (janma)ମୃତ୍ୟୁ (mrutyu)
ଜାତ / ଜୀବନ୍ତ (jibita / jibanta)ଅଜାତ / ମୃତ (ajata / mruta)
ଜ୍ୟେଷ୍ଠ (jyestha)କନିଷ୍ଠ (kanistha)
ଜାଗ୍ରତ (jagrata)ସୁପ୍ତ (supta)
ଜ୍ଵଳନ୍ତ (jwalanta)ନିର୍ବାପିତ (nirbapita)
ଜୁଆର (juara)ଭଟ୍ଟା (bhatta)
ଜୀର୍ଣ୍ଣ (jirna)ଅଜୀର୍ଣ୍ଣ (ajirna)
ଜନ୍ମ (janma)ମରଣ (marana)
ଜ୍ଞାତ (gyata)ଅଜ୍ଞାତ (agyata)
ଜ୍ଞାନୀ (gyani)ଅଜ୍ଞାନ (agyana)
ଡେଙ୍ଗା (denga)ଗେଡା / ବାଙ୍ଗରା (geda / bangara)
ତୁଷ୍ଟ (tusta)ରୁଷ୍ଟ (rusta)
ତୋଷ (tosa)ରୋଷ (rosa)
ଥଣ୍ଡା (thanda)ଗରମ (garama)
ଦିନ (dina)ରାତି (rati)
ଦୁଷ୍ଟ (dusta)ଶିଷ୍ଟ (sista)
ଦୁଷ୍କର୍ମ (duskarma)ସୁକର୍ମ (sukarma)
ଦୋଷୀ (dosi)ନିର୍ଦ୍ଦୋଷ (nirdosa)
ଦୁର୍ବଳ (durbala)ସବଳ (sabala)
ଦୟାଳୁ (dayalu)ନିର୍ଦ୍ଦୟ (nirdaya)
ଦୁର୍ଦ୍ଦାନ୍ତ (durdanta)ନିରୀହ (niroha)
ଧନୀ (dhani)ନିର୍ଦ୍ଧନ (nirdhana)
ଧର୍ମ (dharma)ଅଧର୍ମ (adharma)
ଧୀର (dhira)ଅଧୀର / ଚଞ୍ଚଳ (adhira / chanchala)
ନର୍କ (narka)ସ୍ଵର୍ଗ (swarga)
ନିତ୍ୟ (nitya)ଅନିତ୍ୟ (anitya)
ନିଦା (nida)ପୋଲା (pola)
ନବୀନ (nabina)ପ୍ରାଚୀନ (prachina)
ନୂତନ (nutana)ପୁରାତନ (puratana)
ନିନ୍ଦା (ninda)ପ୍ରଶଂସା (prasanksa)
ନୀତି (niti)ଅନୀତି (aniti)
ନୂଆ (nua)ପୁରୁଣା (puruna)
ନିଶ୍ଚିତ (nischita)ଅନିଶ୍ଚିତ (anischita)
ନିର୍ବାଣ (nirbana)ଅନିର୍ବାଣ (anirbana)
ନିୟମ (niyama)ବେନିୟମ/ଅନିୟମ (beniyama / aniyama)
ନିଜ (nija)ପର (para)
ନିଷ୍କାମ (niskama)ସକାମ (sakama)
ନିର୍ଦ୍ଦିଷ୍ଟ (nirdista)ଅନିର୍ଦ୍ଦିଷ୍ଟ (anirdista)
ନିରପେକ୍ଷ (nirapekhya)ସାପେକ୍ଷ / ପକ୍ଷପାତ (sapekhya)
ନ୍ୟାୟ (nyaya)ଅନ୍ୟାୟ (anyaya)
ପଣ୍ଡିତ (pandita)ମୂର୍ଖ (mukha)
ପଡିଆ (padia)ଉଠିଆ (Uthia)
ପ୍ରତ୍ୟୁଷ (pratyusa)ପ୍ରଦୋଷ (pradosa)
ପରୋକ୍ଷ (parokhya)ପ୍ରତ୍ୟକ୍ଷ (pratakhya)
ପାପ (pap)ପୁଣ୍ୟ (punya)
ପ୍ରସନ୍ନ (prasanna)ଅପ୍ରସନ୍ନ / ବଷଣ୍ଣ (aprasanna)
ପୁରସ୍କାର (puraskara)ତିରସ୍କାର (tiraskara)
ପ୍ରାକୃତିକ (prakrutika)କୃତ୍ରିମ (krutrima)
ବୃତ୍ତି (bruti)ନିବୃତ୍ତି (nibruti)
ପ୍ରସାରଣ (prasarana)ସଙ୍କୋଚନ (sankochan)
ପକ୍ଷପାତିତା (pakhyapatita)ନିରପେକ୍ଷିତ (nirapekhitta)
ପରିଣାମ (parinama)ଅପରିଣାମ (aparinamba)
ଚୀନ (chin)ଅର୍ବାଚୀନ (arbachina)
ବଳକା (balaka)ନିଅଣ୍ଟ (nianta)
ବନ୍ଧନ (bandhana)ମୋଚନ (mochana)
ବାହାର (bahara)ଭିତର (bhitra)
ବଦ୍ଧ (bandha )ମୁକ୍ତ (mukta)
ବିଭକ୍ତ (bibhakta)ଅବିଭକ୍ତ (abhibhakta)
ବାହ୍ୟ (bahya)ଆଭ୍ୟନ୍ତରୀଣ (abhyantarina)
ଭଲ (bhala)ମନ୍ଦ (manda)
ଭୀମ (bhima)କାନ୍ତ (kanta)
ଭୀରୁ (bhiru)ନିର୍ଭୀକ (nirbhika)
ଭେଦ (bheda)ଅଭେଦ (abheda)
ଭକ୍ଷକ (bhakhyaka)ରକ୍ଷକ (rakhyaka)
ମଲା (mala)ଜୀଅନ୍ତା (jianta)
ମାନ (mana)ଅପମାନ (apamana)
ମସୃଣ (mashruna)ବନ୍ଧୁର (bandhura)
ମଠ (matha)ଚଞ୍ଚଳ (chanchala)
ମହଙ୍ଗା (mahanga)ଶସ୍ତା (sasta)
ମୂକ (muka)ବଧୀର (badhira)
ମାରଣ (marana)ତାରଣ (tarana)
ମୁଖ୍ୟ (mukhya)ଗୌଣ (gouna)
ମଇଳା / ମସିଆ (maila / masiaa)ସଫା (sofa)
ମିଶ୍ରିତ (mishrita)ଅମିଶ୍ରିତ (amisrita)
ମୀମାଂସା (mimansa)ଅମୀମାଂସା (amimansa)
ମିତ୍ର (mitra)ଶତ୍ରୁ (satru)
ଯୋଗୀ (jogi)ଭୋଗୀ (bhogi)
ରୁଗଣ / ରୋଗୀ (ruguna / rogi)ନୀରୋଗ (niroga)
ରୋଜଗାର (rojagara)ବେରୋଜଗାର (berojgara)
ଲୋଭୀ (lobhi)ନିର୍ଲୋଭ (nirlobha)
ସଂକୀର୍ଣ୍ଣ (sankirna)ପ୍ରଶସ୍ତ (prasasta)
ସଂଯୋଗ (sanjoga)ବିଯୋଗ (bijoga)
ସରବ (saraba)ନୀରବ (niraba)
ସମ (sama)ବିଷମ (bisama)
ସୁଖୀ (sukhi)ଅସୁଖୀ / ଦୁଃଖୀ (asukhi / dukhi)
ସୁଗମ (sugama)ଦୁର୍ଗମ (durgama)
ଅଧଃ (Adhah)ଉର୍ଦ୍ଧ୍ଵ (urdhwa)
ଅଧମ (adhama)ଉତ୍ତମ (uttama)
ଆଦି (adi)ଅନ୍ତ (anta)
ଆହାର (ahara)ଅନାହାର (anahara)
ଐଚ୍ଛିକ (aichika)ଅନୈଚ୍ଛିକ (aneichikka)
ଐହିକ (aihika)ପାରତ୍ରିକ (paratrika)
ଐକ୍ୟ (aikya)ଅନୈକ୍ୟ (anyeika)
ଐକ୍ୟତାନିକ (aikyatanika)ବହୁତାନିକ (bahutanika)
ଅକ୍ଷମ (akhyama)କ୍ଷମ (khyama)
ଅଳସୁଆ (alasua)କାମିକା (kamika)
ଅନନ୍ତ (ananta)ସାନ୍ତ (santa)
ଏସନ (asana)ତେସନ (tesana)
ବାହାର (bahara)ଭିତର (bhitara)
ବୈଷୟିକ (baisayika)ଅଣବୈଷୟିକ (anaboisayika)
ବଳକା (balaka)ନିଅଣ୍ଟ (nionta)
ବାଳୁତ (baluta)ବୃଦ୍ଧ (brudha)
ବଦ୍ଧ (bandha)ମୁକ୍ତ (mukta)
ବନ୍ଧନ (bandhana)ମୁକ୍ତ/ମୋଚନ (mukta / mochana)
ବକ୍ଷ୍ୟ (bandhya)ଅବକ୍ଷ୍ୟ (abakhya)
ବାସ୍ତବ (bastaba)ଅବାସ୍ତବ (abastaba)
ବେହୋସ (behos)ହୋସ (hosa)
ଭାବ (bhaba)ଅଭାବ (abhaba)
ଭଦ୍ର (bhadra)ଅଭଦ୍ର (abhadra)
ଭାଗ୍ୟ (bhagya)ଦୁର୍ଭାଗ୍ୟ (durbhagya)
ଭକ୍ଷକ (bhakhyaka)ରକ୍ଷକ (rakhyaka)
ଭଲ (bhala)ମନ୍ଦ (manda)
ଭାଙ୍ଗିବା (bhangiba)ଗଢିବା (gadhiba)
ଭାଷା (bhasa)ଅଭାଷା (abhasa)
ଭୟ (bhaya)ନିର୍ଭୟ (nirbhaya)
ଭେଦ (bheda)ଅଭେଦ (abheda)
ଭୀମ (bhima)କାନ୍ତ (kanta)
ଭୀରୁ (bhiru)ନିର୍ଭୀକ (nirbhika)
ଭୋଗ (bhoga)ତ୍ୟାଗ (tyaga)
ବିବେକ (bibeka)ନିର୍ବିବେକ (nirbibeka)
ବିଚାର (bichara)ନିର୍ବିଚାର (nirbichara)
ବିଚ୍ଛିନ୍ନ (bichinna)ଅବିଚ୍ଛିନ୍ନ (abichinna)
ବିମଳ (bimala)ମଳିନ (malina)
ବିପ୍ଳବ (biplaba)ଶାନ୍ତି (santi)
ବିରାମ (biram)ଅବିରାମ (abirama)
ବିସର୍ଜନ (bisarjana)ଆବାହନ (abahana)
ବିଶ୍ୱାସ (biswasa)ଅବିଶ୍ୱାସ (abiswasa)
ବୃଦ୍ଧି (brudhi)ହ୍ରାସ (harasa)
ବ୍ୟର୍ଥ (byartha)ଅବ୍ୟର୍ଥ (abyartha)
ବ୍ୟଷ୍ଟି (byasti)ସମଷ୍ଟି (samasti)
ଚଢା (chadha)ଉତ୍ତରା (uttara)
ଚଢିଵା (chadhiba)ଓହ୍ଲାଇବା (olhaiba)
ଚାଲାକ (chalaka)ବୋକା (boka)
ଚନ୍ଦନ (chandana)ନିନ୍ଦନ (nindana)
ଛାତ୍ର (chatra)ଗୁରୁ (guru)
ଚତୁର (chatura)ଅଚତୁର (achatura)
ଚେତା (cheta)ଅଚେତା (acheta)
ଚିକ୍କଣ (chikan)ରୁକ୍ଷ (rukhya)
ଚିହ୍ନା (chinha)ଅଚିହ୍ନା (achinha)
ଛିନ୍ନ (chinna)ବିଚ୍ଛିନ୍ନ (bichinna)
ଚିନ୍ତା (chinta)ଅଚିନ୍ତା (achinta)
ଚୋର (chora)ସାଧୁ (sadhu)
ଚଉଡା (chouda)ଲମ୍ଵା (lamba)
ଛୁତକିଆ (chutakia)ମୁତକିଆ (mutakia)
ଦଖଲ (dakhala)ବେଦଖଲ (bedakhal)
ଦକ୍ଷିଣ (dakhina)ଉତ୍ତର (uttara)
ଦକ୍ଷ (dakhya)ଅଦକ୍ଷ (adakhya)
ଡାକ୍ତର (daktara)ରୋଗୀ (rogi)
ଦାନୀ (dani)କୃପଣ (krupana)
ଡର (dara)ସାହସ (sahasa)
ଦାତା (data)ଗ୍ରହୀତା (grahita)
ଦେବ (deba)ଦାନବ (danaba)
ଦେବୀ (debi)ମାନବୀ (manabi)
ଦେଣା (dena)ପାଉଣା (pauna)
ଡେଙ୍ଗା (denga)ଗେଡା (geda)
ଦେଶ (desa)ବିଦେଶ (bidesa)
ଢଙ୍ଗ (dhanga)ବେଢଙ୍ଗ (bedhanga)
ଧନୀ (dhani)ନିର୍ଦ୍ଧନ/ଦରିଦ୍ର/ଗରିବ (nirdhana)
ଧୈର୍ଯ୍ୟ (dhourjya)ଅଧୈର୍ଯ୍ୟ (adhorjya)
ଦୈର୍ଘ୍ୟ (dorghya)ପ୍ରସ୍ଥ (prastha)
ଦୂର (dura)ନିକଟ (nikata)
ଦୁର୍ଭେଦ୍ୟ (durbhedya)ଭେଦ୍ୟ (vedya)
ଧ୍ୱଂସ (dwansa)ସୃଷ୍ଟି (srusti)
ଏକ (eka)ବହୁ,ଅନେକ (bahu, aneka)
ଏକଦା (ekada)ସର୍ବଦା (sarbada)
ଏକେ (eke)ଦୁଜେ (duje)
ଇଶ (esa)ଅନୀଶ (anisa)
ଇଷତ୍ (esat)ପ୍ରଭୃତ (prabhuta)
ଫକୀର (fakira)ଅମୀର (amira)
ଫଳ (fala)ନିଷ୍ଫଳ (nisphala)
ଫମ୍ପା (fampa)ନିଦା (nida)
ଗଭୀର (gabhira)ଅଗଭୀର (agabhira)
ଗାଧୁଆ (gadhua)ଅଗାଧୁଆ (agadhua)
ଗଦ୍ୟ (gadya)ପଦ୍ୟ (padya)
ଗାଲୁଆ (galua)ସତିଆ (satia)
ଗରାଖ (garakha)ଦୋକାନୀ (dokani)
ଗର୍ବ (garba)ବିନୟ (binaya)
ଗର୍ବୀ (garbi)ଵିନୟୀ (binayi)
ଗରିବ (gariba)ଧନୀ (dhani)
ଗାୟକ (gayaka)ପାଳିଆ (palia)
ଘନ (ghana)ତରଳ (tarala)
ଘର (ghara)ବାହାର (bahara)
ଘାଟ (ghata )ଅଘାଟ (aghata)
ଘଟଣ (ghatana)ଅଘଟଣ (aghatana)
ଘଟଣା (ghatana)ଦୁର୍ଘଟଣା (durghatana)
ଘୃଣା (ghuna)ଶ୍ରଦ୍ଧା (sradha)
ଗୋଲାମ (golama)ପ୍ରଭୁ (prabhu)
ଗୌଣ (gouna)ମୁଖ୍ୟ (mukhya)
ଗ୍ରୀଷ୍ମ (grisma)ଶୀତ (sita)
ଗୁଣନ (gunana)ହରଣ (harana)
ଗୁଣ (gunana)ଦୋଷ (dosa)
ଗୁଣୀ (guni)ନିର୍ଗୁଣ (nirguna)
ଜ୍ଞାନ (gyana)ଅଜ୍ଞାନ (agyana)
ଜ୍ଞାତ (gyata)ଅଜ୍ଞାତ (agyata)
ହଁ (han)ନାଇଁ/ନାହିଁ (nai / nahi)
ହାନି (hanin)ଲାଭ (labha)
ହରିଜନ (harijana)ଗିରିଜନ (girijana)
ହର୍ଷ (harsa)ବିଷାଦ (bisada)
ହସ (hasa)କାନ୍ଦ (kanda)
ହସକୁରା (hasakura)କାନ୍ଦୁରା (kandura)
ହତାଦର (hatadara)ସମାଦର (samadara)
ହିଂସା (hinsa)ଅହିଂସା (ahinsa)
ହିସାବୀ (hisabi)ବେହିସାବୀ (behisabi)
ହିତ (hita)ଅହିତ (ahita)
ହୋସ (hos)ବେହୋସ (behosa)
ହ୍ରାସ (hrasa)ବୃଦ୍ଧି (budhi)
ହ୍ରସ୍ୱ (hraswa)ଦୀର୍ଘ (dirgha)
ହାସ୍ୟ (hrasya)କାରୁ୍ଣ୍ୟ (karunya)
ଯାଚିବା (jachiba)ମାଗିବା (magiba)
ଜାଗା (jaga)ଅଜାଗା (ajaga)
ଯଜମାନ (jajamana)ପୁରୋହିତ (purohita)
ଜମା (jama)ଖର୍ଚ୍ଚ (kharcha)
ଜନନୀ (janani)ଜନକ (janaka)
ଝଙ୍କାଳିଆ (jankalia)ଥୁଣ୍ଟା (thunta)
ଜାତ (jata)ମୃତ (mruta)
ଯଥା (jatha)ଅଯଥା (ajatha)
ଜାତି (jati)ଅଜାତି (ajati)
ଜାତୀୟ (jatiya)ବିଜାତୀୟ (bijatiya)
ଜୟ (jaya)ପରାଜୟ (parajaya)
ଜାୟା (jaya)ଛାୟା (chaya)
ଯେଣେ (jene)ତେଣେ (tene)
ଝଅଟ (jhiota)ମଠ (matha)
ଝୁରିବା (jhuriba)ଭୁଲିବା (bhuliba)
ଯୋଡ଼ (joda)ବିଯୋଡ଼ (bijoda)
ଯୋଗ (joga)ବିୟୋଗ (biyoga)
ଜୋଇଁ (join)ଝିଅ (jhio)
ଯୁଦ୍ଧ (judha)ଶାନ୍ତି (santi)
କଚା (kacha)ପକା (paka)
କଞ୍ଚି (kanchi)କୋଲପ (kolapa)
କଅଁଳିଆ (kanlia)ବୁଢ଼ା (budha)
କାର୍ଯ୍ୟ (karjya)ଅକାର୍ଯ୍ୟ (akarjya)
କରୁଣା (karuna)ଅକରୁଣା/ନିଷ୍କରୁଣା (akaruna / niskoruna)
କଷ୍ଟ (kasta)ସହଜ (sahaja)
କତି (kati)ଦୂର (dura)
ଖାଦ୍ୟ (khadya)ଅଖାଦ୍ୟ (akhadya)
ଖାଣ୍ଟି (khanti)ଭେଜାଲ (bhejal)
ଖାତକ (khataka)ମହାଜନ (mahajana)
କ୍ଷମ (khyama)ଅକ୍ଷମ (akhyama)
କ୍ଷଣିକ (khyanika)ଚିରନ୍ତନ (chirantana)
ଖ୍ୟାତି (khyati)ଅପଖ୍ୟାତି (apakhyati)
କ୍ଷୟ (khyaya)ବୃଦ୍ଧି (brudhi)
କ୍ଷୀଣ (khyina)ପୃଥୁଳ (pruthrula)
କ୍ଷୁଦ୍ର (khyudra)ବୃହତ (bruhat)
କୀର୍ତ୍ତି (kirti)ଅପକୀର୍ତ୍ତି (apakirti)
କୃଷ୍ଣ (krushna)ଶ୍ଵେତ (sweta)
କୃତକାର୍ଯ୍ୟ (krutakarjya)ଅକୃତକାର୍ଯ୍ୟ (akrutakarjya)
କୂଳ (kula)ଅକୂଳ (akula)
କୁତ୍ସିତ (kutsita)ସୁନ୍ଦର (sundara)
ଲଭ (labha)କ୍ଷତି (khyati)
ଲଭୀ (labhi)ନିର୍ଲୋଭ (nirlobha)
ଲଘିଷ୍ଠ (laghistha)ଗରିଷ୍ଠ (garistha)
ଲମ୍ୱ (lamba)ଓସାର (osara)
ଲେଖା (lekha)ଅଲେଖା (alekha)
ମହା (maha)ହୀନ (hina)
ମହାଜନ (mahajana)ଖାତକ (khataka)
ମହଙ୍ଗା (mahanga)ଶସ୍ତା (sasta)
ମଇଳା (maila)ସଫା (safa)
ମଲା (mala)ଜିଅନ୍ତା (jionta)
ମାନ (mana)ଅପମାନ (apamana)
ମଙ୍ଗଳ (mangala)ଅମଙ୍ଗଳ (amangala)
ମପା (mapa)ଅମପା (amapa)
ମାରଣ (marana)ତାରଣ (tarana)
ମରୁ (maru)ନିର୍ଝର (nijhara)
ମସକା (maska)ଚେମେଡ଼ା (chemeda)
ମସୃଣ (masruna)ବନ୍ଧୁର (bandhura)
ମତ (mata)ଅମତ (amocha)
ମଠୁଆ (mathua)ଚଞ୍ଚଳିଆ (chanchalia)
ମେଳ (mela)ଅମେଳ (amela)
ମିଳେନ (milena)ବିଚ୍ଛେଦ (bicheda)
ଗୋଟା (mota)ଯୋଡା (joda)
ମୋଟା (mota)ସରୁ (saru)
ମୃତ (mruta)ଜୀବିତ (jibita)
ମୁଦେଇ (mudei)ମୁଦାଲା (mudala)
ମୂକ (muka)ବାଚାଳ (bachala)
ମୁଖ୍ୟ (mukhya)ଗୌଣ (gouna)
ନଗଣ୍ୟ (naganya)ଅଗଣ୍ୟ (aganya)
ନମସ୍କାର (namaskara)ତିରସ୍କାର (tiraskara)
ନଶ୍ୱର (naswara)ଅବିନଶ୍ୱର (abinaswara)
ନିରକ୍ଷର (nirakhyara)ସାକ୍ଷର (sakhyara)
ନୀରସା (nirasa)ସରସା (sarasa)
ନ୍ୟାୟ (nyaya)ଅନ୍ୟାୟ (anyaya)
ଓଜନିଆ (ojania)ହାଲୁକା (haluka)
ଔଚିତ୍ୟ (ouchitya)ଅନୌଚିତ୍ୟ (anouchitya)
ପବିତ୍ର (pabitra)ଅପବିତ୍ର (apabitra)
ପଛୁଆ (pachua)ଆଗୁଆ (agua)
ପକ୍ଷପାତ (pakhyapata)ନିରପେକ୍ଷତା (niropekhyata)
ପାପ (papa)ପୁଣ୍ୟ (punya)
ପରାଜୟ (parajaya)ଜୟ (jaya)
ପରିଚିତ (parichita)ଅପରିଚିତ (aparichita)
ପାର୍ଥିବ (parthiba)ଅପାର୍ଥିବ (aparthiba)
ପୀଡିତ (pidita)ସୁସ୍ଥ (sustha)
ପ୍ରବେସ (prabesa)ପ୍ରସ୍ଥାନ (prasthana)
ପ୍ରବୃତି (prabruti)ନିବୃତି (nibruti)
ପ୍ରାଚୀନ (prachina)ନବୀନ/ନୂତନ (nabina / nutana)
ପ୍ରକାଶ୍ୟ (prakashya)ଗୋପନୀୟ (gopaniya)
ପ୍ରକୃତି (prakruti)ବିକୃତି (bikruti)
ପ୍ରାକୃତିକ (prakrutika)କୃତ୍ରିମ/ଅପ୍ରାକୃତିକ (krutrima / aprakrutika)
ପ୍ରଳୟ (pralaya)ସୃଷ୍ଟି (srusti)
ପ୍ରାପ୍ୟ (prapya)ଦେୟ (deya)
ପ୍ରାସଦ (prasad)କୁଟୀର (kutira)
ପ୍ରସନ୍ନ (prasanna)ଅପ୍ରସନ୍ନ/ବିଷଣ୍ଣ (aprasanna / bisarna)
ପ୍ରସାରଣ (prasarana)ସଙ୍କୋଚନ (sankochana)
ପ୍ରଶ୍ନ (prasna)ଉତ୍ତର (uttara)
ପ୍ରିୟ (priya)ଅପ୍ରିୟ (apriya)
ପୁରସ୍କାର (puraskara)ତିରସ୍କାର (tiraskara)
ପୁରସ୍କୃତ (puraskruta)ତିରସ୍କୃତ (tiraskruta)
ପୂର୍ବ (purba)ପର (para)
ପୂର୍ବାହ୍ନ (purbanhna)ଅପରାହ୍ଣ (aparanha)
ରଜା (raja)ପ୍ରଜା (praja)
ରକ୍ଷକ (rakhyaka)ଭକ୍ଷକ (bhakhyaka)
ରସିକ (rasika)ବେରସିକ,ଅରସିକ (berasika, arasika)
ଋଦ୍ଧ (rudha)ମୁକ୍ତ (mukta)
ରୁଗୁଣ (ruguna)ନୀରୋଗ (niroga)
ଋତ (ruta)ଅନୃତ (anruta)
ରତ (ruta)ବିରତ (birata)
ସବଳ (sabala)ଦୁର୍ବଳ (durbala)
ଶବ୍ଦ (sabda)ନିଶବ୍ଦ (nisabda)
ସଭ୍ୟ (sabhya)ଅସଭ୍ୟ (asabhya)
ସାଧାରଣ (sadharana)ଅସାଧାରଣ (asadharana)
ସାଧୁ (sadhu)ଅସାଧୁ (asadhu)
ସାଧ୍ୟ (sadhya)ଅସାଧ୍ୟ (asadhya)
ସଫଳ (safala)ବିଫଳ (bifala)
ସହଯୋଗ (sahajoga)ଅସହଯୋଗ (asahajoga)
ସହର (sahara)ମଫସଲ (mafsala)
ସଜ (saja)ବାସି (basi)
ଶାକାହାରୀ (sakahari)ମାଂସାହାରୀ (mansahari)
ସକାମ (sakama)ନିଷ୍କାମ (niskama)
ସାକ୍ଷର (sakhyara)ନିରକ୍ଷର (nirakhyara)
ସଲଜ (salaja)ନିଲଜ (niloja)
ସମର୍ଥ (samartha)ଅସମର୍ଥ (asamrtha)
ସମୟ (samaya)ଅସମୟ (asamaya)
ସମ୍ଭବ (sambhaba)ଅସମ୍ଭବ (asambhaba)
ସମ୍ପଦ (sampada)ବିପଦ (bipada)
ସଂପୂର୍ଣ୍ଣ (sampurna)ଅସଂପୂର୍ଣ୍ଣ (asampurna)
ସମଷ୍ଠି (samsthi)ବ୍ୟଷ୍ଠି (byasti)
ସାମ୍ୟ (samya)ବୈଷମ୍ୟ (beisamya)
ସଂକ୍ଷିପ୍ତ (sankhipta)ବିସ୍ତୃତ (bistruta)
ସଂକୀର୍ଣ୍ଣ (sankirna)ପ୍ରଶସ୍ତ (prasasta)
ସଂକୋଚନ (sankochana)ପ୍ରସାରଣ (prasarana)
ସଂଲଗ୍ନ (sanlagna)ଅସଂଲଗ୍ନ (asanlagna)
ଷାଣ୍ମାସିକ (sanmasika)ବାର୍ଷିକ (barsika)
ସଂସାରୀ (sansari)ବୈରାଗୀ (bairagi)
ଶାନ୍ତି (santi)ଅଶାନ୍ତି (asanti)
ସପକ୍ଷ (sapakhya)ବିପକ୍ଷ (bipakhya)
ସରଳ (sarala)ଜଟିଳ (jatila)
ସରସ (sarasa)ନିରସ (nirasa)
ଶାରୀରିକ (saririka)ମାନସିକ (manasika)
ସରୁ (saru)ମୋଟା (mota)
ଶତ‌୍ରୁ (satru)ମିତ୍ର (mitra)
ସତୃଷ୍ଣ (satrusna)ବିତୃଷ୍ଣ (bitrusna)
ସତ୍ୟ (satya)ଅସତ୍ୟ/ମିଥ୍ୟା (asatya / mithya)
ଶେଷ (sesa)ଅଶେଷ (asesa)
ଶିବ (siba)ଅଶିବ (asiba)
ସିଦ୍ଧ (sidha)ଅସିଦ୍ଧ (asidha)
ସିଧା (sidha)ବଙ୍କା (banka)
ଶିକ୍ଷା (sikhya)ଅଶିକ୍ଷା (asikhya)
ଶିକ୍ଷିତ (sikhyita)ଅଶିକ୍ଷିତ (asikhita)
ଶୋଭନୀୟ (sobhaniya)ଅଶୋଭନୀୟ (asobhaniya)
ଶୋଇବା (soiba)ଚେଇଁବା (cheinba)
ସୈଜନ୍ୟ (soijanya)ଅସୈଜନ୍ୟ (asoijanya)
ସ୍ପୃଶ୍ୟ (sprusya)ଅସ୍ପୃଶ୍ୟ (asprushya)
ସୃ୍ଷ୍ଟି (srusti)ପ୍ରଳୟ (pralaya)
ସ୍ଥାବର (sthabara)ଅସ୍ଥାବର (asthabara)
ସ୍ଥିର (sthira)ଅସ୍ଥିର (asthira)
ସ୍ଥୂଳ (sthula)ସୂକ୍ଷ୍ମ (sukhma)
ସୁଆଦିଆ (suadia)ଅସୁଆଦିଆ (asuadiya)
ଶୁଭ (subha)ଅଶୁଭ (asubha)
ଶୁଭ୍ର (subhra)କୃଷ୍ଣ (krushna)
ସୁବୋଧ୍ୟ (subodhya)ଦୁର୍ବୋଧ୍ୟ (durbodha)
ସୁଦଶା (sudasa)ଦୁର୍ଦ୍ଦଶା (durdasa)
ସୁଗମ (sugama)ଦୁର୍ଗମ (durgama)
ସୁଯୋଗ (sujoga)ଦୁର୍ଯୋଗ (durjoga)
ସୁକୃତ (sukruta)ଦୁଷ୍କୃତ (duskruta)
ସୁଲଭ (sulabha)ଦୁର୍ଲ୍ଲଭ (durlobha)
ସୁନ୍ଦର (sundara)ଅସୁନ୍ଦର/କୁତ୍ସିତ (asundara / kutsita)
ଶୂନ୍ୟ (sunya)ପୂର୍ଣ୍ଣ (purna)
ଶୁଷ୍କ (suska)ଆଦ୍ର (adra)
ସ୍ୱଦେଶ (swadesa)ବିଦେଶ (bidesa)
ସ୍ୱାଧୀନ (swadhina)ପରାଧୀନ (paradhina)
ସ୍ୱଜାତୀୟ (swajatiya)ବିଜାତୀୟ (bijatiya)
ସ୍ୱକୀୟ (swakiya)ପରକୀୟ (parakiya)
ସ୍ୱର୍ଗ (swarga)ନରକ (naraka)
ସ୍ୱତନ୍ତ୍ର (swatantra)ପରତନ୍ତ/ଯତ୍ରତତ୍ର (paratanta / jatratatra)
ତବତ (tabata)ପଖାଳ (pakhala)
ଟଣା (tana)ଅଟଣା (atana)
ଟାଣ (tana)ନରମ (narama)
ତନୁ (tanu)ଅତନୁ (atanu)
ତରଙ୍ଗ (taranga)ନିସ୍ତରଙ୍ଗ (nistaranga)
ତାରିବା (taribaa)ମାରିବା (mariba)
ତାତ (tata)ମାତ (mata)
ଟେକିବା (tekiba)ପକାଇବା (pakaiba)
ଠାକୁର (thakura)କୁକୁର (kukura)
ଥଳ (thala)ଅଥଳ (athala)
ଥୟ (thaya)ଅଥୟ (athaya)
ଠିଆ (thia)ବସା (basa)
ଠିକ୍ (thik)ଭୁଲ୍ (bhul)
ଠିକଣା (thikana)ବେଠିକଣା (bethikana)
ଥୋଡାଏ (thoday)ଗୋଟାଏ (gotaye)
ତିତିକ୍ଷା (titikhya)ପ୍ରେମ (prema)
ଟୋକା (toka)ବୁଢ଼ା (budha)
ଉଚ୍ଛୁର (uchhura)ସଅଳ (soala)
ଉଦ୍ଧତ (udhata)ବିନୟୀ (binayi)
ସୁଖ (sukha)ଦୁଃଖ (dukha)
ସଶ୍ରମ (sasrama)ଅଶ୍ରମ (asrama)
ସପକ୍ଷ (sapakhya)ବିପକ୍ଷ (bipakhya)
ସବଳ (sabala)ଦୁର୍ବଳ (durbala)
ସଂକ୍ଷିପ୍ତ (sankhipta)ବିସ୍ତୃତ (bistruta)
ସଜ (saja)ବାସି (basi)
ସମଷ୍ଟି (samsti)ବ୍ୟଷ୍ଟି (byasti)
ସାମ୍ୟ (samya)ବୈଷମ୍ୟ (baisomya)
ସୂକ୍ଷ୍ମ (sukhma)ସ୍ଥୂଳ (sthula)
ସୁଲଭ (sulabha)ଦୁର୍ଲଭ (durlabha)
ସୁକୃତ (sukruta)ଦୁଷ୍କୃତ (duskruta)
ସରଳ (sarala)ଜଟିଳ / କୁଟିଳ / ବକ୍ର (jatila / kutila / bakra)
ସୁ (su)କୁ (ku )
ସୁନ୍ଦର (sundara)ଅସୁନ୍ଦର / କୁତ୍ସିତ (asundara / kutsita)
ସୁଗୁଣ (suguna)ଦୁର୍ଗୁଣ (durguna)
ସ୍ଥାବର (sthabara)ଅସ୍ଥାବର (asthabara / kutsita)
ସମ୍ପଦ (sampada )ବିପଦ (durguna)
ସାକ୍ଷର (sakhyara)ନିରକ୍ଷର (asakhyara / kutsita)
ସ୍ଵତନ୍ତ୍ର (swatantra)ପରତନ୍ତ୍ର (aswatantra / kutsita)
ସ୍ଵାଧୀନ (swadhina)ପରାଧୀନ (aswadhina / kutsita)
ସାଧୁ (sadhu)ଅସାଧୁ (durguna)
ସ୍ଵକୀୟ (swakiya)ପରକୀୟ (aswakiya / kutsita)
ସୁଖ (sukha)ଦୁଃଖ (dukha)
ହର୍ଷ (harsa)ବିଷାଦ (bisada)
ହ୍ରସ୍ଵ (hraswa)ଦୀର୍ଘ (dirgha)
ହ୍ରାସ (hrasa)ବୃଦ୍ଧି (brudhi)
ହାନି (hani)ଲାଭ (labha)
କ୍ଷୁଦ୍ର (khyudra)ବୃହତ୍ (bruhat)
କ୍ଷତ (khyata)ଅକ୍ଷତ (akhyat)
ସୁସ୍ଥ(sustha) ଅସୁସ୍ଥ (asustha)
କେତେକ ଆପେକ୍ଷିକ ବିପରୀତାର୍ଥବୋଧକ ଶବ୍ଦର ଉଦାହରଣ ନିମ୍ନରେ ଦିଆଯାଇଛି ‌।
ଶବ୍ଦ ବିପରୀତାର୍ଥବୋଧକ ଶବ୍ଦ
ଅରୁଆ (Arua)ଉଷୁନା (usana)
ଅସ୍ତ୍ର (Astra)ଶସ୍ତ୍ର (sasatra)
ଆଗ (aga)ପଛ (pacha)
ଆଜି (aji)କାଲି (kali)
କଳା (kala)ଧଳା (dhala)
କାୟା (kaya)ଛାୟା (chaya)
ଖଟା (khata)ମିଠା (mitha)
ଖାତକ (khataka)ମହାଜନ (mahajana)
ଜଳ (jala)ସ୍ଥଳ (sthala)
ଦୈର୍ଘ୍ୟ (darghya)ପ୍ରସ୍ଥ (prastha)
ଯଜମାନ (jajmana)ପୁରୋହିତ (purohita)
ପିଲା (pila)ବୁଢା (budha)
ପ୍ରଶ୍ନ (prasna)ଉତ୍ତର (uttara)
ବକ୍ତା (bakta)ଶ୍ରୋତା (srota)
ବାଳୁତ (baluta)ମୁଦାଲା (mudala)
ରାଜା (raja)ପ୍ରଜା (praja)
ଶାରୀରିକ (saririka)ମାନସିକ (manasika)
ସ୍ଵର୍ଗ (swarga)ମର୍ତ୍ତ୍ୟ (martya)
ପତି (pati)ପତ୍ନୀ (patni)
ପିତା (pita)ପୁତ୍ର (putra)
ପୁରୁଷ(purusa) ନାରୀ (nari)

Monday, 17 October 2016

Dwigu Samas

ଦ୍ୱିଗୁ ସମାସ
( Dwigu Samas )


          ସଂଖ୍ୟାବାଚକ ଶବ୍ଦ ପୂର୍ବରେ ଥାଇ ‘ସମସ୍ତପଦ’ ଟି ସମଷ୍ଟି ବା ସମାହାର ବୁଝାଇଲେ ତାହାକୁ ଦ୍ୱିଗୁସମାସ କହନ୍ତି । ଏଙି ସମାସର ‘ସମସ୍ତପଦ’ ରେ ସ୍ଥଳ ବିଶେଷରେ ’ଆକାର’ ‘ଇକାର’ ପ୍ରଭୃତି ଯୋଗ ହୋଇଥାଏ । ଏଥିରେ ସଂଖ୍ୟାବାଚକ ବିଶେଷଣ ପୂର୍ବପଦ ହୋଇ ସମାହାର ଅର୍ଥରେ ବିଶେଷ୍ୟପଦ (ଉତ୍ତରପଦ) ସହ ସମାସ କରାଯାଏ ।

         ଯଥା -     ସପ୍ତ ଋଷିଙ୍କର ସମାହାର (Sapta rushinkara samahara )(ସମୂହ) – ସପ୍ତର୍ଷି (Saptarsi)
                      ତିନି ଭୁବନର ସମାହାର (Tini Bhubanara Samahara) – ତ୍ରିଭୁବନ (Tribhubana)(ତ୍ରି – ତିନି)
                      ତିନି ଫଳର ସମଷ୍ଟି (Tini falara samasti) (ସମାହାର) – ତ୍ରିଫଳା (Trifala)(ହରିଡା, ବାହାଡା, ଅଅଁଳା) (ଆ’କାର ଯୋଗ)
                      ତିନି ଲୋକର ସମାହାର (Tini lokara samahara)– ତ୍ରିଲୋକ/ତ୍ରିଲୋକୀ (Triloka / Triloki)(ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ)
                      ପଞ୍ଚ ବଟର ସମାହାର (Pancha Batara Samahara) – ପଞ୍ଚବଟୀ (Panchabati)(ଈ କାର ଯୋଗ)
         ସେହିପରି : ତ୍ରିବେଣୀ (Tribeni), ତ୍ରିକୁଟ (Trikuta), ଚଉପଦୀ (choupadi), ପଞ୍ଚେନ୍ଦ୍ରିୟ (panchendriya), ତିନିପୁର (tinipura), ସାତସମୁଦ୍ର (satasamudra), ପ଼ଞ୍ଚପାଣ୍ଡବ (panchapandaba), ବାଇଶିପାହାଚ (baisipahacha), ଅଷ୍ଟରନ୍ (astarana), ଚାରିଦ୍ୱାର(charidwara), ସପ୍ତାହ (saptaha), ଶତାବ୍ଦୀ (satapdi), ସହସ୍ରାବ୍ଦୀ (sahasradi), ପଞ୍ଚାମୃତ (panchamruta), ନବଗ୍ରହ (nabagraha), ପଞ୍ଚଗବ୍ୟ (panchagabya), ପଞ୍ଚସଖା(panchasakha), ତିନିମୂହାଣୀ (tinimuhani), ବୋଛକି(bochaki), ଷଡ଼ରିପୁ(sadharipu), ଅଷ୍ଟପ୍ରହର (astaprahara) ପ୍ରଭୃତି ଦ୍ୱିଗୁସମାସର ଅର୍ନ୍ତର୍ଭୁକ୍ତ ।

Sadharan Asudhi Odia

ସାଧାରଣ ଅଶୁଦ୍ଧି
(Sadharan Asudhi)

ସଂସ୍କୃତକୁ ମାନଦଣ୍ଡ ରୁପେ ଧରିଲେ କଥିତ ଓ ଲିଖିତ ଓଡିଆ ଭାଷାରେ ସାଧାରଣତଃ କେତେକ ଶବ୍ଦର ଅଶୁଦ୍ଧ ବିବେଚିତ ହୁଏ। ଛାତ୍ରଛତ୍ରୀମାନେ ସଚେତନ ହୋଇ ସଂସ୍କୃତ ଅନୁସାରେ ସେଗୁଡିକର ଶୁଦ୍ଧରୁପ ଜାଣିବା ଦରକାର । କେତେକ ଉଦାହରଣ ଦିଆଗଲା।
ଅଶୁଦ୍ଧି ଶୁଦ୍ଧରୁପ
ଉଜ୍ଵଳ (ujwala)ଉଜ୍ଜ୍ୱଳ (ଉଦ୍+ଜଳ) Ujwala
( Ud+Jala )
ଦୁରାବସ୍ତା/ଦୁରାବସ୍ଥା (Durabasta/Durabastha)ଦୁରବସ୍ଥା (ଦୁଃ+ଅବସ୍ଥା)
Durabastha(Duh+Abastha)
ଦିଗାମ୍ବର (Digambara)ଦିଗମ୍ବର (ଦିକ୍+ଅମ୍ବର)
Digambara( Dik+Ambara )
ସନ୍ୟାସ (Sanyasa)ସନ୍ନ୍ୟାସ (ସମ୍+ନ୍ୟାସ)
Sanyasa( Sam+Nyasa )
ସାଣ୍ମାସିକ (Sanmasika)ଷାଣ୍ମାସିକ (ଷଟ୍+ମାସିକ)
Sanmasika ( Sat+masika )
ଗଣେଷ (Ganesha)ଗଣେଶ (ଗଣ+ଇଶ)
Ganesa ( Gana+Esa )
ନୀର୍ଜନ (Nirjana)ନିର୍ଜନ (ନିଃ+ଜନ) ( Nih+Jana )
ପ୍ରତ୍ୟେହ (pratyaha)ପ୍ରତ୍ୟହ (ପ୍ରତି+ଅହ) ( Prati+Aha )
ପ୍ରତ୍ୟକ (pratyeka)ପ୍ରତ୍ୟେକ (ପ୍ରତି+ଏକ)
( Prati+Aka )
- ବିଶେଷ୍ୟ/ବିଶେଷଣ
ଅଶୁଦ୍ଧି (Asudhi)ଶୁଦ୍ଧରୁପ (Suddharupa)
ଉତ୍କର୍ଷତା (Utkarsata)ଉତ୍କର୍ଷ( Utkarsa)
ମହାନତା (Mahanata)ମହତ୍ତା/ମହତ୍ତ୍ଵ( Mahata/Mahatwa)
ପାଟବତା (Patabata)ପାଟବ/ପଟୁତା( Pataba/Patuta)
ପୂଜ୍ୟାସଦ (Pujaspada)ପୂଜ୍ୟ/ପୂଜାସ୍ପଦ (Pujya/Pujaspada)
ସୌଜନ୍ୟତା (Soujanyata)ସୌଜନ୍ୟ (Soujanya)
ସଂକ୍ଷିପ୍ତରେ (Sankhiptare)ସଂକ୍ଷେପରେ( Sankhepare)
ସାବଧାନ ସହିତ (Sabadhan Sahita)ସାବଧାନତା ସହିତ (Sabadhanata Sahita)
ସବିନୟ ପୂର୍ବକ (Sabinaya Sahita)ସବିନୟ ବା ବିନୟପୂର୍ବକ (Sabinaya / Binayapurbaka)
କାର୍ପଣ୍ୟତା (Karpanyata)କାର୍ପଣ୍ୟ/କୃପଣତା (Karpanya / Krupanata)
- ପ୍ରତ୍ୟୟଗତ
ଅଶୁଦ୍ଧି (Asudhi)ଶୁଦ୍ଧରୁପ (Suddharupa)
ଉଜ୍ଜଳମୟ (Ujjwalamaya)ଉଜ୍ଜ୍ଵଳ (Ujjwala)
ଭୌଗଳିକ (Bhougalika)ଭୌଗୋଳିକ( Bhougalika)
ପୌରହିତ୍ୟ (Pourahitya)ପୌରୋହିତ୍ୟ (Pourahitya)
ମହତ୍ଵ (Mahatwa)ମହତ୍ତ୍ଵ (Mahatwa)
ହୃଷ୍ଟପୃଷ୍ଟ (Hrustapusta)ହୃଷ୍ଟପୁଷ୍ଟ (Hrustapusta)
ଦାଶରଥୀ (Dasarathi)ଦାଶରଥି (Dasarathi)
ପାବନୀ (Pabani)ପାବନି (ପୁରାଣୋକ୍ତ ହନୁମାନ୍) (Pabani)
ସମ୍ମାନୀୟ (Sammananiya)ସମ୍ମାନନୀୟ( Sammananiya)
- ବଚନଗତ
ଅଶୁଦ୍ଧି (Asudhi)ଶୁଦ୍ଧରୁପ (Suddharupa)
ଗୋଟିଏ ପିମ୍ପୁଡିଟିଏ
(Gotiye Pimpuditiye)
ଗୋଟିଏ ପିମ୍ମୁଡି/ପିମ୍ମଡିଟିଏ
(Gotia Pimpudi / Pimuditia)
ପ୍ରତ୍ୟେକ ପିଲାମାନେ (Pratyeka Pilamane)ପ୍ରତ୍ୟେକପିଲା/ପିଲାମାନେ
(Pratyeka Pila / Pilamane)
ଅଧିକାଂଶ ଲୋକମାନେ
(Adhikansa Lokamane)
ଅଧିକାଂଶ ଲୋକ (Adhikansa Loka)
ଜନତାମାନଙ୍କର
(Janatamanakara)
ଜନତାର (Janatara)
ସବୁ ପୃଷ୍ଠାଗୁଡିକ
(Sabu Prusthagudika)
ସବୁପୃଷ୍ଠା/ପୃଷ୍ଠାଗୁଡିକ
(Sabu Prustha / Prusthagudika)
ସବୁ ଲୋକମାନେ
(Sabu Lokamane)
ଲୋକମାନେ/ସବୁଲୋକ
(Lokamane / Sabuloka)
- ବନାନଗତ

ଅଶୁଦ୍ଧ (Asudha)

ଶୁଦ୍ଧରୂପ (Sudhharupa)

ଅକ୍ଷୁର୍ଣ୍ଣ (Akhyurna) ଅକ୍ଷୁଣ୍ଣ (Akhyurna)
ଅଙ୍ଗିକାର (Angikara) ଅଙ୍ଗୀକାର (Angikara)
ଅଜାଣିତ (Ajanita) ଅଜାଣତ (Ajanita)
ଅଞ୍ଜଳୀ (Anjali) ଅଞ୍ଜଳି (Anjali)
ଅତିଶଯ୍ୟତା (Atisarjyata) ଆତିଶଯ୍ୟ (aatisarjya)
ଅଦ୍ଭୁତ (adbhuta) ଅଭୁତ (adbhuta)
ଅଦ୍ୟାପିମଧ୍ୟ (adyapimandhya) ଅଦ୍ୟାପି/ଆଜିମଧ୍ୟ (adyapimandhya)
ଅଧକ୍ଷ (adhyakhya) ଅଧ୍ୟକ୍ଷ (adhyakhya)
ଅଧର୍ଯ୍ୟ (adharjya) ଅଧୈର୍ଯ୍ୟ (adheirjya)
ଅଧିନ (Adhina) ଅଧୀନ (Adhina)
ଅଧିନସ୍ଥ (Adhinasta) ଅଧୀନ (adhina)
ଅଧିନୀ (adhini) ଅଧୀନା (adhina)
ଅଧୀନରେ (adhinare) ଆଧୀନ୍ୟରେ (aadhinyare)
ଅଧୋପତନ (adhopatana) ଅଧଃପତନ (adhopatana)
ଅନ୍ତସ୍କରଣ (antaskarana) ଅନ୍ତଃକରଣ (antahkarana)
ଅନ୍ତେଷ୍ଟି (Antesti) ଅନ୍ତ୍ୟେଷ୍ଚି (antyesti)
ଅନ୍ଧତ୍କାର (andhatkara) ଅନ୍ଧକାର (andhakara)
ଅନ୍ୟସ୍ତା (anyasta) ଅନ୍ୟଥା (anyatha)
ଅନ୍ୟୁନ (anyuna) ଅନ୍ୟୂନ୍ୟ (anyunya)
ଅନାଟନ (anatana) ଅନଟନ (anatana)
ଅନାଥିନୀ (anathini) ଅନାଥା (anatha)
ଅନାବଶ୍ୟକୀୟ (anabasyakiya) ଅନାବଶ୍ୟକ (anabasyaka)
ଅନାସ୍ତା (Anasta) ଅନାସ୍ଥା (anastha)
ଅନିର୍ବାର୍ଯ୍ୟ (anibarjya) ଅନିବାର୍ଯ୍ୟ (anibarjya)
ଅନୁଗୃହ (anugraha) ଅନୁଗ୍ରହ (anugraha)
ଅନୁଚିତ୍ (anuchit) ଅନୁଚିତ (anuchit)
ଅନୁଦିତ (anudita) ଅନୂଦିତ (anudita)
ଅନୁବାଦିତ (anubadita) ଅନୁଦିତ (anudita)
ଅନୁସୂୟା (Anusaya) ଅନସୂୟା (anasuya)
ଅନେକଗୁଡିଏ (anekagudia) ଅନେକ,ଗୁଡିଏ (aneka, gudia)
ଅନୈକ (aneika) ଅନେକ/ଅନୈକ୍ୟ (aneka / aneika)
ଅପଦସ୍ତ (apadasta) ଅପଦସ୍ଥ (apadastha)
ଅପରାହ୍ନ (aparanha) ଅପରାହ୍ଣ (aparanha)
ଅପ୍‌ସରୀ (apsari) ଅପ୍‌ସରା (apsara)
ଅପୁତ୍ରିକ (aputrika) ଅପୁତ୍ରକ (aputraka)
ଅବସର୍ଣ୍ଣ (Abasarna) ଅବସନ୍ନ (abasanna)
ଅଭିନେତାଗଣ (abhinetagana) ଅଭିନେତୃଗଣ (abhinetrugana)
ଅଭିଳାସ (abhilasa) ଅଭିଳାଷ (abhilasa)
ଅଭିଶାପ୍ୟ (abhisapya) ଅଭିଶାପ (abhisapa)
ଅଭିସେକ (abhishek) ଅଭିଷେକ (abhishek)
ଅମ୍ରୁତ (amruta) ଅମୃତ (amruta)
ଅମୀୟ (amiya) ଅମିୟ (amiya)
ଅର୍ଣ୍ଣପୂର୍ଣ୍ଣା (annapurna) ଅନ୍ନପୂର୍ଣ୍ଣା (annapurna)
ଅର୍ଥନୈତିକ (arthaneitika) ଆର୍ଥନୀତିକ (aarthanitika)
ଅର୍ଦ୍ଧରାତ୍ରୀ (ardharatri) ଅର୍ଦ୍ଧରାତ୍ର (ardharatra)
ଅର୍ଦ୍ଧାଙ୍ଗିନୀ (ardhangini) ଅର୍ଦ୍ଧାଙ୍ଗୀ (ardhangini)
ଅର୍ବାଚିନ (arbachina) ଅର୍ବାଚୀନ (arbachina)
ଅଳିକ (alika) ଅଳୀକ (alika)
ଅଶ୍ୱୀ (aswi) ଅଶ୍ୱା (aswa)
ଅଶୃ (ashru) ଅଶ୍ରୁ (ashru)
ଅଷ୍ଟବକ୍ର (astabakra) ଅଷ୍ଟାବକ୍ର (astabakra)
ଅସୀ (asi) ଅସି (asi)
ଅହନିର୍ଶି (aharnisi) ଅହର୍ନିଶ (aharnisa)
ଆକଣ୍ଠପର୍ଯ୍ୟନ୍ତ (akanthaparjanta) ଆକଣ୍ଠ, କଣ୍ଠପର୍ଯ୍ୟନ୍ତ (akantha, kanthaparjanta)
ଆକାଂକ୍ଷା (akankhya) ଆକାଙ୍‌କ୍ଷା (akankhya)
ଆଗତକଲ୍ୟ (agatakalya) ଆଗାମୀ କଲ୍ୟ (agami kalya)
ଆଜନ୍ମରୁ (ajanmaru) ଆଜନ୍ମ/ଜନ୍ମରୁ (aajanma / janmaru)
ଆତ୍ମାରାଜ୍ୟ (atmarajya) ଆତ୍ମରାଜ୍ୟ (aatmarajya)
ଆଧିକ୍ୟତା (adhikyata) ଆଧିକ୍ୟ (aadhikya)
ଆନୁସଙ୍ଗିକ (Aanusangika) ଆନୁଷଙ୍ଗିକ (anusangika)
ଆବଶ୍ୟକୀୟ (abasyakiya) ଆବଶ୍ୟକ (abasyaka)
ଆବାଲ୍ୟରୁ (abalyaru) ଆବାଲ୍ୟ/ବାଲ୍ୟରୁ (abalya / balyaru)
ଆୟଷ୍କାନ (ayaskana) ଆୟୁଷ୍କାନ (aayuskana)
ଆରକ୍ତିମ (araktim) ଆରକ୍ତ (aarakta)
ଆରତୀ (Arati) ଆରତି (arati)
ଆଶ୍ରିପାଦ/ଆର୍ଶୀବାଦ (asripada / asirbada) ଆଶୀର୍ବାଦ (aashirbad)
ଆଶ୍ରୀବାଦ (Ashirbada) ଆଶୀର୍ବାଦ (Ashirbada)
ଆଶୀଷ (Ashisa) ଆଶଷ (Ashis)
ଆସ୍ତାନ (Astana) ଆସ୍ଥାନ (Aasthana)
ଇଚ୍ଛିକ (ichhika) ଇଷ୍ଟ (Esta)
ଇତଃସ୍ତତ (etahstata) ଇତସ୍ତତଃ (Etastatah)
ଇତିମଧ୍ୟରେ (etimadhyare) ଇତୋମଧ୍ୟେ (Etomadhye)
ଇତିପୂର୍ବେ (etipurbe) ଇତଃର୍ପୂବେ (etohpurbe)
ଇର୍ଷ୍ୟା (ershya) ଇର୍ଷା (Ersa)
ଇଷତ୍‌ (esat) ଈଷତ୍ (Esat)
ଉଚ୍ଛବ (uchhaba) ଉତ୍ସବ (Utsaba)
ଉଚିତ୍ (uchit) ଉଚିତ (uchit)
ଉଜ୍ଜଳ/ଉଜ୍ୱଳ (ujwala) ଉଜ୍ୱଳ (utkala)
ଉଣ୍ଣତି (unnati) ଉନ୍ନତି (unnati)
ଉତ୍କର୍ଷତା (utkarsata) ଉତ୍କର୍ଷ / ଉତ୍କୃଶଷ୍ଚତା (utkarsh / utkarsachata)
ଉତ୍ୟକ୍ତ (uttyakta) ଉତ୍ତ୍ୟକ୍ତ (uttyakta)
ଉଦ୍‌ଗୀରଣ (udgirina) ଉଦ୍‌ଗିରଣ (udgirina)
ଉଧୃତ (udhruta) ଉଦ୍ଧୃତ (udhruta)
ଉନ୍ନିତ (unnita) ଉନ୍ନୀତ (unnita)
ଉପକରୀତା (Upakarita) ଉପକାରିତା (Upakarita)
ଉପବିତ (upabita) ଉପବୀତ (upabita)
ଉପଯୋଗୀତା (upajogita) ଉପଯୋଗିତା (upajogita)
ଉପରଲିଖିତ (udparalikhita) ଉପରିଲିଖିତ (udparalikhita)
ଉପରିକ୍ତ (uparikta) ଉପରିସ୍ଥ (uparikta)
ଉପରୋକ୍ତ (uparokta) ଉପର୍ଯ୍ୟୁକ୍ତ (uparokta)
ଉପୋଯୋଗୀତା (Upojogita) ଉପଯୋଗିତା (Upajogita)
ଉର୍ଦ୍ଧ (Urdha) ଉର୍ଦ୍ଧ୍ଵ (Urdhwa)
ଉର୍ଧ (Urdha) ଉର୍ଦ୍ଧ୍ୱ (urdhwa)
ଉର୍ମି (urmi) ଊର୍ମି (urmi)
ଉହ୍ୟ (uhya) ଊହ୍ୟ (uhya)
ଋଣ (runa) ଋଣ (runa)
ଏକଛତ୍ର (akachatra) ଏକଚ୍ଛତ୍ର (akachatra)
ଏକତ୍ରିତ (akatrita) ଏକତ୍ର (akatra)
ଏତଦ୍ୱାରା (atadwara) ଏତଦ୍ଦ୍ୱାରା (atadwara)
ଏବେବିମଧ୍ୟ (abebimadhya) ଏବେବି/ଏବେମଧ୍ୟ (Abebi / abemadhya)
ଐକ୍ୟତା (aikyata) ଏକତା/ ଐକ୍ୟ (akata / aikya)
ଐକ୍ୟତାନ (aikyatana) ଐକତାନ (aikyatana)
ଐତିହ (aitiha) ଐତିହ୍ୟ (aitiha)
ଓଜସ୍ୱୀ (ojaswi) ଓଜସ୍ୱିନୀ (ojaswini)
ଓତଃପ୍ରୋତ (otahprota) ଓତପ୍ରୋତ (otaprota)
କଠିଣ (kathina) କଠିନ (kathina)
କବିନୀ (kabini) କବୀ/ନାରୀକବି (kabi / narikabi)
କର୍ତ୍ତାଗଣ (kartagana) ଖର୍ତ୍ତୃଗଣ (khartugana)
କର୍ତ୍ତୁକ (kartuka) କର୍ତ୍ତୃକ (kartruka)
କର୍ପୁର (karpura) କର୍ପୂର (karpura)
କ୍ରୁର (krura) କ୍ରୂର (krura)
କ୍ଷୁର୍ଣ୍ଣ (khyurna) କ୍ଷୁଣ୍ଣ (khyurna)
କାଳନ୍ଦୀ (kalandi) କାଳିନ୍ଦୀ (kalinidi)
କାଳୀଦାସ (kalidas) କାଳିଦାସ (kalidas)
କିମ୍ଭୁତକିମ୍ଭାକାର (kimbhutkimbhakar) କିମ୍ଭୁତକିମାକାର (kimbhutkimakara)
କିଶୋରଚନ୍ଦ୍ରାନନଚମ୍ପୂ (kishorchandrananachampu) କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ (kishore chandrananda champu)
କୁରଗ (kurag) କୁରଙ୍ଗ (kuranga)
କୁରଙ୍ଗିନୀ (kurangini) କୁରଙ୍ଗୀ (kurangi)
କୁଶଲବ (kushalaba) କୁଶୀଲବ (kushilaba)
କୃତୀତ୍ୱ (krutitwa) କୃତିତ୍ୱ (krutitwa)
କୃର୍ଷ୍ଣ (krushna) କୃଷ୍ଣ (krushna)
କେତେଗୁଡାଏ (ketegudai) କେତେ,ଗୁଡାଏ (kete, gudai)
କେବଳମାତ୍ର (kebalmatra) କେବଳ,ମାତ୍ର (kebala, matra)
ଖଣିଜ (khanija) ଖନିଜ (khanija)
ଗଡ୍ଡାଳିକା (gaddalika) ଗଡ୍ଡଳିକା (gaddalika)
ଗଣେଷ (ganesh) ଗଣେଶ (ganesa)
ଗଦ୍‌ଗଦ୍‌ (gadgad) ଗଦ୍‌ଗଦ (gadgad)
ଗର୍ଧବ (gandharba) ଗର୍ଦ୍ଦଭ (gaddarbh)
ଗୁଣୀବୃନ୍ଦ (gunibrunda) ଗୁଣିବୃନ୍ଦ (gunibrunda)
ଗୋପିନୀ (gopini) ଗୋପୀ (gopi)
ଗୋମେଷାଦିପଶୁସକଳ (gomesadipasusakala) ଗୋମେଷାଦି ପଶୁ (gomesadi pasu)
ଗୋଲକ (golaka) ଗୋଲୋକ (golaka)
ଗୋଲକବିହାରୀ (Golakabihari) ଗୋଲୋକ ବିହାରୀ (golaka bihari)
ଘଟଣା (ghatana) ଘଟନା (ghatana)
ଚକ୍ଷୁଲଜ୍ଜା (chakhyulajja) ଚକ୍ଷୁର୍ଲଜ୍ଜା (chakyurlajja)
ଚକ୍ଷୁଶ୍ରବା (chakhyusraba) ଚକ୍ଷୁଃଶ୍ରବା (chakhyusraba)
ଚତୁରତାପଣ (chaturatapana) ଚତୁରପଣ/ ଚତୁରତା (chaturpana / chaturata)
ଚନ୍ଦ୍ରବନ୍ଦନା (chandrabadana) ଚନ୍ଦ୍ରବନ୍ଦନୀ (chadrabandani)
ଚଳଚିତ୍ର (chalachitra) ଚଳଚ୍ଚିତ୍ର (chalachitra)
ଚାକଚିକ୍ୟ (chakachikya) ଚାକଚକ୍ୟ (chakachakya)
ଚାକିରୀ (chakiri) ଚାକିରି (chakiri)
ଚାପଲ୍ୟତା (chapalyata) ଚାପଲ୍ୟ/ ଚପଳତା (chapalya / chapalata)
ଜଗତ୍‌ବନ୍ଧୁ (jagatbandhu) ଜଗଦ୍‌ବନ୍ଧୁ (jagatbandhu)
ଜଗତ୍ର (jagatra) ଜଗତ୍‌ (jagat)
ଜଗତାନନ୍ଦ (jagatananda) ଜଗଦାନନ୍ଦ (jagadananda)
ଜଗମୋହନ (jagmohan) ଜଗନ୍ମୋହନ (jaganmohan)
ଜଗର୍ନ୍ନାଥ (Jagannatha) ଜଗନ୍ନାଥ (jagannath)
ଜାଗତାବସ୍ଥା (jagatabasta) ଜାଗ୍ରଦବସ୍ଥା (jagradbasta)
ଜାତ୍ୟାଭିମାନୀ (jatyabhimani) ଜାତ୍ୟଭିମାନୀ (jatyabhimani)
ଜୀବୀତ (Jibita) ଜୀବିତ (jibita)
ଜେଷ୍ଠ (jyestha) ଜ୍ୟେଷ୍ଠ (jyestha)
ଟିପ୍ପଣୀ (tippani) ଟିପ୍ପନ୍ନୀ (tippani)
ଠକିଯିବା (thakijiba) ଠିକିଯିବା/ଠକିହେବା (thakijiba / thakiheba)
ଠିକ୍ଅବ୍ୟବହିତପୂବେ (thikabyabhitpurbe) ଠିକ୍‌ପୂର୍ବେ/ ଅବ୍ୟବହିତପୂର୍ବେ (thikpurbe / abyabahitpurbe)
ଡାକ୍ତରୀ (daktari) ଡାକ୍ତରି (daktari)
ତଥାପିସୁଦ୍ଧା (tathapisudha) ତେବେସୁଦ୍ଧା (tebesudha)
ତଦ୍ୱାରା (tatwara) ତଦ୍ଦ୍ୱାରା/ତାଦ୍ୱାରା (tadwara / tadwara)
ତଦୃପ (tadrup) ତଦ୍ରୁପ (tadrup)
ତମସା/ତାମସ (tamasa / tamas) ତମସ (tamasa)
ତ୍ୟଜ୍ୟ (tyajya) ତ୍ୟାଜ୍ୟ (tyajja)
ତ୍ରିଭୂଜ (Tribhuja) ତ୍ରିଭୁଜ (tribhuja)
ତାତ୍କାଳୀନ (tatkalina) ତତ୍କାଳୀନ (tatkalina)
ତୀର୍ଯ୍ୟକ (tirjaka) ତିର୍ଯ୍ୟକ (tirjaka)
ତୃଟି (Truti) ତ୍ରୁଟି (Truti)
ତୃପ୍ତୀ (trupti) ତୃପ୍ତି (trupti)
ଦ୍ରୂତଗାମୀ/ଦୃତଗାମୀ (Drutagami) ଦ୍ରୁତଗାମୀ (Drutagami)
ଦ୍ୱନ୍ଦ (dwanda) ଦ୍ୱନ୍ଦ୍ୱ (dwanda)
ଦାର୍ଢ୍ୟତା (dardhyata) ଦାର୍ଢ଼ତା,ଦୃଢ଼ତା (daardhata, dhurdata)
ଦାରିଦ୍ର୍ୟତା (daridrata) ଦାରିଦ୍ର୍ୟ,ଦରିଦ୍ରତା (daridya, daridrata)
ଦିଗାମ୍ୱର (digambara) ଦିଗମ୍ୱର (digambara)
ଦିପ୍ତୀ (dipti) ଦୀପ୍ତି (dipti)
ଦିବାରାତ୍ରି (dibaratri) ଦିବାରାତ୍ର (dibaratra)
ଦିଲ୍ଲୀପ (dillip) ଦିଲୀପ (dillip)
ଦୀପ୍ତୀ (Dipiti) ଦୀପ୍ତି (dipti)
ଦୁଖ (dukha) ଦୁଃଖ (dukha)
ଦୁବା (Durba) ଦୂର୍ବା (ଦୂବ ) (durba (duba))
ଦୁର୍ଗାଣୀ (durgani) ଦୁର୍ଗା (durga)
ଦୁର୍ଘଟଣା (durghatana) ଦୁର୍ଘଟନା (durghatana)
ଦୁସ୍ଥ (dustha) ଦୁଃସ୍ଥ (dustha)
ଦୂର୍ଗ (durga) ଦୁର୍ଗ (durga)
ଦୂର୍ଗା (Durga) ଦୁର୍ଗା (Durga)
ଦୂରାଦୃଷ୍ଟ (duradusta) ଦୂରଦୃଷ୍ଚ (duradrusta)
ଦୂରାବସ୍ଥା (durabasta) ଦୂରବସ୍ଥା (durabastha)
ଦୂରାଭିଳାଷ (durabhilasa) ଦୂରଭିଳାଷ (durabhilasa)
ଦୃଜନ (drugana) ଦୁର୍ଜନ (durjana)
ଦୃତ (druta) ଦ୍ରୁତ (druta)
ଧନୀକ (dhanik) ଧନିକ (dhanika)
ଧର୍ମାତ୍ମାଗଣ (dharmatagana) ଧର୍ମାତ୍ମଗଣ (dharmatmagana)
ଧୀନକ (Dhinaka) ଧନିକ (dhanika)
ଧୂମ୍ରପାନ (Dhumrapana) ଧୂମପାନ (dhumapana)
ଧୃବ (Dhruba) ଧ୍ରୁବ (dhruba)
ନଅଣ୍ଟିଆ (naantia) ନିଅଣ୍ଟିଆ (niaantia)
ନର୍କ (narka) ନରକ (naraka)
ନିଃସଙ୍ଗୀ (nisangi) ନିଃସଙ୍ଗ (nisanga)
ନିଃସ୍ୱାର୍ଥପର (nirswarthapara) ନିଃସ୍ୱାର୍ଥ (niswartha)
ନିର୍ଦ୍ଧନୀ (nirdhani) ନିର୍ଦ୍ଧନ (nirdhana)
ନିର୍ଦୋଷୀ (nirdhosi) ନିର୍ଦୋଷ (nirdosa)
ନିରପରାଧୀ (niraparadhi) ନିରପରାଧ (niraparadha)
ନିର୍ଲୋଭୀ (nirlobha) ନିର୍ଲୋଭ (nirlobha)
ନିରାପେକ୍ଷ (nirapekhya) ନିରପେକ୍ଷ (nirapekhya)
ନିରାଶା (nirasa) ନୈରାଶ୍ୟ (neirasya)
ନିରୁତ୍ସାହିତ (nirutsahita) ନିରୁତ୍ସାହ (nirutsaha)
ନିରୁପଣ (Nirupana) ନିରୂପଣ (nirupana)
ନିରୁର୍ଦ୍ଧିଷ୍ଟ (nirudista) ନିରୁଦ୍ଦେଶ (niruddesha)
ନିରୂପମା (nirupama) ନିରୁପମା (nirupama)
ନିରୋଗୀ (nirogi) ନିରୋଗ (nirog)
ନିଷ୍ପତି (nispati) ନିଷ୍ପତ୍ତି (nispati)
ନିଷ୍ପ୍ରୟୋଜନୀୟ (nisprayojaniya) ନିଷ୍ପ୍ରୟୋଜନ (nisprayojana)
ନିହୀତ (nihita) ନିହିତ (nihita)
ନୀଚ୍ଚ (Nicha) ନୀଚ (nicha)
ନୀର୍ଜନ (nirjana) ନିର୍ଜନ (nirjana)
ପଣ୍ଡୁ (pandu) ପାଣ୍ଡୁ (pandu)
ପତିତପାବିନୀ (Patitapabani) ପତିତପାବନୀ (patitapabani)
ପ୍ରଚୂର (Prachura) ପ୍ରଚୁର (prachura)
ପ୍ରଜ୍ଜ୍ୱଳିତ (prajwalita) ପ୍ରଜ୍ୱଳିତ (prajwalitta)
ପ୍ରତିଘରେଘରେ (pratighareghare) ପ୍ରତିଘରେ/ଘରେଘରେ (pratighare / ghareghare)
ପ୍ରତିଟିଗୃହ (pratitigruha) ପ୍ରତିଗୃହ (patigruha)
ପ୍ରତିଦ୍ୱନ୍ଦୀ (pratidwandi) ପ୍ରତିଦ୍ୱନ୍ଦୀ (pratidwandi)
ପ୍ରତିଯୋଗୀତା (Pratijogita) ପ୍ରତିଯୋଗିତା (pratijogita)
ପ୍ରଫୁଲ/ପ୍ରଫୁଲିତ (prafulla/prafullita) ପ୍ରଫୁଲ୍ଲ (prafulla)
ପ୍ରମାଣ୍ୟ (pramanya) ପ୍ରାମାଣିକ (pramanika)
ପରଷ୍ପର (paraspara) ପରସ୍ପର (paraspara)
ପ୍ରାବଲ୍ୟତା (prabalyata) ପ୍ରାବଲ୍ୟ/ପ୍ରବଳତା (prabalya / prabalata)
ପ୍ରାୟାଶ୍ଚିତ (prayaschita) ପ୍ରୟଶ୍ଚିତ (prayaschita)
ପରିତ୍ୟଜ୍ୟ (parityajya) ପରିତ୍ୟାଜ (parityaaja)
ପରିସ୍କାର (pariskara) ପରିଷ୍କାର (pariskara)
ପାଟବତା (patabata) ପାଟବ/ ପାଟୁତା (pataba / patuta)
ପାବନୀ (pabani) ପାବନି (pabani)
ପାରସିକ (parasika) ପାରସୀକ (paarsika)
ପାରିଷଦ (parasida) ପାରିଷଦ (paarisada)
ପାଶବିକ (pasabika) ପାଶବ (paasaba)
ପାଷାଣ୍ଡ (pasanda) ପାଷଣ୍ଡ (paasandha)
ପିତାପିତାମହ (pitapitamaha) ପିତୃପିତାମହ (pitrupitamaha)
ପିତାମାତା (pitamata) ମାତାପିତା (matapita)
ପିଶାଚିନୀ (pisachini) ପିଶାଚୀ (pisachi)
ପୀଡ଼ିଆ (pidia) ପିଡ଼ିଆ (pidia)
ପୁରଷ୍କାର (puraskara) ପୁରସ୍କାର (puraskara)
ପୂଜ୍ୟାସ୍ପଦ (pujyaspada) ପୂଜ୍ୟ/ପୂଜାସ୍ପଦ (pujya / pujyaspada)
ପୂର୍ବାହ୍ନ (purbanha) ପୂବାହ୍ଣ (purbanha)
ପୃଷ୍ଚିହୀନ (prustihina) ପୁଷ୍ଚିହୀଲ (pusti)
ପୌରହିତ୍ୟ (pourahitya) ପୌରୋହିତ୍ୟ (pourahitya)
ଫେବୃଆରୀ (february) ଫେବ୍ରୁଆରୀ (february)
ବଡ଼ିମାପଣ (badimapana) ବଡ଼ିମା/ ବଡ଼ପଣ (badima / badapana)
ବୟଃଜ୍ୟେଷ୍ଠ (bayahjyestha) ବୟୋଜ୍ୟେଷ୍ଠ (bayojyestha)
ବ୍ୟବହାରିକ (Byabaharika) ବ୍ୟାବହାରିକ (Byabaharika)
ବୟାକରଣିକ (bayakaranika) ବୈୟାକରଣିକ (baiyakaranika)
ବ୍ୟାପୀଗଲା (byapigala) ବ୍ୟାପିଗଲା (byapigala)
ବ୍ୟାପୀଯିବା (Byapijiba) ବ୍ୟାପିଯିବା (byapijiba)
ବଳତ୍କାର (balatkara) ବଳାତ୍କାର (balatkara)
ବଳିଷ୍ଟ (balistha) ବଳିଷ୍ଠ (balistha)
ବଶଦ୍‌ (basad) ବିଶଦ (bisada)
ବହୁତଗୁଡ଼ିଏ (bahutgudia) ବହୁତ, ଗୁଡ଼ିଏ (bahut, gudia)
ବହୁଲ୍ୟତା (bahulyata) ବାହୁଲ୍ୟ/ ବହୁଳତା (bahulya / bahulata)
ବାବୁଗିରୀ (babugiri) ବାବୁଗିରି (babugiri)
ବାସ୍ତବିକ୍‌ (bastabik) ବାସ୍ତବିକ (bastabika)
ବାହ୍ୟିକ (bahyika) ବାହ୍ୟ (bahya)
ବାହାନ (Bahana) ବାହନ (bahana)
ବିକୀରଣ (bikirana) ବିକିରଣ (bikirana)
ବିଧର୍ମୀ (bidharmi) ବିଧର୍ମା (bidharma)
ବିପଦ୍‌ଜନକ (bipadjanaka) ବିପଜ୍ଜନକ (bipajannaka)
ବିପଦ୍‌ସଙ୍କୁଳ (bipadsankula) ବିପତ୍‌ସଂକୁଳ (bipatsankula)
ବିବଧପ୍ରକାର (bibidhaprakara) ବିବିଧ/ ବିଭିନ୍ନ ପ୍ରକାର (bibidha / bibhinna prakar)
ବିମ୍ୱାଧରୀ (bimbadhari) ବିମ୍ୱାଧରା (bimbadhara)
ବିମ୍ୱୋଷ୍ଠୀ (bimbosthi) ବିମ୍ୱୋଷ୍ଠା (bimbostha)
ବିରୁଦ୍ଧରେ (birudhare) ବିରୋଧରେ (birodhare)
ବିଲୋପପ୍ରାୟ (bilopapraya) ବିଲୁପ୍ତପ୍ରାୟ (biluptapraya)
ବିଶ୍ୱାସନୀୟ (biswasniya) ବିଶ୍ୱସନୀୟ (biswasniya)
ବିଷର୍ଜନ (bisarjana) ବିସର୍ଜନ (bisarjana)
ବିଷର୍ଣ୍ଣ (Bisarna) ବିଷଣ୍ଣ (bisarana)
ବିସ୍ଫୋରଣ (bisforana) ବିସ୍ଫରଣ (bisforana)
ବୁଦ୍ଧିମତା (budhimata) ବୁଦ୍ଧିମତ୍ତା (budhimata)
ବୁଦ୍‌ବୁଦ୍ (budbud) ବୁଦ୍‌ବୁଦ (budbud)
ବେଷ୍ଠନୀ (besthani) ବେଷ୍ଚନୀ (beschani)
ବୈରତା (bairata) ବୈର/ ବୈରିତା (baira / bairita)
ବୈଷମ୍ୟତା (baisamyata) ବୈଷମ୍ୟ/ବିଷମତା (baisamya / bisamata)
ଭଙ୍ଗୀମା (bhangima) ଭଙ୍ଗିମା (bhangima)
ଭଙ୍ଗୀଳ (bhangila) ଭଙ୍ଗିଳ (bhangila)
ଭ୍ରାତାଗଣ (bhratagana) ଭ୍ରାତୃଗଣ (bhatrugana)
ଭ୍ରାମ୍ୟମାଣ (bhramyamana) ଭ୍ରାମମାଣ (bhramamana)
ଭିକାରୀ (bhikari) ଭିକାରି (bhikari)
ଭୁଜଙ୍ଗିନୀ (bhujagini) ଭୁଜଙ୍ଗୀ (bhujangi)
ଭୂବନେଶ୍ୱର (Bhubaneswar) ଭୁବନେଶ୍ୱର (bhubaneswar)
ଭୂମ୍ୟାଧିକାରୀ (bhumyadhikari) ଭୂମ୍ୟଧିକାରୀ (bhumyadhikari)
ଭୂମିସ୍ଥ (bhumistha) ଭୂମିଷ୍ଠ (bhumistha)
ଭୂଲ (Bhula) ଭୁଲ (bhul)
ଭୌଗଳିକ (bhougalika) ଭୌଗୋଳିକ (bhougalika)
ମଦ୍ୟପୀ (madyapi) ମଦ୍ୟ (madya)
ମଧ୍ୟରାତ୍ରି (madhyaratri) ମଧ୍ୟରାତ୍ର (madhyaratra)
ମଧୂସୂଦନ (madhusudan) ମଧୁସୂଦନ (madhusudan)
ମନକାମନା (mankamana) ମନସ୍କାମନା (manaskamana)
ମନ୍ତ୍ରୀମଣ୍ଡଳ (mantrimandala) ମନ୍ତ୍ରିମଣ୍ଡଳ (mantrimandala)
ମନଦୁଃଖ (manadukha) ମନୋଦୁଃଖ (manodukha)
ମନବାଞ୍ଛା (manbanchha) ମନୋବାଞ୍ଛା (manobancha)
ମନମାଳିନ୍ୟ (mamalinya) ମନୋମାଳିନ୍ୟ (manomalinya)
ମନମୁଗ୍‌ଧକର (manamugdhkar) ମନୋମୁଗ୍‌ଧକର (manomugdhakara)
ମନଯୋଗ (manojoga) ମନୋଯୋଗ (manojoga)
ମନରଞ୍ଜନ (manoranjana) ମନୋରଞ୍ଜନ (manoranjana)
ମନାନ୍ତର (manantara) ମନୋନ୍ତର (manantara)
ମନୀଷୀଗଣ (manisigana) ମନୀଷିଗଣ (manisigana)
ମନୋକଷ୍ଟ (manokasta) ମନଃକଷ୍ଟ (manohkasta)
ମନୋପୀଡ଼ା (manopida) ମନଃପୀଡ଼ା (manahpida)
ମର୍ମନ୍ତୁଦ (marmanduta) ମର୍ମତୁଦ (marmatuda)
ମହତ୍ୱ (mahatwa) ମହତ୍ତ୍ୱ (mahatwa)
ମହାବଳୀ (mahabali) ମହାବଳ (mahabala)
ମହାରାଜା (maharaja) ମହାରାଜ (maharaj)
ମହିମାମୟ (mahimamaya) ମହିମମୟ (mahimmaya)
ମାତଙ୍ଗିନୀ (matangini) ମାତଙ୍ଗୀ (matangi)
ମାନ୍ୟସ୍ପଦ (manyaspada) ମାନାସ୍ପଦ (manaspada)
ମାମୁଁ (mamu) ମାମୁ (mamu)
ମାର୍ଗଶୀର (Margasira) ମାର୍ଗଶିର (margasira)
ମାସନ୍ତ (masanta) ମାସାନ୍ତ (masanta)
ମିନତୀ (Minati) ମିନତି (minati)
ମୁକ (Muka) ମୂକ (muka)
ମୁଖସ୍ତ (mukhasta) ମୁଖସ୍ଥ (mukhasta)
ମୁହ୍ୟମାନ (muhyamana) ମୋହ୍ୟମାନ (mohyamana)
ମୂଖ୍ୟ (Mukhya) ମୁଖ୍ୟ (mukhya)
ମୂର୍ତ୍ତିକା (murtika) ମୃତ୍ତିକା (mrutika)
ମୃଗୁଣୀ (mruguni) ମୃଗୀ (mrugi)
ମୃତ୍ୟୁଞ୍ଜୟୀ (mrutyunjayi) ମୃତ୍ୟୁଞ୍ଜୟ (mrutyunjaya)
ଯଦ୍ୟପିମଧ୍ୟ (jadyapimadhya) ଯଦ୍ୟପି (jadyapi)
ଯଦ୍ୱାରା (jadwara) ଯଦ୍ଦ୍ୱାରା (jadwara)
ଯଦିଓ (jadio) ଯଦିଚ/ଯଦ୍ୟପି (jadicha / jadhyapi)
ଯଶବନ୍ତ (jasabanta) ଯଶୋବନ୍ତ (jasobanta)
ଯାଚକୀ (jachaki) ଯାଚିକା (jachika)
ଯାତାଯତ (Jatayata) ଯାତାୟାତ (jatayata)
ଯାତାୟତ (Jatayata) ଯାତାୟାତ (jatayata)
ଯାନବାହାନ (janabahana) ଯାନବାହନ (janabahana)
ଯାମଳାର୍ଜୁନ (jamalarjuna) ଯମଳାର୍ଜୁନ (jamalarjuna)
ଯୁଧ (judha) ଯୁଦ୍ଧ (judha)
ଯୋଗ୍ନୀ (jogni) ଯୋଗିନୀ (jogini)
ଯୋଗୀଶ୍ରେଷ୍ଠ (jogisrestha) ଯୋଗିଶ୍ରେ (jogishre)
ରଙ୍ଗିଲା (rangila) ରଙ୍ଗିଆ (rangia)
ରଜଗୁଣ (rajaguna) ରଜୋଗୁଣ (rajeguna)
ରବିନ୍ଦ୍ର (Rabindra) ରବୀନ୍ଦ୍ର (rabindra)
ରାଜାଗଣ (rajagana) ରାଜଗଣ (rajagana)
ରୂପାୟନ (rupayana) ରୂପାୟଣ (rupayana)
ରୋଗାଗ୍ରସ୍ତ (rogagrasta) ରୋଗଗ୍ରସ୍ତ (rogagrasta)
ଲକ୍ଷ୍ମୀମନ୍ତ (laxmimanta) ଲକ୍ଷ୍ମୀବନ୍ତ (laxmibanta)
ଲଜ୍ଜା (lajja) ଲଜ୍ଜ୍ୟା/ଲଜ୍ଜା (lajja / lajja)
ଲଜ୍ୟା (Lajya) ଲଜ୍ଜା ( Lajja)
ଶତାବ୍ଦି (satabdi) ଶତାବ୍ଦୀ (satabdi)
ଶତୃଘ୍ନ (satrughna) ଶତ୍ରୁଘ୍ନ (satrughna)
ଶ୍ୟାମାଙ୍ଗିନୀ (shyamangini) ଶ୍ୟାମାଙ୍ଗୀ (shyamangi)
ଶ୍ୱସ୍ତି (swasti) ସ୍ୱସ୍ତି (swasti)
ଶଶୀଭୂଷଣ (sasibhusana) ଶଶିଭୂଷଣ (sasibhusana)
ଶାୟିତ (sayita) ଶୟିତ (sayita)
ଶାରିରୀକ (Saririka) ଶାରୀରିକ (Saririka)
ଶିକ୍ଷଯତ୍ରୀ (Sikhyayitri) ଶିକ୍ଷୟିତ୍ରୀ (Sikhyayitri)
ଶିରଚ୍ଛେଦ (siracheda) ଶିରଚ୍ଛେଦ (siracheda)
ଶିରବ୍ୟଥା (sirabyatha) ଶିରୋବ୍ୟଥା (sirobyotha)
ଶିର୍ଷ (Sirsa) ଶୀର୍ଷ (sirsha)
ଶିରୋନାମା (sironama) ଶିରୋନାମ (sironama)
ଶୀକାର (Sikara) ଶିକାର (sikara)
ଶୀକୃର୍ଷ୍ଣ (srikrushna) ଶ୍ରୀକୃଷ୍ଣ (srikrushna)
ଶୁଦ୍ର (Sudra) ଶୂଦ୍ର (sudra)
ଷଡ଼ଋତୁ (sadarutu) ଶଡ୍ଋତୁ (sadrutu)
ଷଡ଼ଗ୍ରହକୂଟ (sadagrahakuta) ଷଡ଼ଗ୍ରହକୂଟ (sadgrahakuta)
ଷଡ଼ଧା (Sagadha) ଷଡ୍‌ଧା (sadadha)
ଷଣ୍ମାସିକ (sanmasika) ଷାଣ୍ମାସିକ (sanmasika)
ଷଷ୍ଟମୀ (Sastami) ଷଷ୍ଠୀ (sasti)
ଷଷ୍ଠତମ (sasthatama) ଷଷ୍ଠିତମ (sasthitama)
ସଂକ୍ଷିପ୍ତରେ (sankhiptare) ସଂକ୍ଷେପରେ/ ସଂକ୍ଷିପ୍ତ ଭାବରେ (sankhyepare / sankhipta bhabare)
ସଂନ୍ଧ୍ୟା (sandhya) ସନ୍ଧ୍ୟା/ ସଂଧ୍ୟା (sandhya / sandhya)
ସଂସାରିକ (sansarika) ସାଂସାରିକ (sansarika)
ସକ୍ଷମ (sakhyama) କ୍ଷମ (khyama)
ସଘନ (saghana) ଘନ (ghana)
ସଞ୍ଚମ (sanchama) ସଂଯମ (sanjama)
ସଞ୍ଜତ (sanjata) ସଂଯତ (sanjat)
ସତ୍ତ୍ୱାଧିକାର (satwadhikara) ସତ୍ୱାଧିକାର (satwadhikar)
ସତ୍ତ୍ୱେଓ (satweo) ସତ୍ତ୍ୱେ (satwe)
ସଦ୍ୟଜାତ (sadyajata) ସଦ୍ୟୋଜାତ (sadyojata)
ସଧୀରେ (sadhire) ଧୀରେ (dhire)
ସନ୍ୟାସ (sanyasa) ସନ୍ନ୍ୟାସ (sansyas)
ସପ୍ତାହିକ (saptahika) ସାପ୍ତାହିକ (saptahika)
ସପରିବାରସହିତ (saparibarasahita) ସପରିବାର/ ପରିବାର ସହିତ (saparibara / saparibara sahita)
ସବିନୟପୂର୍ବକ (sabinayprubaka) ସବିନୟ/ ବିନୟ ପୂର୍ବକ (sabinaya / binaya purbaka)
ସମତୁଲ୍ୟ (samatulya) ସମତୁଲ,ସମ,ତୁଲ୍ୟ (samatul, sama, tulya)
ସମ୍ମାନୀୟ (sammananiya) ମମ୍ମାନନୀୟ (manmmanniya)
ସମ୍ୟକ୍‌ଭାବରେ (samyakbhabare) ସମ୍ୟଗ୍‌ଭାବରେ (samyagbhabre)
ସମରାଙ୍ଗନ (samrangana) ସମରାଙ୍ଗଣ (samarangana)
ସମ୍ରାନ୍ତଶାଳୀ (samrantasali) ସମ୍ଭ୍ରମଶାଳୀ/ ସମ୍ଭ୍ରାନ୍ତ (sambhramsali / sambhranta)
ସମସାମୟିକ (samasamayika) ସାମସମୟିକ (samasmayika)
ସମାସ୍ୟା (samashya) ସମସ୍ୟା (samashya)
ସର୍ବଜନୀନ (sarbajanina) ସାର୍ବଜନୀନ (sarbojanina)
ସର୍ବୋଷଧି (sarbosodhi) ସର୍ବୌଷଧି (sarbosodhi)
ସରିସୃପ (sarisrupa) ସରୀସୃପ (sarisrupa)
ସଲାଜ (salaj) ସଲଜ/ସଲଜା (salaj/ salaja)
ସ୍ୱାଚ୍ଛନ୍ଦ୍ୟତା (Swachhandyata) ସ୍ୱାଚ୍ଛନ୍ଦ୍ୟ (swachhandya)
ସ୍ୱାଧୀନତ୍ତର (swadhinatarra) ସ୍ୱାଧୀନତୋତ୍ତର (swadhinatotara)
ସଶଙ୍କିତ (sasankita) ସଶଙ୍କ/ ଶଙ୍କିତ (sasanga / sankita)
ସାକ୍ଷୀଗୋପାଳ (sakhigopala) ସାକ୍ଷିଗୋପାଳ (sakhigopala)
ସାଣ୍ମାସିକ (sanmasika) ଷାଣ୍ମାସିକ (sanmasika)
ସାଧ୍ୟବହିର୍ଭୂତ (sadhyabahirbhuta) ସାଧନବହିର୍ଭୁତ (Sadhanabahirbhuta)
ସାଧ୍ୟାତିରିକ୍ତ (sadhyatirikta) ସାଧନାତିରିକ୍ତ (sadhanatirikta)
ସାଧ୍ୟାତୀତ (sadhyatita) ସାଧନାତୀତ (sadhanatita)
ସାଧ୍ୟାୟତ୍ତ (sadhyayatta) ସାଧ୍ୟ/ଆୟତ୍ତ (sadhya / ayata)
ସାବଧାନସହିତ (sabadhanasahita) ସାବଧାନତା ସହିତ (sabadhanata sahita)
ସାମଗ୍ରୀକ (samagrika) ସମଗ୍ର (samgra)
ସାମନ୍ତରିକ (samantarika) ସାମାନ୍ତରିକ (samantarika)
ସାମ୍ରାଜ୍ଞୀ (samrangi) ସାମ୍ରାଜୀ/ ସଂରାଜ୍ଞୀ (samagri / sangragyni)
ସାରାଜୀବନଯାକ (sarajibanajaka) ସାରାଜୀବନ (sarajibana)
ସାହାର୍ଯ୍ୟ (Saharja) ସାହାଯ୍ୟ (sahajya)
ସାହାସ (Sahasa) ସାହସ (Sahasa)
ସିଂଘ (singha) ସିଂହ (singha)
ସିଞ୍ଚନ (sinchhana) ସେଚନ (sechana)
ସୁକେଶିନୀ (sukesini) ଶୁକେଶୀ (sukeshi)
ସୁଗନ୍ଧପୁଷ୍ପ (sugandhapuspa) ସୁଗନ୍ଧିପୁଷ୍ପ (sugandhipuspa)
ସୁଲକ୍ଷଣୀ (sulakhyani) ସୁଲକ୍ଷଣା (sulakhyana)
ସୁସୁପ୍ତି (susupti) ସୁଷୁପ୍ତି (susupti)
ସୂର୍ଯ୍ୟପରାଗ (suryaparaga) ସୂର୍ଯ୍ୟୋପରାଗ (surjoparaga)
ସୃଜନ (srujana) ସର୍ଜନ, ସୃଷ୍ଟି (sarjana, srusti)
ସେବକୀ (sebaki) ସେବିକ (sebika)
ସୌଜନ୍ୟତା (soujanyata) ସୌଜନ୍ୟ/ ସୁଜନତା (soujanya / sujanata)
ହତଭାଗା (hatbhaga) ହତଭାଗ/ ହତଭାଗ୍ୟ (hatabhaga / hatabhagya)
ହତଭାଗିନୀ (hatabhagini) ହତଭାଗା/ ହତଭାଗ୍ୟା (hatabhaga / hatabhagya)
ହସ୍ତାନ୍ତରଣ (hastantarana) ହସ୍ତାନ୍ତରକରଣ (hastantakarana)
ହାଲକା (halka) ହାଲୁକା (haluka)
ହୃଷ୍ଟପୃଷ୍ଟ (hrustapusta) ହୃଷ୍ଟପୁଷ୍ଟ (hrustapusta)